Odia News Portal
Yearly Archives

2019

ଆଗକୁ ବଢୁଛି ମୋ ସରକାର : ଛାନିଆ ହେଲେଣି ଅଧିକାରୀ

ଭୁବନେଶ୍ୱର : ମୋ ସରକାର ଓ ୫-ଟି ପଞ୍ଝାରେ ପଡି ଜଣକ ପରେ ଜଣେ ଦୁର୍ନୀତି ଗ୍ରସ୍ତ ଅଫିସର ବିଦା ହେବା ଓ ବାଧ୍ୟତାମୂଳକ ଭାବେ ଚାକିରୀରୁ ଅବସର ନେଉଥିବା ଯୋଗୁଁ ଆଗାମୀ ଦିନରେ କାର୍ଯ୍ୟାାନୁଷ୍ଠାନକୁ ଦୃଷ୍ଟିରେ ରଖି ଅନେକ ବିଭାଗର କର୍ମଚାରୀମାନେ ଛାନିଆ ହେବାରେ ଲାଗିଛନ୍ତି । ବିଶେଷକରି…

ଋତୁ ପରିବର୍ତ୍ତନ ଯୋଗୁ ଥଣ୍ଡା, କାଶରେ ପୀଡିତ କି ? ଆପଣାନ୍ତୁ ଏହି ଘରୋଇ ଉପଚାର…

ଭୁବନେଶ୍ବର : ଋତୁ ବଦଳିଲେ ଥଣ୍ଡା, ଜର, କାଶ ସମସ୍ୟା ଦେଖାଯିବା ଏକ ସାଧାରଣ କଥା। ଏଥିରୁ ରକ୍ଷା ପାଇବା ପାଇଁ ଆମେ ବିଭିନ୍ନ ପ୍ରକାର ଔଷଧ ବ୍ୟବହାର କରିଥାଉ। କିନ୍ତୁ ବିନା ଔଷଧରେ ମଧ୍ୟ ଏହି ରୋଗ ସବୁକୁ ଭଲ କରାଯାଇପାରିବ। ଘରୋଇ ଉପାୟରେ ମଧ୍ୟ ଥଣ୍ଡା କାଶର ଚିକିତ୍ସା ସମ୍ଭବ। କେବଳ ସପୁରୀ…

ଘରେ ରଖିଲେ ଫେଙ୍ଗ୍‌ସୁଇ ଓଟ, ଜୀବନରେ କେବେ ବି ଆସିବନି ଏହିସବୁ ସମସ୍ୟା

ଭୁବନେଶ୍ବର : ଯଦି ଆପଣ କୌଣସି ଖରାପ ସମୟ ଦେଇ ଗତି କରୁଛନ୍ତି ତେବେ ଘରେ ଫେଙ୍ଗ୍‌ସୁଇ ଓଟର ସ୍ଥାପନା କରନ୍ତୁ। ସମସ୍ତ ସମସ୍ୟା ଦୂର କରିବାରେ ଏହା ସାହାଯ୍ୟ କରିବ। ଅନ୍ୟ କେତେକ ସମସ୍ୟା ଦୂର କରିବାରେ ମଧ୍ୟ ଫେଙ୍ଗ୍‌ସୁଇ ଓଟ ସହାୟକ ହୋଇଥାଏ। ଆସନ୍ତୁ ଜାଣିବା ଫେଙ୍ଗ୍‌ସୁଇ ଓଟର ଉପଯୋଗ ଏବଂ…

ଯଦି ଆପଣଙ୍କ ହସ୍ତରେଖା ଦ୍ୱାରା ହାତରେ ବନୁଛି ଏହି ଅକ୍ଷର , ତାହେଲେ ଆସନ୍ତୁ ଜାଣିବା ଆପଣଙ୍କ ଭାଗ୍ୟ

ଭୁବନେଶ୍ବର : ହସ୍ତଶାସ୍ତ୍ର ଅନୁସାରେ ମଣିଷ ସହିତ ଭବିଷ୍ୟତରେ କଣ ଘଟିବ ତାହା ହାତର ରେଖାରୁ ଜଣା ପଡି ଯାଇଥାଏ । ଆମ ହାତ ରେଖାରେ ଏପରି ଅନେକ ରହସ୍ୟ ଲୁଚି ରହିଛି ଯାହାର ମହତ୍ୱ ବିଷୟରେ ଆମେ ଜାଣି ନଥାଉ । ହସ୍ତରେଖା ମାଧ୍ୟମରେ ଆମେ ଯେକୌଣସି ବ୍ୟକ୍ତିଙ୍କ ଭବିଷ୍ୟତ ଏବଂ ସ୍ୱଭାବ ବିଷୟରେ…

ଗର୍ଭାବସ୍ଥାରେ ପ୍ରତିଦିନ ପିଅନ୍ତୁ ଡାଳିମ୍ବ ରସ, ଶିଶୁକୁ ମଧ୍ୟ ହେବ ଫାଇଦା

ଭୁବନେଶ୍ବର : ଗର୍ଭାବସ୍ଥାରେ ଡାଳିମ୍ବ ରସ ପିଇବା ଦ୍ୱାରା କେବଳ ମା’ ନୁହେଁ ଗର୍ଭସ୍ଥ ଶିଶୁର ମଧ୍ୟ ବହୁ ଫାଇଦା ହୋଇଥାଏ। ଡାଳିମ୍ବରେ ଭରପୂର ମାତ୍ରାରେ ଆଣ୍ଟିଅକ୍ସିଡେଣ୍ଟ ରହିଥାଏ। ଯାହା ଶରୀରର ବର୍ଜ୍ୟବସ୍ତୁ ନିଷ୍କାସନ କରିବାରେ ସାହାଯ୍ୟ କରେ। ଡାଳିମ୍ବ ରସ ପିଇବା ଦ୍ୱାରା ଶରୀରରେ ରକ୍ତର…

ଆଜି ଆପଣଙ୍କ ରାଶି କଣ କହୁଛି, ଆସନ୍ତୁ ଜାଣିବା

ମେଷ - ଆଜି ଆପଣଙ୍କର ଅସମ୍ପୂର୍ଣ୍ଣ କାମ ସମ୍ପୂର୍ଣ୍ଣ ହେବ, ବିବାଦର ସମାଧାନ, ଅବୁଝା ବନ୍ଧୁଙ୍କୁ ବୁଝାଇ ମନେଇବାରେ ମଧ୍ୟ ସମର୍ଥ ହୋଇପାରିବେ। ମନ ଚାହୁଁଥିବା ଜିନିଷ ଲାଭ କରିବା ଦିଗରେ ଚେଷ୍ଟା ଅବ୍ୟାହତ ରଖନ୍ତୁ, ଆଶା ପୂରଣ ହେବ । ବ୍ୟବସାୟ, ସଭାସମିତି, ଯାତ୍ରା ଓ ବନ୍ଧୁମିଳନରେ ସମୟ…

ପରୀକ୍ଷାର୍ଥୀଙ୍କ ପାଇଁ ପୁରୀ-ରାୟପୁରକୁ ଗଡ଼ିବ ଆଉ ଏକ ସ୍ୱତନ୍ତ୍ର ଟ୍ରେନ୍‌

ପୁରୀ : ଟ୍ରେନ୍‌ରେ ହେଉଥିବା ଭିଡ଼ ପାଇଁ ପରୀକ୍ଷାର୍ଥୀମାନଙ୍କୁ ଯାତାୟତରେ ଅସୁବିଧା ହୋଇଥାଏ। ଏହି ସମସ୍ୟାକୁ ଆଖି ଆଗରେ ରଖି କିଛି ଦିନ ତଳେ ଦୁଇଟି ସ୍ୱତନ୍ତ୍ର ଟ୍ରେନ୍‌ ଚାଲୁ କରାଯାଇଥିବା ବେଳେ କାଲି ପୁରୀରୁ ଟାଟାନଗର ପର୍ଯ୍ୟନ୍ତ ଏକ ସ୍ୱତନ୍ତ୍ର ଟ୍ରେନ୍‌ ଗଡ଼ିଥିଲା। ଶନିବାର ଦିନ ପୁଣି…

ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟରେ ରକ୍ତଦାନ ଶିବିର : ଝିଆ ଆଗରେ

ପୁରୀ : ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟ ପରିସରରେ ସମର୍ପଣ ପକ୍ଷରୁ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକମକୁ ମୁଖ୍ୟ ଅଥିତିଭାବେ ଯୋଗ ଦେଇଥିଲେ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀମତୀ ସଂଯୁକ୍ତ ମିଶ୍ର ଓ ଉପାଅଧ୍ୟକ୍ଷ ଡ଼. ଶଙ୍କରଶଣ ଦାସ। ସମର୍ପଣ ରକ୍ତଦାନ…

ବେଣୁଧର ବାସଭବନ ସମେତ ୪ଟି ସ୍ଥାନରେ ଚଢାଉ

ଝାରସୁଗୁଡା : ଭିଜିଲାନ୍ସ ଜାଲରେ ପଡିଲେ ସରକାରୀ କର୍ମଚାରୀ । ଝାରସୁଗୁଡା ଜିଲ୍ଲା ପଞ୍ଚାୟତ କାର୍ଯ୍ୟାଳୟର ବରିଷ୍ଠ କିରାଣୀ ବେଣୁଧର ଛଚାନଙ୍କ ବାସଭବନ ସମେତ ୪ଟି ସ୍ଥାନରେ ଆୟ ବହିର୍ଭୂତ ଠୁଳ ମାମଲାରେ ଭିଜିଲାନ୍ସର ଚଢାଉ ଜାରି ରହିଛି । ବେଣୁଧରଙ୍କ ବଢେଇମୁଣ୍ଡା ସମେତ ପୈତୃକ ଗ୍ରାମ…

ପୁଣି ଲଭ୍, ସେକ୍ସ ଓ ଧୋକା

ଭୁବନେଶ୍ବର : ପୁଣି ଏକ ଲଭ୍ ସେକ୍ସ ଓ ଧୋକା ଘଟଣା ସାମ୍ନାକୁ ଆସିଛି । କଟକ ଏମ ଏମ ମେଡିକେୟାର ହସ୍ପିଟାଲର ନର୍ସ ନିହାରିକାଙ୍କ ହତ୍ୟାକାଣ୍ଡ ଘଟଣା ମନରୁ ନଲିଭୁଣୁ ପୁଣି ଆଉ ଜଣେ ନର୍ସଙ୍କ ସହ ପ୍ରେମ ପ୍ରଣୟ ଓ ପ୍ରତାରଣା ଭଳି ସାଙ୍ଘାତିକ ଘଟଣା ଘଟିଛି । କଟକ ସନ୍ ହସ୍ପିଟାଲରେ ପୂର୍ବରୁ ନର୍ସ…