Odia News Portal
Yearly Archives

2019

ପରକୀୟା ପ୍ରୀତିରୁ ପୋଡି ମାରିବା ଘଟଣା : ମଧୁ ଅଟକ

ଜଗତସିଂହପୁର : କୃଷ୍ଣଚନ୍ଦ୍ର ଚମ୍ପତିରାୟ ପୋଡି ଘଟଣାରେ ତଥା କଥିତ ଅଭିଯୁକ୍ତ ମଧୁ ଓରଫ ମଧୁସ୍ମିତା ମହାନ୍ତିଙ୍କୁ ଅଟକ ରଖିଛି ପୋଲିସ । ସେ ରହୁଥିବା କଟକ କାଠଗଡା ସାହିକୁ ଯାଇ ପୋଲିସ ତାଙ୍କୁ ପଚରା ଉଚରା କରିବା ସହ ସେଠାରୁ ଆଣି ଏକ ଅଜ୍ଞାତ ସ୍ଥାନାରେ ରଖି ଜେରା କରୁଛି । ଏଥି ସହିତ ପୋଲିସ…

ଡକାୟତି ଉଦ୍ୟମକୁ ବିଫଳ, ୯ କୁ ଗିରଫ କଲା ପୋଲିସ

ଝାରସୁଗୁଡ଼ା : ଦୁଇଟି ଡକାୟତି ଉଦ୍ୟମକୁ ପଣ୍ଡ କଲା ଝାରସୁଗୁଡ଼ା ପୋଲିସ । ଦୁଇଟି ପୃଥକ ଘଟଣାରେ ୯ଜଣଙ୍କୁ ଗିରଫ କରାଯାଇଛି । ଦୁଇଟି ବନ୍ଧୁକ ସମେତ କିଛି ଗୁଳି, ମାରଣାସ୍ତ୍ର ଏବଂ ବାଇକ ଜବତ ହୋଇଛି । ଝାରସୁଗୁଡ଼ା ସ୍ଥିତ ଆଇ.ଓ.ସି.ଏଲଠାରେ ଡକାୟତି ଯୋଜନା ସଂପର୍କରେ ଖବର ପାଇ ପୋଲିସ ସେଠାରେ…

ଏକ ବିରଳ ପ୍ରଜାତିର ଏଣ୍ଡୁଅ ଉଦ୍ଧାର

କେନ୍ଦ୍ରାପଡ଼ା : ବିରଳ ପ୍ରଜାତିର ଏଣ୍ଡୁଅ ଉଦ୍ଧାର। କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଲକ ନବରକାନ ଗାଁରୁ ଏକ ବିରଳ ପ୍ରଜାତିର ଏଣ୍ଡୁଅ ଉଦ୍ଧାର କରାଯାଇଛି। ଗାଁର ଧଡ଼ି ରାଉତଙ୍କ ବାଡିରୁ ଉଦ୍ଧାର ହୋଇଥିବା ଏହି ଏଣ୍ଡୁଅ ପ୍ରାୟ ଏକ ଫୁଟ ଲମ୍ବା ହେବ। ତାକୁ ଦେଖିବାକୁ ଲୋକଙ୍କ ଭିଡ଼…

ଅକ୍ଟୋବର ୨୦ରୁ ହିରୋ ଇଣ୍ଡିଆନ୍ ସୁପର ଲିଗ୍, ଭାଗ ନେଉଛନ୍ତି ୧୦ଟି ଟିମ୍

ଭୁବନେଶ୍ବର : ସ୍ପୋର୍ଟସ କ୍ୟାପିଟାଲରେ ଆରମ୍ଭ ହେବାକୁ ଯାଉଛି ଫୁଟବଲ ଫିଭର। ହକି ପରେ ଦର୍ଶକ ଦେଖିବେ ଫୁଟବଲ୍ ମ୍ୟାଚ୍‌। ମୁହାଁମୁହିଁ ଖେଳିବେ ବହୁ ଆନ୍ତର୍ଜାତିକ ଖେଳାଳି। ଅକ୍ଟୋବର ୨୦ରୁ ଆରମ୍ଭ ହେଉଛି ହିରୋ ଇଣ୍ଡିଆନ୍ ସୁପର ଲିଗ୍ ଫୁଟବଲ ଟୁର୍ଣ୍ଣାମେଣ୍ଟର ଷଷ୍ଠ ସଂସ୍କରଣା ଭାଗ ନେଇଛନ୍ତି…

ଘରେ ପ୍ରସ୍ତୁତ କରନ୍ତୁ ପନୀର ପଲାଉ

ଭୁବନେଶ୍ୱର : ଆଜି ଆମେ ଆପଣଙ୍କୁ ସ୍ୱାଦିଷ୍ଟ ‘ ପନିର୍‌ ପଲାଉ’ର ପ୍ରସ୍ତୁତି ସମ୍ପର୍କରେ ଟିପ୍‌ସ୍‌ ଦେବୁ। ଆବଶ୍ୟକ ସାମଗ୍ରୀ: ବାସୁମତୀ ଚାଉଳ, ଛୋଟ ଛୋଟ ଖଣ୍ଡ ପନିର୍‌ ଏକ କପ୍, କଟା ପିଆଜ, ଟମାଟୋ ପେଷ୍ଟ୍‌, ଗରମ ମସଲା ପାଉଡର୍‌, ଅଦା- ରସୁଣ ବଟା, ଘିଅ, ଧନିଆ ପତ୍ର, ପୁଦିନା, ଡାଳଚିନି,…

ଚର୍ବି କମ୍‌ କରିବା ସହ ଓଜନ ନିୟନ୍ତ୍ରଣ କରେ ନାଲି ଚା’

ଆପଣମାନେ ଚା’ ତ ନିଶ୍ଚିତ ଭାବେ ପିଉଥିବେ। ଆଜିକାଲି କାର୍ଯ୍ୟକ୍ଷେତ୍ରରେ ପ୍ରାୟତଃ ସମସ୍ତେ ଚା’ ପିଇବାର ଅଭ୍ୟସ୍ତ ହୋଇଗଲେଣି। ଯଦି ଆପଣ ଅଫିସ ଛଡା ଘରେ ଚା’ ପିଉଛନ୍ତି ତେବେ ନାଲି ଚା’ ପିଇବା ମଧ୍ୟ ଶରୀର ପାଇଁ ଉପକାରୀ। ନାଲି ଚା’ ପିଇବା ଶରୀର ପାଇଁ ଉପକାରୀ ସାବ୍ୟସ୍ତ ହୋଇଥାଏ। ଜାପାନର…

ନବରାତ୍ର ସମୟରେ ମା’ଙ୍କ ଆଶୀର୍ବାଦ ପାଇବା ପାଇଁ ନିଜକୁ ଏପରି ସଜାନ୍ତୁ

ନବ ରାତ୍ରି ସମୟରେ ମା ଦୁର୍ଗାଙ୍କର ପୂଜାର୍ଚ୍ଚନା କରାଯାଇ ଥାଏ । ଏହି ୯ ଦିନ ଭିତରେ ସମସ୍ତେ ମାଙ୍କୁ ସନ୍ତୁଷ୍ଟ କରିବାକୁ ନିଜ ନିଜ ସାଧ୍ୟ ମତେ ଚେଷ୍ଟା କରିଥାନ୍ତି । ଏହି ଦିନ ମାନଙ୍କରେ ମା ଦୁର୍ଗାଙ୍କୁ ୧୬ଟି ଶୃଙ୍ଗାରରେ ସଜା ଯାଇଥାଏ । କିନ୍ତୁ ଆପଣ ମାନେ ବହୁ ସମୟରେ ଘରର ବଡ ମାନଙ୍କୁ…

ସିନ୍ଦୂର ସହ ଜଡ଼ିତ ବିଶେଷ ତଥ୍ୟ

ବିବାହିତା ମହିଳାମାନେ ନିଜ ପତିଙ୍କ ଦୀର୍ଘାୟୁ ପାଇଁ ମଥାରେ ସିନ୍ଦୂର ଲଗାଇଥାଆନ୍ତି ବୋଲି ମାନ୍ୟତା ରହିଛି। ଏତଦ୍‍ ବ୍ୟତୀତ ସିନ୍ଦୂର ଲଗାଇବା ଦ୍ୱାରା ଗୃହରେ ସୁଖସମୃଦ୍ଧି ବୃଦ୍ଧି ପାଇଥାଏ। ସିନ୍ଦୂରର ବ୍ୟବହାର ପୂଜାର୍ଚ୍ଚନାରେ ମଧ୍ୟ କରାଯାଏ। ଜାଣନ୍ତୁ ସିନ୍ଦୂର ସହ ଜଡ଼ିତ…

ଜାଣନ୍ତୁ, ଆତର ଉପକାରୀ ଗୁଣ …

ବିଭିନ୍ନ ଫଳରେ ଭିନ୍ନ ଭିନ୍ନ ପ୍ରକାରର ପୋଷକ ତତ୍ତ୍ବ ରହିଥାଏ। ଯାହା ଶରୀରକୁ ସୁସ୍ଥ ରଖିବାରେ ସହାୟକ ହୁଏ। ସେହି ଉପକାରୀ ଫଳ ମଧ୍ୟରୁ ଆତ ହେଉଛି ଅନ୍ୟତମ। ଆତ ଖାଇବା ଦ୍ୱାରା ଶରୀରକୁ ଅନେକ ଲାଭ ମିଳିଥାଏ। ଏଥିରେ ଥିବା କ୍ୟାଲସିୟମ, ମାଗ୍ନେସିୟମ, ପୋଟାସିୟମ, ଆଇରନ, ଭିଟାମିନ ଶରୀରକୁ ସୁସ୍ଥ…

ଆଜି ଆପଣଙ୍କ ରାଶି କଣ କହୁଛି, ଆସନ୍ତୁ ଜାଣିବା …

ମେଷ - ଆଜି ଦଶମ ଚନ୍ଦ୍ର ଯୋଗୁ ଆର୍ଥିକ ଉନ୍ନତି, ଜମିଜମା କାରବାର, ପାରିବାରିକ ସାହାଯ୍ୟ ସମର୍ଥନ ପ୍ରାପ୍ତି ପ୍ରଦାନ କରିବ । ଫଳପ୍ରଦ ଯାତ୍ରା ମନକୁ ସାମୟିକ ଆନନ୍ଦ ପ୍ରଦାନ କରୁଥିବା ସମୟରେ କର୍ମକ୍ଷେତ୍ରରେ ପ୍ରତିବନ୍ଧକ ଜନିତ ବିଷୟକୁ ନେଇ ଚିନ୍ତିତ ରହିବେ । କୃତିକା ନକ୍ଷତ୍ରର ମନରେ…