Odia News Portal
Yearly Archives

2019

ଆଜି ଆପଣଙ୍କ ରାଶି କଣ କହୁଛି, ଆସନ୍ତୁ ଜାଣିବା

ମେଷ - ଆଜିର ଚନ୍ଦ୍ର ଉତ୍ତରଭାଦ୍ରପଦ ନକ୍ଷତ୍ରରେ ରହିଥିବାରୁ ବିଭିନ୍ନ ପ୍ରକାରର ସମସ୍ୟା ସାଙ୍ଗକୁ ଅଯଥା ଅର୍ଥ ବ୍ୟୟ ମାନସିକ ସ୍ଥିତିକୁ କଳୁଷିତ କରିଦେବ। ପୂର୍ବରୁ ଶତ୍ରୁତା କରୁଥିବା ବ୍ୟକ୍ତିମାନେ ଅସୁବିଧାରେ ପକାଇବାକୁ ଚେଷ୍ଟା କରିପାରନ୍ତି। ଦୂରଯାତ୍ରା ପାଇଁ ପ୍ରତିବନ୍ଧକ ସୃଷ୍ଟି…

ମ୍ୟାଟ୍ରିକ୍‌ରେ ‘ଫେଲ୍’ କମାଇବାକୁ ‘ମିଶନ ଜିରୋ ଫେଲ’

କଟକ() ଆସନ୍ତାବର୍ଷ ଠାରୁ ଆଉ କେହି ମାଟି୍ରକ ଫେଲ ହେବେ ନାହିଁ । ଏଥିପାଇଁ କଟକ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପକ୍ଷରୁ ଆରମ୍ଭ ହୋଇଛି ‘ଜିରୋ ଫେଲ ମିଶନ’ । ଜିଲ୍ଲା ଶିକ୍ଷାଅଧିକାରୀଙ୍କ ଜିରୋ ଫେଲ ମିଶନରେ ବିଇଓଙ୍କ ବିନା ଅନୁମତିରେ ଶିକ୍ଷକମାନଙ୍କୁ ସିଏଲ ନଦେବା ପାଇଁ ପ୍ରଧାନଶିକ୍ଷକ…

ଶ୍ରୀକ୍ଷେତ୍ରରେ କାର୍ତ୍ତିକ ବ୍ରତ ପାଇଁ ହାବିସିଆଳିଙ୍କ ଭିଡ଼

ପୁରୀ : ସୋମବାର ଠାରୁ ଆରମ୍ଭ ହେବ କାର୍ତ୍ତିକ ବ୍ରତ। ଏଥିପାଇଁ ଶନିବାର ଠାରୁ ପୁରୀରେ ପହଞ୍ଚିଯାଇଛନ୍ତି କାର୍ତ୍ତିକ ବ୍ରତାଧାରୀ। ବିଶେଷ କରି ସରକାରଙ୍କ ହବିଷ୍ୟାଳି ଶିବିରରେ ରହିବାକୁ ମହିଳାମାନେ ପହଞ୍ଚି ସାରିଛନ୍ତି। ସୋମବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ…

ଦକ୍ଷିଣ ଆଫ୍ରିକା ୨୭୫ ରନ୍‌ରେ ଅଲ୍‌ଆଉଟ୍‌, ଯାଦବ ୩ଟି ଏବଂ ଅଶ୍ୱିନ୍‌ ଙ୍କୁ ୪ଟି ଓ୍ଵିକେଟ୍‌

ପୁନେ : ପେସ୍‌ ବୋଲର ଉମେଶ ଯାଦବ ୩ଟି ଏବଂ ସ୍ପିନର ରବିଚନ୍ଦ୍ର ଅଶ୍ୱିନ୍‌ ୪ଟି ଓ୍ଵିକେଟ୍‌ ନେଲେ । ସେମାନଙ୍କୁ ସାଥ୍‌ ଦେଇ ୨ଟି ସଫଳତା ପାଇଲେ ମହମ୍ମଦ ସାମି । ତଥାପି ଶେଷ ଭାଗ ବ୍ୟାଟ୍‌ସଙ୍କ ଦମ୍‌ଦାର ବ୍ୟାଟିଂ ବଳରେ ଦକ୍ଷିଣ ଆଫ୍ରିକା ଦଳ ନିଜର କିଛିଟା ସମ୍ମାନ ରକ୍ଷା କରି ପାରିଛି ।…

ଭୁବନେଶ୍ୱରରେ ଆରଏସଏସ ମୁଖ୍ୟ ମୋହନ ଭାଗବତ

ଭୁବନେଶ୍ୱର()  ଭୁବନେଶ୍ୱରରେ ଆର୍ଏସ୍ଏସ୍ ମୁଖ୍ୟ ମୋହନ ଭାଗବତ ।୯ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ମୁଖ୍ୟ ମୋହନ ଭାଗବତ । ସେ ଭୁବନେଶ୍ୱରେରେ ପହଂଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଯାଇଛି । ମୋହନ ଭାଗବତ ଅଖିଳ ଭାରତୀୟ କାର୍ୟ୍ୟକାରୀ ମଣ୍ଡଳ…

ମୋ ଖେଳ ଚାପଦ୍ୱାରା ପ୍ରଭାବିତ ନହେବା ନିଶ୍ଚିତ କରୁଛି : ସହଲ

ଭୁବନେଶ୍ବର : ନବାଗତରୁ ଷ୍ଟାର ବନିଥିବା ସହଲ ଅବଦୁଲ ସମଦଙ୍କ ଯାତ୍ରା ବେଶ ଗୁରୁତ୍ୱପୂର୍ଣ ଏବଂ ପ୍ରେରଣାଦାୟକ । କେରଳ ବ୍ଳାଷ୍ଟର୍ସ ଏଫସିର ଜଣେ ରିଜର୍ଭ ସ୍କ୍ୱାଡ଼ ଖେଳାଳିଭାବେ ଯାତ୍ରା ଆରମ୍ଭ କରିଥିବା ସଂଯୁକ୍ତ ଆରବ ଏମିରେଟସରେ ଜନ୍ମିତ ଏହି ମିଡ଼ଫିଲଡର ଭଲ ଖେଳ ପ୍ରଦର୍ଶନକରି ନାମ କମାଇବା…

ବିଜେପୁର ମୈଦାନରେ ପ୍ରଚାର ସରଗରମ

ବରଗଡ() ସରଗରମ ହେଉଛି ବରଗଡ ଜିଲ୍ଲା ବିଜେପୁର ରାଜନୀତି । ବିଜେପୁର ନିର୍ବାଚନକୁ ଆଉ ମାତ୍ର ୯ ଦିନ । ସେଥିପାଇଁ ଆଜିଠୁ ଆରମ୍ଭ ହୋଇଛି ଘମାଘୋଟ ପ୍ରଚାର । ସବୁ ଦଳର ହେଭିୱେଟ୍‌ ଏବେ ବିଜେପୁରରେ ଡେରା ପକାଇଛନ୍ତି । ବିଜେଡିର ରୀତା ସାହୁ, ବିଜେପିର ସନତ ଗଡ଼ତିଆ ଏବଂ କଂଗ୍ରେସର ଦିଲ୍ଲୀପ ପଣ୍ଡା…

ଜାଣନ୍ତୁ ମୋଦି ଜିନପିଙ୍ଗଙ୍କୁ ଉପହାରରେ କଣ ଦେଲେ ,ଜାଣିଲେ ଆଶ୍ଚର୍ଯ୍ୟ ହେବେ …

ଭୁବନେଶ୍ୱର() ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ୨ଦିନିଆ ଗସ୍ତରେ ଭାରତ ଆସିଛନ୍ତି । ଶନିବାର ଦିନ ଜିନପିଙ୍ଗଙ୍କ ଭାରତ ଗସ୍ତ ଶେଷ ହେଉଛି । ତେବେ ଭାରତରୁ ପ୍ରତ୍ୟାବର୍ତ୍ତନ କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଏକ ହୋଟେଲରେ ଅନୁଷ୍ଠିତ ହେଉଥିବା ପ୍ରଦର୍ଶନୀ ପରିଦର୍ଶନରେ…

କାହିଁକି ଭୁଲିହୁଏନି ପ୍ରଥମ ପ୍ରେମ.. ଜାଣନ୍ତୁ

ଭୁବନେଶ୍ୱର() ପ୍ରଥମ ପ୍ରେମର ଅନେକ ମୁହୂର୍ତ୍ତ ଜୀବନର ସ୍ମୃତି ହୋଇରହିଯାଏ। ପ୍ରେମ ୫୦ ବର୍ଷ ପୂର୍ବର ହେଲେ ମଧ୍ୟ ଯେତେବେଳେ ଏହା ମନେପଡେ ମନରେ ଖୁସି ଭରିଦେଇଥାଏ। ତେବେ ପ୍ରଥମ ପ୍ରେମକୁ କାହିଁକି ଭୁଲି ହୋଇ ନ ଥାଏ ଜାଣନ୍ତୁ। ପ୍ରଥମ ପ୍ରେମ ଅଦ୍ୱିତୀୟ - ପ୍ରଥମ ପ୍ରେମ ସବୁବେଳ ପାଇଁ…

ରିଲିଜ୍ ହେଲା ମୋତିଚୁର ଚକନାଚୁରର ଟ୍ରେଲର, ଦେଖନ୍ତୁ ଭିଡିଓ

ମୁମ୍ବାଇ () ଅଭିନେତା ନବାଜୁଦ୍ଦୀନ ସିଦ୍ଦିକୀଙ୍କ ମୋଷ୍ଟ ଆୱେଟେଡ ଫିଲ୍ମ ମୋତିଚୁର ଚକନାଚୁରର ଟ୍ରେଲର ରିଲିଜ୍ ହୋଇଛି। ପ୍ରଥମ ଥର ନୱାଜୁଦ୍ଦୀନ ଏବଂ ଆଥିୟାଙ୍କୁ ବଡ ପରଦାରେ ଦେଖିବାକୁ ମିଳିବ। ଏହାର ଶୁଟିଙ୍ଗ୍ ମଧ୍ୟପ୍ରଦେଶର ବହୁ ସ୍ଥାନରେ କରାଯାଇଛି। ରିଲିଜ୍ ହେଉ ହେଉ ସୋସିଆଲ ମିଡିଆରେ…