ପରଦାରେ କାହିଁକି କିସିଂ ସିନ୍ କରନ୍ତି ନାହିଁ ଏହି ଅଭିନେତ୍ରୀ ଜାଣନ୍ତୁ …
ମୁମ୍ବାଇ() ଅଭିନେତ୍ରୀ ତମନ୍ନା ଭାଟିଆ ନିଜର ଏକ ସ୍ୱତନ୍ତ୍ର ପରିଚୟ ତିଆରି କରିପାରିଛନ୍ତି। ଅଭିନୟରେ ସେ ଅନେକ ପରୀକ୍ଷାନିରୀକ୍ଷା କରିଛନ୍ତି, କିନ୍ତୁ ଗୋଟିଏ କଥାକୁ ଏ ପର୍ୟ୍ୟନ୍ତ କରି ନାହାନ୍ତି। କ୍ୟାରିୟର ଆରମ୍ଭରୁ ତମନ୍ନା କିସିଂ ସିନ୍ କରିବେନି ବୋଲି ନିୟମ କରିଥିଲେ ଓ ତାହା ଏବେବି…
