ତିନି ଶହରୁ ଅଧିକ ରୋଗୀଙ୍କୁ ମାଗଣାରେ ପରୀକ୍ଷା ସହିତ ଔଷଧ ବଣ୍ଟନ
ଭୁବନେଶ୍ବର : ନୟାପଲ୍ଲୀ ୱାର୍ଡ଼ ନଂ-୩୯ ଅଧିନରେ ଥିବା ନୂଆସାହି ମହାବୀର ସାମାଜିକ ସଙ୍ଗଠନ ସଦା ସର୍ବଦା ବିଭିନ୍ନ ସାମାଜିକ କାର୍ଯ୍ୟ କରିଆସୁଅଛି । ଯଥା - ବୃକ୍ଷରୋପଣ, ରକ୍ତଦାନ, ମାଗଣା ସ୍ୱାସ୍ଥ୍ୟ ଶିବିର ଓ ବହୁ ସାମାଜିକ କାମ କରିଥାଏ ।
ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସଙ୍ଗଠନର…
