ସମୁଦ୍ରରେ ଭାସିଯାଉଥିବା ବେଳେ ମହିଳାଙ୍କୁ ଉଦ୍ଧାର
ପୁରୀ : ସମୁଦ୍ରରେ ବୁଡି ଯାଉଥିବାବେଳେ ମହିଳା ପର୍ଯ୍ୟଟକଙ୍କ ଜୀବନ ବଞ୍ଚାଇଲେ ଲାଇଫ୍ ଗାର୍ଡ। ଉଦ୍ଧାର ମହିଳା ଜଣକ ଭଦ୍ରକ ତିହିଡି ଅଞ୍ଚଳର ଲୀଳାବତି ସାହୁ। ଭଦ୍ରକରୁ ପରିବାର ଲୋକଙ୍କ ସହ ବୁଲିବାକୁ ଆସି ଆଜି ସକାଳେ ସେ ସମୁଦ୍ରରେ ଗାଧୋଉଥିଲେ।
ଏହି ସମୟରେ ସେ ସମୁଦ୍ରରେ ଭାସିଯାଇଥିଲେ।…
