ଦିଲ୍ଲୀ ଭଳି ଓଡ଼ିଶାରେ ବିଜୁଳି ସେବା ଯୋଗଇ ଦେବ ଟାଟା ପାୱାର
ଭୁବନେଶ୍ୱର() ବିଦ୍ୟୁତ ୟୁଟିଲିଟି ସଂସ୍ଥା ସେସୁର ଘରୋଇକରଣ କରାଯାଇଛି। ୨୫ ବର୍ଷ ପାଇଁ ସେସୁକୁ ଲିଜରେ ନେଲା ଟାଟା ପାୱାର ।ସେସୁକୁ ବିକ୍ରି କରିବା ପାଇଁ ଘରୋଇ ସରକାରୀ ସହଭାଗିତାରେ ଏକ ସ୍ପେଶିଆଲ ଭେଇକିଲ ଗଠନ କରାଯିବ । ଏଥିରେ ଟାଟା ପାୱାରର ୫୧ ପ୍ରତିଶତ ଓ ଓଡ଼ିଶା ସରକାରଙ୍କ ୪୯% ଅଂଶଧନ…
