Odia News Portal
Yearly Archives

2019

ଧଳା ମହାବଳ ବାଘ ଶୁଭ୍ରାଂଶୁର ମୃତ୍ୟୁ

ଭୁବନେଶ୍ବର : ନନ୍ଦନକାନନରେ ବିରଳ ଧଳା ମହାବଳ ବାଘ ଶୁଭ୍ରାଂଶୁର ମୃତ୍ୟୁ ହୋଇଛି । ଗତ ୧୪ ଦିନ ଧରି ବାଘ ସଫାରୀରେ ଅସୁସ୍ଥ ଥିବା ହେତୁ ଚିକିତ୍ସା ହେଉଥିଲା । ଗତ ୪ଦିନ ହେବ ଖାଦ୍ୟ ଗ୍ରହଣ କରୁନଥିଲା । ରକ୍ତ ପରୀକ୍ଷାରୁ ଜଣାପଡିଥିଲା ଯେ, ଶୁଭ୍ରାଂଶୁର ରକ୍ତ ସଂକ୍ରମଣ ହୋଇ ଜ୍ବର ହୋଇଥିଲା ।…

ମନୋଜ ପଟ୍ଟନାୟକ ହେଲେ ମହିଳା ଫୁଟବଲ ମହାସଂଘର ଉପସଭାପତି

ଭୁବନେଶ୍ବର : ଜାମସେଦପୁରର ପାରଡ଼ିହ ଛକସ୍ଥିତ ହୋଟେଲ ସିଟି ଇନରେ ମହିଳା ଫୁଟବଲ ଫେଡରେସନ ଅଫ ଇଣ୍ଡିଆର ବାର୍ଷିକ ଜେନେରାଲ ବଡି ମିଟିଙ୍ଗ ଆୟୋଜିତ ହୋଇଥିଲା। ଯେଉଁ ଥିରେ ଜାମସେଦପୁରର ମହମ୍ମଦ କାଶୀମଙ୍କୁ ସର୍ବସମତିରେ ମହିଳା ଫୁଟବଲ ଫେଡରେସନ ଅଫ ଇଣ୍ଡିଆର ଚେୟାରମ୍ୟାନ, ଉପ ସଭାପତି ଭାବେ…

ସୁରକ୍ଷା ପାଇଁ ଅଣ୍ଟାଭିଡିଲା ବିଜୁ ଯୁବ ବାହିନୀ

ଭୁବନେଶ୍ବର : ଓଡ଼ିଶାର ଜନସାଧାରଣଙ୍କୁ ସଡ଼କ ସୁରକ୍ଷା ଏବଂ ନିରାପଦ ଗାଡ଼ିଚାଳନା ସଂପର୍କିତ ସଚେତନ କରିବା ଉଦ୍ଦେଶ୍ୟରେ ବିଜୁ ଯୁବବାହିନୀ ପକ୍ଷରୁ ‘ରକ୍ଷକ’ କାର୍ଯ୍ୟକ୍ରମ ସ୍ଥାନୀୟ ଏଜି ଛକଠାରେ ଶୁଭାରମ୍ଭ ହୋଇଛି । ରାଜଧାନୀ ଭୁବନେଶ୍ବରର ୨୦ଟି ପ୍ରମୁଖ ଟ୍ରାଫିକ୍‌ ଛକ ସହ ସାରା ରାଜ୍ୟରେ ଏହି…

ସେଲ୍‌ଫି ନେଇ ଫସିଲେ ଥାନା ଅଧିକାରୀ

ଭୁବନେଶ୍ୱର : ପୁରୀ ଜିଲ୍ଲା ଚନ୍ଦ୍ରଭାଗା ମେରାଇନ୍ ଥାନା ପୋଲିସ ଆଇ ଆଇ ସି ବୁଲୁ ମୁଣ୍ଡା ଙ୍କ ସହ ଜଣେ ହତ୍ୟା ଅଭିଯୁକ୍ତର ସେଲ୍ଫି ସୋସିଆଲ ମିଡିଆରେ ଭାଇରାଲ୍ ହେବା ଘଟଣା ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି।ମିଳିଥିବା ସୂଚନା ଅନୁଯାୟୀ ଅସ୍ତରଙ୍ଗ ଥାନା ଅନ୍ତର୍ଗତ ଆଳିସାହିରେ…

ରେକର୍ଡ ଭାଙ୍ଗିବେ ରୀତା ସାହୁ

ଭୁବନେଶ୍ୱର : ବିଜେପୁର ଉପନିର୍ବାଚନରେ ବିଜେଡି ଏଥର ନୂଆ ରେକର୍ଡ କରିବାକୁ ଯାଉଛି । ଦଳୀୟ ପ୍ରାର୍ଥୀ ରୀତା ସାହୁ ଏଥର ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଭୋଟ ରେକର୍ଡକୁ ଟପିଯିବେ ବୋଲି ଆକଳନ କରାଗଲାଣି । ପ୍ରତିଦିନ ବିଜେଡି ଭୋଟ ସଂଖ୍ୟା ବୃଦ୍ଧି ପାଉଥିବାରୁ ଦଳୀୟ ନେତାମାନେ ଏଭଳି ହିସାବ…

କ’ଣ କଲେ ଆପଣଙ୍କର ସମୃଦ୍ଧି ହେବ, ପଢ଼ନ୍ତୁ କିଛି ଟିପ୍ସ …

ଭୁବନେଶ୍ବର : ଚାକିରି ହେଉ ବା ବ୍ୟବସାୟ। ଯେତେ ଭଲ ଦରମା କିମ୍ବା ଭଲ ଆୟ କଲେ ବି ଆପଣଙ୍କ ପାଖରେ ଧନ ରହୁ ନାହିଁ । ଘରେ ଆର୍ଥିକ ସମସ୍ୟା ଲାଗି ରହୁଛି । ଯଦି ଭଲ ଆୟ ସତ୍ତ୍ୱେ ଆପଣଙ୍କ ଆର୍ଥିକ ସମସ୍ୟା ଲାଗି ରହୁଛି, ତା’ହେଲେ ବାସ୍ତୁ ଶାସ୍ତ୍ର ଅନୁସାରେ ଆପଣ କିଛି ନିୟମ ମାରି ଚଳିଲେ ତେବେ…

ମାଛ ଆମ୍ବିଳ କେମିତି ହୁଏ ଜାଣନ୍ତୁ

ଆବଶ୍ୟକ ସାମଗ୍ରୀ: ମାଛ, ଲୁଣ, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ହେଙ୍ଗୁ, ସୋରିଷ, ଅଦା ଓ ରସୁଣ ଛେଚା, ପାନମହୁରୀ, ମେଥି, ଭୁର୍ସୁଙ୍ଗ ପତ୍ର, ଶୁଖିଲା ଲଙ୍କା, ଜିରା, ତେନ୍ତୁଳି ରସ, ନଡ଼ିଆ କୋରା ଓ ଗୁଡ଼। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ମାଛକୁ କାଟି ଭଲ ଭାବେ ଧୋଇ ସେଥିରେ ଲୁଣ ଓ ହଳଦୀଗୁଣ୍ଡ…

ଏହି ସହଜ ଓ ଘରୋଇ ଉପାୟ, ଦୂର କରେ ପେଟ ଯନ୍ତ୍ରଣା

ଭୁବନେଶ୍ବର : ବହୁ ସମୟରେ ପେଟରେ ଯନ୍ତ୍ରଣା ଅନୁଭବ ହୋଇଥାଏ। ପେଟ ଜନିତ ସମସ୍ୟା, ଏସିଡ଼ିଟି ଆଦି କାରଣରୁ ପେଟରେ ଯନ୍ତ୍ରଣା ହୋଇଥାଏ। ଆମେ ଯେକୌଣସି ଖାଦ୍ୟ ଖାଉ, ତାହାର ପ୍ରଭାବ ସିଧାସଳଖ ଆମ ପାଚନ ତନ୍ତ୍ର ଉପରେ ପଡ଼ିଥାଏ। ତେଣୁ ସର୍ବଦା ସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା ଉଚିତ। କିଛି ସହଜ ଓ ଘରୋଇ…

ଭାଗ୍ୟ କହିବ କପାଳ, ଜାଣନ୍ତୁ, ଆପଣଙ୍କ କପାଳରେ କ’ଣ ଲେଖା ଅଛି

ଭୁବନେଶ୍ୱର : ସମୁଦ୍ର ଶାସ୍ତ୍ରରେ ଶରୀରର ବିଭିନ୍ନ ଅଙ୍ଗର ଗଠନ, ଲକ୍ଷଣ ଓ ବ୍ୟକ୍ତିଙ୍କ ଚାଲିଚଳନ ଦେଖି ଭବିଷ୍ୟତ କୁହାଯାଇଥାଏ। ଏହି ଶାସ୍ତ୍ର ଅନୁସାରେ, କପାଳ ରେଖାରୁ ବ୍ୟକ୍ତିଙ୍କ ଭବିଷ୍ୟତର ଆକଳନ କରାଯାଇପାରିବ। କପାଳକୁ ଦେଖି ବ୍ୟକ୍ତିଙ୍କ ଜୀବନ ସହ ଜଡ଼ିତ ଅନେକ ରହସ୍ୟ ମଧ୍ୟ କହିହେବ। ଏବେ…

ଆଜି ଆପଣଙ୍କ ରାଶି କଣ କହୁଛି, ଆସନ୍ତୁ ଜାଣିବା

ମେଷ - ଆଜି ଆପଣ କର୍ମକ୍ଷେତ୍ରରେ ଦୃଢ଼ ପଦକ୍ଷେପ ନେଇ କାମ ହାସଲ କରିପାରିବେ। ଜମିଜମା ବିବାଦ, ପରିବହନ ଝଗଡ଼ାର ସମାଧାନ ହୋଇପାରିବ। ବିଭିନ୍ନ ସୂତ୍ରରୁ ରୋଜଗାର କରିବେ, ଯାହାକି ଆପଣଙ୍କୁ ସାମୟିକ ଆନନ୍ଦ ପ୍ରଦାନ କରିବ। ଅର୍ଥ, ପ୍ରଶାସନ, ଆଇନ, ସଭାସମିତି, ଆନୁଷ୍ଠାନିକ କାମରେ ଖୁସୀ…