Odia News Portal
Yearly Archives

2019

ବାପାଙ୍କ ସର୍ତ୍ତରେ ବିବାହ କରିଥିଲେ ଏହି ଅଭିନେତା,ଆଉ ତାପରେ କଣ ହେଲା ଜାଣନ୍ତୁ… 

ମୁମ୍ବାଇ () ଅମିତାଭ ଜୟାଙ୍କୁ ଫିଲ୍ମର ଶୁଟିଂ ସମୟରେ ଭେଟିଥିଲେ। ଉଭୟ ଏକାଠି କାମ କରିବା ସମୟରେ ପ୍ରେମରେ ପଡ଼ିଥିଲେ। ପରେ ଦୁହେଁ ଦୁହିଁଙ୍କୁ ଭେଟିବା ଏକ ଅଭ୍ୟାସରେ ପରିଣତ ହୋଇଯାଇଥିଲା। ଜୟା ଅନ୍ୟ ଫିଲ୍ମର ଶୁଟିଂରେ ବ୍ୟସ୍ତ ଥିବା ବେଳେ ଅମିତାଭ ସେଠାରେ ପହଞ୍ଚି ଯାଉଥିଲେ। ମାତ୍ର ଉଭୟଙ୍କ…

ସବୁ ଧର୍ମକୁ ସମ୍ମାନ କରି ସାଂସଦ କଲେ ଏହି କାମ

କୋଲକାତା() ତ୍ରୁଣମୂଳ କଂଗ୍ରେସର ସାଂସଦ ତଥା ଅଭିନେତ୍ରୀ ନୁସରତ ଜାହାନ ଏବେ ପ୍ରାୟ ଅଧିକାଂଶ ସମୟରେ ଚର୍ଚ୍ଚାରେ ରହୁଛନ୍ତି । ଦୁର୍ଗାପୂଜାରେ ବିଶେଷ କରି ବଙ୍ଗାଳି ପରିବାରର ସଧବା ନାରୀମାନେ ମା’ଙ୍କ ସାମ୍ନାରେ ସିନ୍ଦୁର ଖେଳି ଥାଆନ୍ତି। ଏଥିରେ ଜଣେ ଅନ୍ୟ ଜଣଙ୍କ ମଥାରେ ସିନ୍ଦୁର ପିନ୍ଧାଇ…

୧୦ ଆକାଂକ୍ଷୀ ଜିଲ୍ଲା ପାଇଁ ୧୦ କ୍ୟାପଟେନ

ଭୁବନେଶ୍ୱର() ସଚିବ ପାହ୍ୟା ଅଧିକାରୀଙ୍କୁ ୧୦ ଆକାଂକ୍ଷୀ ଜିଲ୍ଲାର ଦାୟିତ୍ୱ ଦିଆଯାଇଛି । ଆକାଂକ୍ଷୀ ଜିଲ୍ଲାରେ ୪୯ଟି ମାନକର ନିରୀକ୍ଷଣ କରିବେ ଏହି ଅଧିକାରୀ । ଏହି ଅଧିକାରୀ ମାନେ ସ୍ୱାସ୍ଥ୍ୟ,ଶିକ୍ଷା,କୃଷି,ଜଳଯୋଗାଣ ଭଳି କ୍ଷେତ୍ରର ବିକାଶକୁ ଦେବେ ପ୍ରାଧାନ୍ୟ । କୃଷି ଉପôାଦନ କମିଶନର…

ଜିଓ କଲା ପୁଣି ବଡ଼ ଘୋଷଣା, ଜାଣନ୍ତୁ କଣ ?

ନୂଆଦିଲ୍ଲୀ() ରିଲାଏନ୍ସ ଜିଓ ନିଜ ଗ୍ରାହକଙ୍କ ଠାରୁ ଏବେ ନନ୍ କଲିଙ୍ଗ୍ ଉପରେ ଟଙ୍କା ଚାର୍ଜ କରିବା ପାଇଁ ନିଷ୍ପତ୍ତି ନେଇଛି । ଗ୍ରାହକଙ୍କୁ ନନ୍ ଜିଓ କଲିଙ୍ଗ୍ ପାଇଁ ୬ ପଇସା ପ୍ରତି ମିନିଟ୍ ଦେବାକୁ ପଡିବ ବୋଲି ଜିଓ ଘୋଷଣା କରିଥିଲା । ଏହାପରେ ଗ୍ରାହକଙ୍କ ମନରେ ପ୍ରଶ୍ନ ସୃଷ୍ଟି ହୋଇଥିଲା…

ରେକର୍ଡ କଲେ କୋହଲି

ପୁଣେ() ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ଟେଷ୍ଟ କ୍ରିକେଟରେ ନିଜର ସପ୍ତମ ଦ୍ୱିଶତକ ପୂରଣ କରିଛନ୍ତି। କୋହଲି ନିଜର ୮୧ତମ ଟେଷ୍ଟରେ ୭ ଦ୍ୱିଶତକ ମାରିଛନ୍ତି। ଏହି ମାମଲାରେ ସେ ଭାରତର ପୂର୍ବତନ କ୍ରିକେଟର୍ ସଚିନ ତେନ୍ଦୁଲକର ଓ ବୀରେନ୍ଦ୍ର ସେହ୍ୱାଗଙ୍କୁ ପଛରେ ପକାଇଛନ୍ତି। ଭାରତର ଏକମାତ୍ର…

କାଲି ପର୍ଯ୍ୟନ୍ତ ପ୍ରବଳ ବର୍ଷିବ

ଭୁବନେଶ୍ବର()  ଉତ୍ତର ବଙ୍ଗୋପ ସାଗର ଓ ପଶ୍ଚିମବଙ୍ଗ-ଓଡ଼ିଶା ଉପକୂଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ପ୍ରଭାବରେ ୧୨ ତାରିଖଯାଏ ରାଜ୍ୟରେ ପ୍ରବଳ ବର୍ଷା ହେବା ସହ ଅଧିକାଂଶ ସ୍ଥାନରେ ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି। ଏନେଇ ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର ।…

ଆହାର କେନ୍ଦ୍ରରେ ୫ ଟଙ୍କା ଦେଇ ଖାଇଲେ ୫-ଟି ସଚିବ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଭି.କେ.ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ମଧ୍ୟରେ ଆଜି ସେ ନିଜ ଟିମ ସହ ବୌଦ୍ଧ ଜିଲ୍ଲାରେ ପହଞ୍ଚିଛନ୍ତି । ପ୍ରାଥମିକତା ହେଉଛି ସ୍ୱାସ୍ଥ୍ୟ ସେବା । ତେଣୁ ବୋୖଦ୍ଧ ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିବା ସହ ସେ ସ୍ୱାସ୍ଥ୍ୟକେନ୍ଦ୍ର…

୨୬ତମ ଟେଷ୍ଟ ଶତକ ହାସଲ କଲେ ବିରାଟ

ପୁଣେ : ପୁଣେରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ ହୋଇଥିଲା । ମ୍ୟାଚରେ ଅଧିନାୟକ ବିରାଟ କୋହଲି ଦମଦାର ପ୍ରଦର୍ଶନ ଦେଖେଇଛନ୍ତି । ସେଥିରେ ସେ ଶତକ କରି ଏବଂ ୨୬ତମ ଟେଷ୍ଟ ଶତକ କରିପାରିଛନ୍ତି । ଗ୍ୟାରି ସୋବର୍ସ ଓ ଷ୍ଟିର ସ୍ମିଥଙ୍କ ସମକକ୍ଷ ହୋଇଛନ୍ତି କୋହଲି ।…

ବାଲୁକାକଳା ମାଧ୍ୟମରେ ବିଗ୍‌ ବିଙ୍କୁ ଜନ୍ମଦିନର ଶୁଭେଛା

ପୁରୀ: ଆଜି ଅମିତାଭ ବଚ୍ଚନଙ୍କ ଜନ୍ମଦିନ । ୧୯୪୨ ମସିହା ଅକ୍ଟୋବର ୧୧ ତାରିଖରେ ଉତ୍ତରପ୍ରଦେଶରେ ସେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ଜନ୍ମଦିନ ପାଇଁ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳା ମାଧ୍ଯମରେ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ଏହି ଅବସରରେ ସେ ପୁରୀ…

ଜୁଆ ଆଡ୍ଡା ଉପରେ ଚଢାଉ, ୧୫ ଗିରଫ

ବ୍ରହ୍ମପୁର : ଜୁଆ ଆଡ୍ଡା ଉପରେ ଚଢାଉ କରିଛି ବ୍ରହ୍ମପୁର ଟାଉନ୍ ପୋଲିସ । ଭୀମରାଓପେଟା ସାହିରେ ଜୁଆ ଆଡ୍ଡା ଚାଲିଥିବା ବେଳେ ପୋଲିସ ଚଢାଉ କରିଛି । ଚଢାଉ ବେଳେ ୧୫ ଜୁଆଡି ଗିରଫ ହୋଇଛନ୍ତି । ସେମାନଙ୍କ ନିକଟରୁ ୭ ଲକ୍ଷ ୬୮ ହଜାର ୭୧୦ଟଙ୍କା ଜବତ ହୋଇଛି । ଏହାସହ ୧୬ଟି ମୋବାଇଲ୍ ଫୋନ୍ ଓ…