Odia News Portal
Yearly Archives

2019

ରୂପେଶ ବିଜେପି ନା ବିଜେଡିର ?

ଭୁବନେଶ୍ବର () ଯାଜପୁର ଜିଲ୍ଲା ଧର୍ମଶାଳା ବଳ୍କ ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ବାଳଙ୍କ ମୃତ୍ୟୁକୁ ନେଇ ଗତ କିଛି ଦିନ ହେଲା ବେଶ ହଟଚମଟ ଚାଲିଛି । ଏହି ଘଟଣାରେ ପୋଲିସ ହରିଦାସପୁର ସରପଞ୍ଚଙ୍କ ସ୍ବାମୀ ରୂପେଶ ଭଦ୍ରକୁ ଗିରଫ ମଧ୍ୟ କରିସାରିଲାଣି । ତଥାପି ସରୁନି ରାଜନୀତି । ଏବେ ଏହି…

ସ୍ୱର୍ଣ୍ଣ ଜିତିଥିବା ତିନି କ୍ରୀଡ଼ାବିତ୍‌ଙ୍କୁ ସମ୍ମାନିତ

ଭୁବନେଶ୍ବର : ରାଞ୍ଚିରେ ଅନୁଷ୍ଠିତ ୫୯ତମ ଜାତୀୟ ଓପନ୍‌ ଆଥଲେଟିକ୍‌ସ ଚାମ୍ପିଅନ୍‌ସିପ୍‌ରେ ସ୍ୱର୍ଣ୍ଣ ଜିତିଥିବା ତିନି କ୍ରୀଡ଼ାବିତ୍‌ଙ୍କୁ କିଟ୍‌ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନିତ କରାଯାଇଛି । କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡ.ଅଚ୍ୟୁତ ସାମନ୍ତ କ୍ରୀଡାବିତ୍‌ମାନଙ୍କୁ ଉତ୍ତରୀୟ ଓ…

ଜାଣନ୍ତୁ ବିଶ୍ୱର କେଉଁ ପଶୁର କ୍ଷୀର ସବୁଠାରୁ ମହଙ୍ଗା

ଭୁବନେଶ୍ୱର() ସାରା ବିଶ୍ୱରେ କ୍ଷୀରର ଚାହିଦା ଅଧିକ । ବୃଦ୍ଧଙ୍କ ଠାରୁ ଆରମ୍ଭ କରି ଛୋଟ ପିଲା ସମସ୍ତେ କ୍ଷୀର ପାନ କରିଥାନ୍ତି । ହେଲେ ଆପଣ ଜାଣିଛନ୍ତି ବିଶ୍ୱରେ ସବୁଠାରୁ କେଉଁ ପଶୁର କ୍ଷୀର ମହଙ୍ଗା ? ତେବେ ଆସନ୍ତୁ ଜାଣିବା ... ବିଶ୍ୱରେ ସିଂହିର କ୍ଷୀର ଦାମ ସବୁଠାରୁ ଅଧିକ ।…

ରାଜନୈତିକ ରଙ୍ଗ ଦେଇ ତଦନ୍ତକୁ ବାଟବଣା କରାନଯାଉ:ବିଜେଡି 

ଭୁବନେଶ୍ବର () ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକର ଭିଏଲ୍‍ଡବ୍ଲ୍ୟୁ ମୃତ୍ୟୁ ଘଟଣାର ପୁଲିସ୍‍ ତଦନ୍ତ ଜୋରଦାର ଭାବେ ଚାଲିଥିବାବେଳେ ବିରୋଧିଦଳ ଗୁଡିକ ଏହାକୁ ରାଜନୈତିକ ରଙ୍ଗ ଦେଇ ତଦନ୍ତକୁ ବାଟବଣା ନକରିବାକୁ ବିଜେଡି ସାଂସଦ ଡକ୍ଟର ସସ୍ମିତ ପାତ୍ର କହିଛନ୍ତି । ଡକ୍ଟର ପାତ୍ର କହିଛନ୍ତି ଯେ…

କ୍ୟାନସର ସୃଷ୍ଟି କରାଉଛି ଜନସନ୍ ବେବି ପାଉଡ଼ର

ନୂଆଦିଲ୍ଲୀ() ଜୀବନ ନେଇପାରେ ବେବି ପାଉଡ଼ର । ଜନସନ୍ ପାଉଡ଼ରରେ ରହିଛି କ୍ୟାନସର ସଷ୍ଟିକାରୀ ତତ୍ୱ । କୋମଳମତିଙ୍କ କୋମଳ ତ୍ୱଚା ପାଇଁ ବ୍ୟବହୃତ ହେଉଥିବା ଏହି ପାଉଡ଼ରରେ ଅଛି ମାରାତ୍ମକ ରୋଗର ଉପାଦାନ । କର୍କଟ ସୃଷ୍ଟିକାରୀ ତତ୍ୱ ରହିଛି ବୋଲି ଆମେରକିକାର ଏକ ସ୍ୱାସ୍ଥ୍ୟ ନିୟାୟମ ଯାଂଚ ଏଜେନ୍ସି…

ଡ୍ରାଇଭରଙ୍କୁ କୋଟିଏ ଟଙ୍କାର ଉପହାର ଦେଲେ ଏହି ଅଭିନେତ୍ରୀ

ମୁମ୍ବାଇ() ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ଅଭିନେତ୍ରୀ ଆଲିୟା ଭଟ୍ଟ । ସେ ଦେଖିବାକୁ ଖୁବ୍ ସୁନ୍ଦର ଏବଂ ଗ୍ଲାମରସ୍। ଆଲିୟା ଭଟ୍ଟ ୧୯୯୩ମସିହା ମାର୍ଚ ୧୫ତାରିଖରେ ଜନ୍ମ ହୋଇଥିଲେ। ମାତ୍ର ୨୬ବର୍ଷ ବୟସରେ ସେ ଫିଲ୍ମ ଇଣ୍ଡଷ୍ଟ୍ରିରେ ବଡ଼ ଧରଣର ସଫଳତା ହାସଲ କରିଥିଲେ। କୋଟି…

ଶିବସେନାରେ ସାମିଲ ହେଲେ ସଲମାନଙ୍କ ବଡିଗାର୍ଡ

ମୁମ୍ବାଇ() ଶିବସେନାରେ ଯୋଗ ଦେଇଛନ୍ତି ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ବଡିଗାର୍ଡ ଶେରା। ଶୁକ୍ରବାର ଉଦ୍ଧବ ଠାକରେଙ୍କ ଉପସ୍ଥିତିରେ ଦଳରେ ସାମିଲ୍ ହୋଇଛନ୍ତି ଶେରା। ଏ ନେଇ ଶିବସେନା ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି। ଦୀର୍ଘ ୨୨ ବର୍ଷ ହେବ ସଲମାନଙ୍କ ବଡିଗାର୍ଡ ରହିଛନ୍ତି ଶେରା।…

ସରପଂଚଙ୍କ ସ୍ୱାମୀ ଗିରଫ

ଧର୍ମଶାଳା() ଧର୍ମଶାଳା ପିଇଓି ସ୍ମିତାରାଣି ବିଶ୍ୱାଳଙ୍କ ହତ୍ୟା ଅଭିଯୋଗରେ ଧର୍ମଶାଳା ପୋଲିସ ହରିଦାସ ପୁର ପଂଚାୟତର ସରପଂଚଙ୍କ ସ୍ୱାମୀ ରୂପେଶ ଭଦ୍ରଙ୍କୁ ଆଜି ଗିରଫ କରିଛି । ସ୍ମିତାରାଣି ବିଶ୍ୱାଳଙ୍କ ମ୍ୟତ୍ୟୁ ଘଟଣା ସମଗ୍ର ରାଜ୍ୟ ରେ ତୁମୂଳ ଆଲୋଡନ ସୃଷ୍ଟି କରିଥିଲା । ମୃତ୍ୟୁ ପରେ ପୋଲିସ…

୩ ଦିନରେ କ୍ୱାଟର ନ ଛାଡିଲେ କଡା ଆଭିମୁଖ୍ୟ

ଭୁବନେଶ୍ୱର() ସରକାରୀ ଘର ମାଡିବସିଥିବା ପୁର୍ବତନ ବିଧାୟକ ମାନେ ଆସନ୍ତା ୩ ଦିନ ମଧ୍ୟରେ ଘର ନଛାଡିଲେ ବିଧାନସଭା କଡା ଆଭିମୁଖ୍ୟ ନେବ ବୋଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି । ସେଥିପାଇଁ ସେ ପୂର୍ବତନ ବିଧାୟକ ମାନଙ୍କୁ ଘର ଛାଡିବା ପାଇଁ ୩ ଦିନ ସହଲତ ଦେଇଛନ୍ତି । ଏଥିରେ କିଛି…

ପ୍ରଚାର ମଇଦାନରେ ଶେଷ ସଂଗ୍ରାମ

ବରଗଡ( ) ଆଜି ବିଜେପୁର ନିର୍ବାଚନ ପାଇଁ ପ୍ରଚାର ମଇଦାନରେ ସବୁ ଦଳର ପ୍ରାର୍ଥୀ ଓ କର୍ମୀ ମାନେ ଶେଷ ସଂଗ୍ରାମରେ । ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ପକ୍ଷରୁ ଜୋରସୋରରେ ପ୍ରଚାର ଚାଲିଛି । ବିଶେଷ କରି ବିଜେଡି ଓ ବିଜେପି ପ୍ରଚାର ସମୟରେ ପରସ୍ପରକୁ କଡା ଟକ୍କର ଦେଉଛନ୍ତି ।…