ତିନି ତିନିଟି ପୁଅଙ୍କ ବାପା-ମାଆ ଥିଲେ କୁନ୍ତଳା
ଫୁଲବାଣୀ : ତିନି ତିନିଟି ପୁଅଙ୍କ ସେ ବାପା-ମାଆ। ବୃଦ୍ଧକାଳରେ ପୁଅ ବୋହୂ, ନାତି ନାତୁଣୀଙ୍କ ଗହଣରେ ସୁଖରେ ଦିନ କାଟିବାକୁ କେତେ କଣ ସ୍ୱପ୍ନ ଦେଖିଥିଲେ। କିନ୍ତୁ ବୃଦ୍ଧ କାଳରେ ପୁଅ ପାଖରେ ତ ରଖିଲେନି, ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ଆଣିଛନ୍ତି ଫୁଲବାଣୀ ସହରର ଆମଲାପଡ଼ା…
