ଘରକୁ ଆକ୍ୱାରିୟମ୍ ଆଣୁଛନ୍ତି କି ? ଏହିସବୁ ଦିଗ ଉପରେ ଧ୍ୟାନ ଦିଅନ୍ତୁ
ଭୁବନେଶ୍ୱର : ବାସ୍ତୁଶାସ୍ତ୍ରରୁ ଆରମ୍ଭ କରି ଫେଙ୍ଗ୍ ସୁଇ ପର୍ଯ୍ୟନ୍ତ ସବୁଠି ମାଛ ଓ ଜଳରେ ବାସ କରୁଥିବା ଜୀବଙ୍କୁ ଶୁଭ ବୋଲି କୁହାଯାଇଛି। ଏଥିପାଇଁ ଅନେକ ଲୋକ ଘରେ ଆକ୍ୱାରିୟମ୍ ରଖିବାକୁ ପସନ୍ଦ କରନ୍ତି।
ଘରେ ଆକ୍ୱାରିୟମ୍ ରଖିବା ଶୁଭ, କିନ୍ତୁ ‘ଫେଙ୍ଗ୍ ସୁଇ’ ଅନୁସାରେ ଏନେଇ ଅନେକ…
