Odia News Portal
Yearly Archives

2019

ଚିଦାମ୍ବରମଙ୍କୁ ମିଳିଲା ଜାମିନ

ନୂଆଦିଲ୍ଲୀ()  କଂଗ୍ରେସର ବରିଷ୍ଠ ନେତା ଓ ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମଙ୍କୁ ଆଶ୍ୱସ୍ତି ମିଳିଛି । ମାମଲାରେ ସୁପ୍ରିମକୋର୍ଟ ଚିଦାମ୍ବରମଙ୍କୁ ଜାମିନ ପ୍ରଦାନ କରିଛନ୍ତି । ଦୀର୍ଘ ୫୦ ଦିନ ହେଲା ଚିଦାମ୍ବରମ ଜେଲରେ ଅଛନ୍ତି । ସିବିଆଇ ମାମଲାରେ ଚିଦାମ୍ବରମଙ୍କୁ ଜାମିନ ଦେଇଛନ୍ତି…

ରାଞ୍ଚିରେ ଭାରତର ବିରାଟ ବିଜୟ, ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩-୦ରେ କ୍ଲିନ୍‌ ସ୍ୱିପ

ରାଞ୍ଚି: ଦେଶବାସୀଙ୍କୁ ଟିମ ଇଣ୍ଡିଆର ଦୀପାବଳି ଭେଟି । ରାଞ୍ଚିରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ ଗୋଟିଏ ଇଂନିସ ୨୦୨ ରନ୍‌ରେ ହରାଇ ସିରିଜ କ୍ଲିନସ୍ୱିପ କରିଛି ବାରଟ ଆଣ୍ଡ କୋ । ଦକ୍ଷିଣ ଆଫ୍ରିକା ବିରୋଧରେ ଭାରତ ପ୍ରଥମ ଥର ପାଇଁ  ୩-୦ରେ ସିରିଜ କବଜା କରିଛି । ଗତକାଲିର…

ମଦୁଆଙ୍କ ପ୍ରତି ପୁଲିସ୍‍ ନରମ କାହିଁକି ?

ଭୁବନେଶ୍ୱର : ନୂଆ ମୋଟର ଯାନ କଟକଣା ଲାଗୁ ପରେ ରାଜ୍ୟରେ ମଦୁଆଙ୍କ ଉତ୍ପାତ କମିଥିଲା । ମଦ ପିଇ ଗାଡି ଚଳାଇ ଧରାପଡୁଥିବା ଲୋକଙ୍କୁ ପୁଲିସ୍‍ ସିଧା ଜେଲ୍‍ ପଠାଇବାରୁ ମଦୁଆମାନେ ଆଉ ରାସ୍ତାଘାଟରେ ଉତ୍ପାତ କରିବାକୁ ସାହସ କରିନଥିଲେ । ମଦ ଦୋକାନ ଖାଁ ଖାଁ ହୋଇଥିଲା ଓ ରାଜ୍ୟର ପ୍ରାୟ ସମସ୍ତ…

ଆସନ୍ତା ୪୮ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ଲଘୁଚାପ

ଭୁବନେଶ୍ବର :  ଦୀପାବଳୀକୁ ଫିକା କରିପାରେ ମୌସୁମୀ । ଆସନ୍ତା ୪୮ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆସନ୍ତା ୨୩ ତାରିଖରୁ ୨୫ ତାରିଖ ମଧ୍ୟରେ ପ୍ରବଳ ବର୍ଷା ହେବ । ପାଣିପାଗ ବିଭାଗ ସୂଚନା ଅନୁସାରେ ୨୩ ତାରିଖରେ ଗଜପତି,…

ଇଣ୍ଡିଆ ବନାମ ୱେଷ୍ଟଇଣ୍ଡିଜ ମ୍ୟାଚ୍‌ କୁ ଗ୍ରୀନ ସିଗନାଲ

କଟକ : ବାରବାଟୀ ଷ୍ଟାଡିୟମରେ ଆସନ୍ତା ଡିସେମ୍ବର ୨୨ରେ ହେବାକୁ ଥିବା ଇଣ୍ଡିଆ ବନାମ west indies ମ୍ୟାଚ୍‌ ହେବା ନେଇ ସବୁଜ ସଂକେତ ମିଳିଯାଇଛି । ଫନି ମହାବାତ୍ୟାରେ କ୍ଷୟ କ୍ଷତି ହୋଇଥିବା ବାରବାଟୀ ଷ୍ଟାଡିୟମରେ ଠିକ ସମୟରେ ମରାମତି କରା ଯାଇ ମ୍ୟାଚ ହୋଇ ପାରିବ କି ନାହିଁ ଯେଉଁ ଆଶଙ୍କା…

ଶୋଇବା ପୂର୍ବରୁ ଉଷୁମ ପାଣି ପିଇବା ଅଭ୍ୟାସ କରନ୍ତୁ, ମିଳିବ ଶରୀରକୁ ଏସବୁ ଲାଭ

ସାଧାରଣତଃ ଥଣ୍ଡା ପାଣି ପିଇବା ସମସ୍ତଙ୍କର ପସନ୍ଦ ଥାଏ। କିନ୍ତୁ ଜାଣନ୍ତି କି ଥଣ୍ଡା ପାଣି ଅପେକ୍ଷା ଉଷୁମ ପାଣି ଶରୀରକୁ ଅଧିକ ସୁସ୍ଥ ରଖିଥାଏ। ଉଷୁମ ପାଣି ପିଇଲେ ଶରୀରରୁ ବ୍ୟାକ୍ଟେରିଆ ହ୍ରାସ ପାଇଥାଆନ୍ତି। ତେଣୁ ସକାଳେ ଓ ସନ୍ଧ୍ୟାରେ ଉଷୁମ ପାଣି ପିଇବା ଅଭ୍ୟାସ କରନ୍ତୁ। ଆସନ୍ତୁ ଜାଣିବା…

ଶରୀରର କେଉଁଠି କରିବେ ଟାଟୁ, ଜାଣନ୍ତୁ..

ଆଜିର ଏହି ଅଲଟ୍ରା ମଡର୍ନ ଦୁନିଆରେ ଟାଟୁର କ୍ରେଜ୍‌ ବି କିଛି କମ୍‌ ନୁହେଁ। କିଛି ଲୋକ ରେକର୍ଡ ନିଶାରେ ଶରୀରରେ ଟାଟୁ କରାଇଥାନ୍ତି ତ ଆଉ କିଛି ଲୋକ ଫ୍ୟାଶନେବଲ୍‌ ଲୁକ୍‌ ପାଇଁ ଏହାକୁ ଟ୍ରାଏ କରିଥାନ୍ତି। ତେବେ ଶରୀରର କେଉଁ କେଉଁ ସ୍ଥାନରେ ଟାଟୁ କଲେ ଏହା ଆକର୍ଷଣୀୟ ଲାଗେ, ଆସନ୍ତୁ…

ବେଙ୍ଗାଲୁରୁକୁ ଅଟକାଇଲା ନର୍ଥଇଷ୍ଟ ୟୁନାଇଟେଡ଼ ଏଫସି

ବେଙ୍ଗାଲୁରୁ : ଷଷ୍ଠ ହିରୋ ଇଣ୍ଡିଆନ ସୁପର ଲିଗର ଦ୍ଵିତୀୟ ମ୍ୟାଚରେ ନର୍ଥଇଷ୍ଟ ୟୁନାଇଟେଡ଼ ଏଫସି ଗତବର୍ଷର ଚାମ୍ପିଅନ ବେଙ୍ଗାଲୁରୁ ଏଫସି ସହ ଡ୍ର ରଖି ଚମକ ସୃଷ୍ଟି କରିଛି । ସ୍ଥାନୀୟ କାନ୍ତିରବ ଷ୍ଟାଡିଅମରେ ଅନୁଷ୍ଠିତ ଏହି ମ୍ୟାଚ ଗୋଲ ଶୁନ୍ୟ ଭାବେ ଶେଷ ହେବାରୁ ଉଭୟ ଦଳ ପଏଣ୍ଟ ଭାଗ…

ଆଜି ଆପଣଙ୍କ ରାଶି କଣ କହୁଛି, ଆସନ୍ତୁ ଜାଣିବା

ମେଷ - ରାଶ୍ୟାଧିପତିଙ୍କ ପ୍ରଭାବରେ ସ୍ବାସ୍ଥ୍ୟ ସମସ୍ୟା ସୁଧୁରିଯିବ ଏବଂ ନିକଟ ସମ୍ପର୍କୀୟମାନଙ୍କ ସହାନୁଭୂତି ଲାଭ କରିବେ। କଳ କାରଖାନା, ଜଳଜାତ ଦ୍ରବ୍ୟ ତୈଳ କିମ୍ବା ବିଦ୍ୟୁତ୍‌ ବ୍ୟବସାୟରୁ ଲାଭବାନ ହେବେ। କିନ୍ତୁ ଦିନଟିରେ ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ ଅବଶ୍ୟ ଫେରିବା…

କ୍ୟାବିନେଟ ବୈଠକରେ 5 ଜିଲ୍ଲାର 7ଟି ପାନୀୟ ଜଳ ପ୍ରକଳ୍ପକୁ ମଂଜୁରୀ

ଭୁବନେଶ୍ବର () ଆଜି ରାଜ୍ୟ କ୍ୟାବିନେଟ ବୈଠକରେ ଏକାଧିକ ପାନୀୟ ଜଳ ପ୍ରକଳ୍ପକୁ ମଂଜୁରୀ ମିଳିଛି । ଢେଙ୍କାନାଳ, ଦେବଗଡ, ଯାଜପୁର, କେନ୍ଦୁଝର ଓ ମଂୟୁରଭଂଜ ଜିଲ୍ଲାର 7ଟି ପାନୀୟ ଜଳ ପ୍ରକଳ୍ପକୁ କ୍ୟାବିନେଟ ମଂଜୁରୀ ଦେଇଛି । ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବା ରାଜ୍ୟ ସରକାରଙ୍କ ପ୍ରମୁଖ ଦାୟିତ୍ବ…