Odia News Portal
Yearly Archives

2019

୫-ଟି ପ୍ରଭାବ,ଲାଂଚ ନେଇ କିରାଣି ସସପେଣ୍ଡ

ବଲାଙ୍ଗିର() ସରକାରଙ୍କ ୫-ଟି ନିୟମ ଉଲଙ୍ଘନ କଲେ ସରକାର କିପରି ତତକ୍ଷଣାତ କର୍ଯ୍ୟାନୁÂାନ ନିଅନ୍ତି ତାହା ଦେଖାଇ ଦେଇଛନ୍ତି ରାଜ୍ୟ ଶ୍ରମ କମିଶନର ନିରଂଜନ ସାହୁ । ବଲାଙ୍ଗିରରୁ ଜଣେ ଶ୍ରମ ବିଭାଗର କିରଣି ଲାଂଚ ମାଗୁଥିବା ସମ୍ପର୍କରେ ଖବର ଭିଡିଓ ଭାଇରାଲ ହେବା ପରେ ଶ୍ରମ କମିଶନର ସମ୍ପୃକ୍ତ…

ବାୟୁ ପ୍ରଦୂଷଣ ଢେଙ୍କାନାଳବାସୀଙ୍କ ହାରାହାରି ପରମାୟୁ କମାଇ ଦେଉଛି କି ?

 ଢେଙ୍କାନାଳ : ଚିକାଗୋ ବିଶ୍ୱବିଦ୍ୟାଳୟର ଏୟାର କ୍ୱାଲିଟି ଲାଇଫ ଇଣ୍ଡେକ୍ସ ବା AQLI ତଥ୍ୟ ଅନୁସାରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସୁସ୍ଥ ବାୟୁ ମାନକ ପାଳନ କରାଯାଇ ପାରିଲେ ଢେଙ୍କାନାଳର ଅଧିବାସୀ ମାନଙ୍କ ହାରାହାରି ପରମାୟୁ ଦୁଇ ବର୍ଷ ନଅ ମାସ ବୃଦ୍ଧି କରାଯାଇ ପାରନ୍ତା। ପ୍ରଦୂଷଣ ରୋକିବା…

ମାଧୁରୀଙ୍କ ‘କିସ୍’ ଫଟୋ ହେଲା ଭାଇରାଲ…

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ ମାଧୁରୀ ଦୀକ୍ଷିତଙ୍କ ବିବାହକୁ ୨୦ ବର୍ଷ ପୂରଣ ହୋଇଛି। ଏହି ଅବସରକୁ ସ୍ମରଣୀୟ କରିବା ଲାଗି ମଧୁରୀ ତାଙ୍କର ୨୦ ତମ ବିବାହ ବାର୍ଷିକ ଅବସରରେ ସ୍ୱାମୀ ରାମ ନେନେଙ୍କ ସହ ରୋମାଣ୍ଟିକ୍‌ ସେଲଫି ନେଇଛନ୍ତି। ରାମ୍‌ ଓ ମାଧୁରୀଙ୍କ ଏହି ରୋମାଣ୍ଟିକ୍‌ ସେଲଫି ଏବେ…

ବେଆଇନ ଗୋଚାଲାଣ, ୧୨ ଗିରଫ

ରାଜନଗର : ରାଜନଗରରେ ୧୨ ଗୋଚାଲାଣକାରୀ ଗିରଫ। ବିଳମ୍ବିତ ରାତିରେ ବେଆଇନ ଗୋଚାଲାଣ କରୁଥିବା ବେଳେ ପୋଲିସ ଏମାନଙ୍କୁ ଗିରଫ କରିଛି। କଣ୍ଟେନରରେ ଗୋରୁ ଚାଲାଣ ହେଉଥିବା ଖବର ପାଇ ବଜରଙ୍ଗ ଦଳ ପୋଲିସକୁ ଖବର ଦେଇଥିଲା। ପରେ ପୋଲିସ ଚଢାଉ କରି ୧୨ଜଣ ଗୋଚାଲାଣକାରୀଙ୍କୁ ଗିରଫ କରିବା ସହ…

ବେଆଇନ୍ ବାଣ ଗୋଦାମରେ ଚଢ଼ାଉ, ୫୦ ଲକ୍ଷ ଟଙ୍କାର ବାଣ ଓ ବିସ୍ଫୋରକ ସାମଗ୍ରୀ ଜବତ

କଟକ : ଦୀପାବଳି ପୂର୍ବରୁ ବେଆଇନ୍ ବାଣ ଗୋଦାମରେ କଟକ ପୋଲିସର ଚଢ଼ାଉ। ରାତି ଅଧିଆ ବିଭିନ୍ନ ସ୍ଥାନରେ ଅତର୍କିତ ରେଡ୍‌। ଜବତ ହୋଇଛି ୫୦ ଲକ୍ଷ ଟଙ୍କାର ବାଣ ଓ ବିସ୍ଫୋରକ ସାମଗ୍ରୀ। କଟକ ଡିସିପିଙ୍କ ନିର୍ଦ୍ଦେଶକରେ ଏହି ଚଢ଼ାଉ କରାଯାଇଥିଲା। କଟକର ତ୍ରିଲୋଚନପୁର, ମହାଜନପୁର ଓ ହାତୀଆନାରେ…

ଖଦିବୋର୍ଡ ଉଦ୍‍ଘାଟନୀ କାର୍ଯ୍ୟକ୍ରମରେ ବିଭାଗୀୟ ମନ୍ତ୍ରୀ କିମ୍ବା ସ୍ଥାନୀୟ ବିଧାୟକ ଅଲୋଡା

ଭୁବନେଶ୍ୱର : ଆଜି ଠାରୁ ରାଜଧାନୀରେ ଆରମ୍ଭ ହେଉଛି ଜାତୀୟ ସ୍ତରୀୟ ଖଦି ପ୍ରଦର୍ଶନୀ । ହେଲେ ଏହି ପ୍ରଦର୍ଶନୀର ଉଦ୍‍ଘାଟନୀ କାର୍ଯ୍ୟକ୍ରମରେ ବିଭାଗୀୟ ମନ୍ତ୍ରୀ ନାହାନ୍ତି କି ରାଜଧାନୀର ଦୁଇ ବିଧାୟକ ସ୍ଥାନ ପାଇନାହାନ୍ତି । ଖଦିବୋର୍ଡ ପକ୍ଷରୁ ଛପାଯାଇଥିବା ନିମବଣପତ୍ରରେ ରହିଛି ମନ୍ତ୍ରୀ…

ବେଙ୍ଗାଲୁରୁ ଏଫସି ସହ ଦୀର୍ଘ ମିଆଦୀ ଚୁକ୍ତି ମୋ କ୍ୟାରିଅର ପାଇଁ ଉତ୍ତମ : ଆଶିକ

ଭୁବନେଶ୍ବର : ଏଫସି ପୁନେ ସିଟି ଛାଡି ବେଙ୍ଗାଲୁରୁ ଏଫସିରେ ଯୋଗଦେବା ବେଳେ ସମସ୍ତଙ୍କୁ ଚକିତ କରିଥିଲେ ଆଶିକ କୁରୁନିୟାନ । ଜାତୀୟ ଦଳର ଏହି ନୂତନ ତାରକାଙ୍କ ପାଖରେ ରହିଛି ବିପୁଳ ପ୍ରତିଭା । ଚାମ୍ପିଅନ ଦଳ ପକ୍ଷରୁ ଖେଳି ନିଜ ଖେଳକୁ ପରବର୍ତ୍ତୀ ସ୍ତରକୁ ନେବା ଏବେ ତାଙ୍କର ଲକ୍ଷ୍ୟ । ହିରୋ…

ବିଜେପୁରରେ ବିଜେଡ଼ିର ଯୁବ ନେତା

ଭୁବନେଶ୍ୱର : ବିଜେପୁର ଉପନିର୍ବାଚନ ପାଇଁ ପ୍ରଚାରରେ ସାମିଲ ହୋଇଛନ୍ତି ଦଳର ଅନେକ ତୁଙ୍ଗ ଓ ଯୁବନେତା । ତୁଙ୍ଗ ନେତାମାନେ ଭିନ୍ନ ଭିନ୍ନ ବ୍ଲକ୍ର ଦାୟିତ୍ୱ ନେଇଥିବା ବେଳେ ଯୁବନେତାଙ୍କ କାନ୍ଧରେ ପଡ଼ିଛି ପଞ୍ଚାୟତ ଓ ଗାଁ ଦାୟିତ୍ୱ । ଏହି ଦାୟିତ୍ୱକୁ ମଧ୍ୟ ସେମାନେ ନିଷ୍ଠା ଓ…

ଜାଣନ୍ତୁ କେଉଁ ବାରରେ ନୂଆ ଲୁଗା ପିନ୍ଧିବା ଅଶୁଭ

ଭୁବନେଶ୍ୱର : ଓଡ଼ିଆ ପରମ୍ପରାରେ ୧୨ ମାସରେ ୧୩ ପର୍ବ ପାଳନ କରାଯାଏ। ଆଉ ସବୁ ପର୍ବରେ ପ୍ରାୟ ସମସ୍ତେ ନୂଆ ଲୁଗା ପିନ୍ଧନ୍ତି। ବିଶେଷ କରି ଘରର ମହିଳାମାନେ ସବୁ ପୂଜା ପାର୍ବଣରେ ନୂଆ ଲୁଗା ପିନ୍ଧିଥାନ୍ତି। ହେଲେ ଆପଣ ଜାଣନ୍ତି, ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ସପ୍ତାହରେ ସବୁ ବାରରେ ନୂଆ ବସ୍ତ୍ର…

ଦହିଠାରୁ ଅଧିକ ସ୍ୱାସ୍ଥ୍ୟକାରୀ ଘୋଳଦହି, ଜାଣନ୍ତୁ କେମିତି

ଭୋଜନରେ ଦହି ଏବଂ ଘୋଳଦହି ଖାଇବାକୁ ପ୍ରାୟତଃ ସମସ୍ତେ ପସନ୍ଦ କରିଥାନ୍ତି। ଖରାଦିନେ ଶରୀରରୁ ଜଳୀୟାଂଶ କମିଯାଉଥିବାରୁ ଡାକ୍ତର ପ୍ରଚୁର ପରିମାଣରେ ଦହି କିମ୍ବା ଘୋଳଦହି ପିଇବାକୁ ପରାମର୍ଶ ଦେଇଥାନ୍ତି। ପେଟ ଥଣ୍ଡା ରଖିବାରେ ମଧ୍ୟ ଦହି ସାହାଯ୍ୟ କରେ। ତେବେ ଯଦି ସ୍ୱାସ୍ଥ୍ୟ ଉପଯୋଗୀ ଦୃଷ୍ଟିରୁ…