Odia News Portal
Yearly Archives

2019

ଷ୍ଟେଜରେ ଝୁମିଲେ ଭାଲୁ ଭାଇନା,ଦେଖନ୍ତୁ ଭିଡିଓ

କୋରାପଟୁ () ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି ଓରଫ ଭାଲୁ ଭାଇ । ଦୁର୍ଗାପୂଜା ଅବସରରେ ଆୟୋଜିତ ମେଲଡି କାର୍ଯ୍ୟକ୍ରମରେ ଭାଲୁଭାଇ ଫୁଲ ମୁଡରେ ରଙ୍ଗବତୀ ଗୀତର ତାଳେ ତାଳେ ଷ୍ଟେଜ ଉପରେ ଧମାଲ କରିଛନ୍ତି । ତାଙ୍କର ଏହି ଧମାଲକୁ ଦେଖି ଦର୍ଶକ ଉତ୍ସାହିତ ହୋଇ ତାଳି ମାରିଥିଲେ । ଷ୍ଟେଜରେ…

ଦଶହରାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର () ଆସନ୍ତା ୪୮ ଘଣ୍ଟା ଭିତରେ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏଥିପାଇଁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସତର୍କ କରାଇଦେଇଛି । ଏହାର ପ୍ରଭାବରେ ମୟୂରଭଞ୍ଜ, ଝାରସୁଗୁଡ଼ା, ଅନୁଗୋଳ, ଢେଙ୍କାନାଳ, ନୟାଗଡ, କେନ୍ଦୁଝର, ଭଞ୍ଜାମ, ଗଜପତି, ଖୋର୍ଦ୍ଧା ଓ…

ବିଜେପୁରରେ ବୁଣାକାର ଭୋଟ ହେବ ନିର୍ଣ୍ଣାୟକ

ଭୁବନେଶ୍ବର : ଏଥର ବିଜେପୁର ଉପନିର୍ବାଚନରେ ଫୋକସରେ ରହିବେ ବୁଣାକାର । ବୁଣାକାରମାନଙ୍କ ପାଇଁ ପ୍ୟାକେଜ ଘୋଷଣା କରିବା ସହିତ କେଉଁ ସୁବିଧା କେନ୍ଦ୍ର ସରକାର ପ୍ରଦାନ କରିଛନ୍ତି ତାର ପ୍ରଚାର ପ୍ରସାର କରିବାକୁ ଆସନ୍ତା ୧୪ରେ ବିଜେପୁର ଆସୁଛନ୍ତି କେନ୍ଦ୍ର ବୟନ ଶିଳ୍ପ ମନ୍ତ୍ରୀ ସ୍ମୃତି ଇରାନୀ…

ଏହି ସବୁ ସ୍ଥାନରେ ଚାବିକାଠି ରଖିବା ଅଶୁଭ

ଭୁବନେଶ୍ୱର : ଘରେ ମହିଳାମାନଙ୍କ ହାତରେ ଚାବିକାଠି ରହିଥାଏ। ପୁରୁଷ ସିନା ରୋଜଗାର କରିଥାନ୍ତି, କିନ୍ତୁ ଘରର ସବୁ ଦାୟିତ୍ୱ ମହିଳା ହିଁ ନେଇଥାନ୍ତି। ଘରର ଧନ ସମୃଦ୍ଧି ରକ୍ଷା କରିବା ଦାୟିତ୍ୱ ମହିଳାମାନଙ୍କ ହାତରେ ହିଁ ରହିଥାଏ। ସେମାନେ ଘରର ସବୁ ଚାବିକୁ ଏକାଠି କରି ସମ୍ଭାଳି ରଖିଥାନ୍ତି।…

ଦୁର୍ଘଟଣାରୁ ରକ୍ଷା ପାଇବା ପାଇଁ ଗାଡ଼ିରେ ରଖନ୍ତୁ ପିରାମିଡ୍‌

ଭୁବନେଶ୍ୱର : ବାସ୍ତୁ ଅନୁସାରେ ଅନେକ ଲୋକ ଘରେ, ଅଫିସ୍‌ରେ କିମ୍ବା କାର୍‌ ଆଦିରେ ପିରାମିଡ୍‌ ରଖନ୍ତି। ଏହାକୁ ଶକ୍ତିର କେନ୍ଦ୍ର ବୋଲି କୁହାଯାଏ। ବାସ୍ତୁ ଅନୁସାରେ ‘ପିରାମିଡ୍‌’କୁ ଗାଡ଼ିରେ ରଖିଲେ ଦୁର୍ଘଟଣାରୁ ରକ୍ଷା ମିଳେ। କେବଳ କାର୍‌, ବସ୍, ଟ୍ରକ୍ ନୁହେଁ, ଏହାକୁ ବାଇକ୍‌ରେ ମଧ୍ୟ…

ନାମ ବଦଳାଇଲେ ଦବଙ୍ଗ ଖାନ୍

ବମ୍ବେ : ବଲିଉଡର ସୁଲତାନ ଭାବେ ଜଣାଯାଉଥିବା ସଲମାନ୍ ଖାନ୍ ଇତିମଧ୍ୟରେ ନିଜ ନାମ ପରିବର୍ତ୍ତନ କରିଛନ୍ତି। ଟ୍ବିଟର୍‌ ଆକାଉଣ୍ଟରେ ସେ ନିଜର ନାମ ଚୁଲବୁଲ୍ ପାଣ୍ଡେ ନୂଆ କରି ରଖିଛନ୍ତି। ଏହି ନୂଆ ନାମ ସେ କିଛି ମାସ ପାଇଁ ରଖିଥିବାର ପ୍ରକାଶ। ଆଗାମୀ ଚଳଚ୍ଚିତ୍ର ‘ଦବଙ୍ଗ-୩’ ରେ ସେ ଚୁଲବୁଲ୍…

ଆସନ୍ତୁ ଜାଣଵା, କେତେ ଉପକାରୀ ଭଜା ରସୁଣ !

ସାଧାରଣତଃ ପ୍ରାୟ ସମସ୍ତଙ୍କ ରୋଷେଇ ଘରେ ରସୁଣ ନିଶ୍ଚିତ ରୂପେ ଉପଲବ୍ଧ। ଏହା ଖାଦ୍ୟର ସ୍ବାଦକୁ ଦୁଇଗୁଣା ବୃଦ୍ଧି କରିଥାଏ। ତେବେ କେବଳ ଖାଦ୍ୟର ସ୍ବାଦ ବୃଦ୍ଧି ନୁହେଁ ବରଂ ଶରୀରର ଅନେକ ରୋଗ ଦୂର କରିବାରେ ରସୁଣ ବିଶେଷ ଭାବେ ସହାୟକ ହୋଇଥାଏ। ଖାସ୍‌ କରି ଭଜା ରସୁଣର ଅନେକ ଔଷଧୀୟ ଗୁଣ ରହିଛି।…

ଆଜି ଆପଣଙ୍କ ରାଶି କଣ କହୁଛି, ଆସନ୍ତୁ ଜାଣିବା …

ମେଷ - ଆନୁସଙ୍ଗିକ ଅଭାବ ଅସୁବିଧାକୁ ନେଇ ମାନସିକ ଅସ୍ଥିରତା ଭିତରେ ଆଜି ଦିନଟି କଟାଇବାକୁ ପଡିପାରେ। ଶିଳ୍ପ, ବାଣିଜ୍ୟ ଓ ପରିବହନ କ୍ଷେତ୍ରରେ ଆଶାଜନକ ଫଳ ପ୍ରାପ୍ତି ଘଟିପାରେ । ଭୁଲ୍‌ ବୁଝାମଣା ଜନିତ ବିନା କାରଣରେ ମଧ୍ୟ ଅଶାନ୍ତି,କଳହର ସୂତ୍ରପାତର ଆଶଙ୍କା ରହିଛି । ସାହିତ୍ୟ,କଳା,…

ଘରୁ ବାହାରିବାକୁ ଦରକାର ଉଠା ଦୋକାନୀଙ୍କ ଅନୁମତି,କମିଶନରଙ୍କ ନିର୍ଦେଶକୁ ଫୁ

ଭୁବନେଶ୍ବର ()  ସରକାରୀ ଜାଗା, ନାଳ ଓ ସରକାରୀ କ୍ବାଟର ଗେଟ ସାମ୍ନା ଅକ୍ତିଆର କରି ଉଠା ଦୋକାନୀଙ୍କ ମାନମୁଖୀ କାର୍ୟ୍ୟରେ ଅତିଷ୍ଠ ହୋଇ ଦୁଇ ନମ୍ବର ସରକାରୀ କ୍ୱାଟର ଅନ୍ତେବାସୀମାନେ ଲିଖିତ ଅଭିଯୋଗ କରିଛନ୍ତି। ସରକାରୀ ଗାଡି, ଆମ୍ବୁଲାନ୍ସ ନେବା ଆଣିବା, ମାତ୍ରାଧିକ ଜନଗହଳି ଯୋଗୁଁ ଚାଲିକି…

ସୂର୍ଯ୍ୟ ଙ୍କର କିରଣରେ କେତୋଟି ରଙ୍ଗ ଥାଏ ଜାଣିଛନ୍ତି କି? ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଭୁବନେଶ୍ବର()   ସାଧାରଣରେ ସଖାଳର ଆରମ୍ଭ ସୂର୍ଯ୍ୟଙ୍କ ଠାରୁ ହିଁ ହୋଇଥାଏ । ଦିନ ଆରମ୍ଭରୁ ସୂର୍ଯ୍ୟଙ୍କ ଦର୍ଶନି କଲେ କଷ୍ଟ ଏବଂ ଦୁଃଖ କମିଯାଏ । ତାସହ ସାସ୍ତ୍ର ହେଉ କି ବିଜ୍ଞାନ ସୂର୍ଯ୍ୟଙ୍କ କିରଣ ଆମ ଶରୀର ପାଇଁ ଲାଭଦାୟ । ସୂର୍ଯ୍ୟଙ୍କ କିରଣ ଦ୍ୱାରା ଆମର ଅନେକ ରୋଗ ମଧ୍ୟ ଭଲ ହୋଇଥାଏ ।…