Odia News Portal
Yearly Archives

2019

ଆଜି ଆପଣଙ୍କ ରାଶି କଣ କହୁଛି, ଆସନ୍ତୁ ଜାଣିବା

ମେଷ - ଆଜି ସ୍ବାସ୍ଥ୍ୟ ଓ ପାରିବାରିକ ବୈଷମତାକୁ ଆପଣେଇବାକୁ ବାଧ୍ୟ ହେବେ। ଅବଶ୍ୟ ଅନାନ୍ୟ ଦୃଷ୍ଟିକୋଣରୁ ଆପଣଙ୍କ ପାଇଁ ଦିନଟି ବହୁତ ଭଲରେ ଭଲରେ ବିତିବ। କର୍ମ କ୍ଷେତ୍ରରେ ସହକର୍ମୀଙ୍କ ସହଯୋଗର ହାତ ଆପଣଙ୍କ ପାଖକୁ ଲମ୍ବି ଆସିବ। ନିକଟ ସମ୍ପର୍କୀୟମାନଙ୍କ ସହ ମିତ୍ରତା ବନ୍ଧନରେ ଭଆବଦ୍ଧ…

ମାଲ ଭାଇ ସାଜିଲେ ମନୋହର ରନ୍ଧାରୀ

ନବରଙ୍ଗପୁର : ମାଲ ଭାଇ ସାଜିଲେ ମନୋହର ରନ୍ଧାରୀ । ମୃତଦେହକୁ କାନ୍ଧ ଦେଇ ଚର୍ଚ୍ଚାକୁ ଆସିଛନ୍ତି ଡାବୁଗାଁ ବିଧାୟକ ମନୋହର ରାନ୍ଧାରୀ। ନବରଙ୍ଗପୁର ପାପଡ଼ାହାଣ୍ଡି ବ୍ଲକର କେନ୍ଦୁଗୁଡ଼ା ଗାଁରେ ଆଜି ସକାଳୁ ଇନ୍ଦ୍ର ଗୌଡ଼ଙ୍କ ମୃତ୍ୟୁ ହୋଇଥିଲା। ଇନ୍ଦ୍ର ଅତ୍ୟନ୍ତ ଗରୀବ ପରିବାର ହୋଇଥିବାରୁ…

ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ

ଭୁବନେଶ୍ୱର : ଧଉଳି ଥାନା ଇନ୍ଦିରା କଲୋନୀରେ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ । ମୃତ ଯୁବତୀଙ୍କ ନାଁ ଦୀପାଳି ପ୍ରିୟଦର୍ଶିନୀ । ସେ ଜଣେ ଓକିଲ ବୋଲି କୁହାଯାଉଛି । ଏଠାରେ ସେ ନିଜ ଦୁଇ ଭଉଣୀ ଓ ମାଆଙ୍କ ସହ ରହୁଥିଲେ । ଗତକାଲି ଦୀପାଳିଙ୍କ ମାଆ ଗାଁକୁ ଯାଇଥିଲେ । ଦୀପାଳିଙ୍କୁ ହତ୍ୟା…

ଆନ୍ତଃରାଜ୍ୟ ବାଇକ ଲୁଟେରା ଗ୍ୟାଙ୍ଗର ପର୍ଦ୍ଦାଫାସ, ୧୫ ବାଇକ ଜବତ

ଖୋର୍ଦ୍ଧା : ଚିଲିକା ଅଞ୍ଚଳରେ ଆନ୍ତଃରାଜ୍ୟ ବାଇକ ଲୁଟେରା ଗ୍ୟାଙ୍ଗର ପର୍ଦ୍ଦାଫାସ । ୩ ଜଣ ଗିରଫ । ୧୫ ବାଇକ ଜବତ । ଚିଲିକା ଅଂଚଳରୁ ଏକ ବାଇକ ଚୋରି ଘଟଣାର ତଦନ୍ତ ବେଳେ ପୋଲିସ ଜଣେ ଚୋରକୁ ଧରିଥିଲା । ଏହି ଲୁଟ ଘଟଣାରେ ଆନ୍ତଃରାଜ୍ୟ ବାଇକ ଲୁଟେରା ଗ୍ୟାଙ୍ଗର ସଂପୃକ୍ତି ଜଣାପଡ଼ିଥିଲା ।…

ଟେଷ୍ଟ ମ୍ୟାଚରେ ରୋହିତ ଶର୍ମାଙ୍କ ଦ୍ୱିଶତକ

ରାଞ୍ଚି : ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ତୃତୀୟ ଟେଷ୍ଟ ମ୍ୟାଚରେ ଦମଦାର ପ୍ରଦର୍ଶନ କରିଛନ୍ତି ଓପନର ରୋହିତ ଶର୍ମା । ଟେଷ୍ଟ କ୍ୟାରିୟରରେ ପ୍ରଥମ ଦ୍ୱିଶତକ କରିଛନ୍ତି ରୋହିତ । ପ୍ରଥମ ଟେଷ୍ଟ ମ୍ୟାଚରେ ରୋହିତ ସର୍ବାଧିକ ୧୭୭ ରନ୍ ସଂଗ୍ରହ କରିଥିଲେ । ଆଜିର ମ୍ୟାଚରେ ଛକା ମାରି…

ଓଡିଶାର କିଛି କିଛି ସ୍ଥାନରେ ବର୍ଷା ସମ୍ଭାବନା, ଆସନ୍ତୁ ଜାଣିବା

ଭୁବନେଶ୍ବର : ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଏକ ଟ୍ରପ୍ ଲଇନ୍ ରହିଛି । ଯାହାର ପ୍ରଭାବରେ ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡିଶାର କିଛି କିଛି ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ତେବେ ଅଧିକାଂଶ ସ୍ଥାନରେ ପାଗ ଶୁଖିଲା ରହିବ । କିଛି କିଛି ସ୍ଥାନରେ ସକାଳୁ କୁହୁଡି ଦେଖାଯିବ । ଆଞ୍ଚଳିକ…

ଧର୍ମପଦ ଆହତ ହୋଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି

ଭୁବନେଶ୍ବର : ଶିକ୍ଷକଙ୍କ ମାଡରେ ଛାତ୍ର ଆହତ। ଗଜପତି ରାୟଗଡ଼ା ସରକାରୀ ଆଇଟିଆଇ କଲେଜରେ ଶିକ୍ଷକ ଛାତ୍ରଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି । ଶିକ୍ଷକଙ୍କ ମାଡ଼ରେ ଛାତ୍ର ଧର୍ମପଦ ନାୟକ ଆହତ ହୋଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି । ଛାତ୍ର ଜଣକ ହଷ୍ଟେଲରେ ଶୋଇଥିବା ସମୟରେ…

ଆରମ୍ଭ ହେଲା ପୌରସଂସ୍ଥାର ମାର୍କେଟ କମ୍ପ୍ଲେକ୍ସ ଉଛେଦ

ପୁରୀ : ପୁରୀରେ ପୁଣି ଆରମ୍ଭ ହୋଇଛି ଜବରଦଖଲ ଉଛେଦ ପ୍ରକ୍ରିୟା । ଭଙ୍ଗା ଯାଉଛି ବଡ଼ଦାଣ୍ଡରେ ଥିବା ପୌରସଂସ୍ଥାର ମାର୍କେଟ କମ୍ପ୍ଲେକ୍ସ । ମାର୍କେଟ୍‌ କମ୍ପ୍ଲେକ୍ସକୁ ପୂର୍ବରୁ ଅସୁରକ୍ଷିତ ଘୋଷଣା କରାଯାଇଥିଲା । ଗତ ୧୪ ତାରିଖରେ ମଧ୍ୟ ସମସ୍ତ ଦୋକାନ ଖାଲି କରିବା ପାଇଁ ନିର୍ଦ୍ଦେଶ…

‘ସ୍ବପ୍ନମହଲର ସ୍ବପ୍ନା’ରେ ଡବଲ ଚରିତ୍ରରେ ରିଙ୍କି

ଭୁବନେଶ୍ବର : ଦୁଇ ଯାଆଁଳା ଭଉଣୀ। ସ୍ବପ୍ନା ଆଉ ସୁଇଟି। ଦେଖିବାକୁ ଏକାପରି। ଠିକ୍‌ ଯେମିତି ଗୋଟିଏ ଚାଉଳରେ ଗଢ଼ା। ସ୍ବପ୍ନା କାନ୍ଦୁରୀ ହୋଇଥିବା ବେଳେ ସୁଇଟି ରୋକ୍‌ଠୋକ୍‌। କାହାରିକୁ ଛାଡ଼େନା। ପିଲାଟି ବେଳୁ ଅଲଗା ହୋଇଯାଇଛନ୍ତି ଏଇ ଦୁଇ ଭଉଣୀ। ବଡ଼ ହେଉଛି ସ୍ବପ୍ନା। ଭଲ ପାଉଛି ରାଜାକୁ।…

ଆଇଏସଏଲ ଉଦଘାଟନୀ ମ୍ୟାଚ ଜିତିବାକୁ ଆଗ୍ରହୀ କେରଳ ବ୍ଳାଷ୍ଟର୍ସ

ଭୁବନେଶ୍ବର : କୋଚି ସ୍ଥିତ ଜବାହାରଲାଲ ନେହରୁ ଆନ୍ତର୍ଜାତିକ ଷ୍ଟାଡିଅମ ଠାରେ ଆସନ୍ତା କାଲି ଏକ ବୃହତ ମ୍ୟାଚ ସହିତ ଆରମ୍ଭ ହେବାକୁ ଯାଉଛି ହିରୋ ଇଣ୍ଡିଆନ ସୁପର ଲିଗର ଷଷ୍ଠ ସିଜନ । ଏହି ମ୍ୟାଚରେ ଦୁଇ ଥରର ଚାମ୍ପିଅନ ଏଟିକେ କୁ ଭେଟିବ ଦୁଇ ଥରର ରନର୍ସ-ଅପ କେରଳ ବ୍ଳାଷ୍ଟର୍ସ ଏଫସି । ଏକ…