Odia News Portal
Yearly Archives

2019

ରାଜନୀତିର ରୋଲ ମଡେଲ ନବୀନ

ଭୁବନେଶ୍ବର () କ୍ରିକେଟ ପରି ରାଜନୀତିରେ ଫିଟନେସ ଓ ଫର୍ମ ସବୁବେଳେ ମହତ୍ବପୂର୍ଣ୍ଣ । କ୍ରିକେଟର ମୈଦାନରେ ଫେଲ ମାରିଲେ କ୍ୟାରିୟର ଢିଲା ହେଲା ପରି ରାଜନୀତିରେ ଲୋକଙ୍କ ଭଲପାଇବା ହରେଇଲେ ମଧ୍ୟ ଭୋଟରଙ୍କ ମାସପଟରୁ ଲିଭିଯାଆନ୍ତି ନେତା । ଓଡିଶା ରାଜନୀତିରେ ଏମିତି କେତେ ନେତା ଆସିଛନ୍ତି ଆଉ…

ସକାଳୁ ବ୍ରେକ୍‌ଫାଷ୍ଟରେ ଖାଆନ୍ତୁ ‘ମକା ଉପମା’, ସାରା ଦିନ ରୁହନ୍ତୁ ଫିଟ୍‌

ଆପଣ ସକାଳୁ ବ୍ରେକ୍‌ଫାଷ୍ଟରେ କ’ଣ ଖାଉଛନ୍ତି ? ରୁଟି-ଭଜା, ବ୍ରେଡ୍‌-ଜାମ୍‌, ଜୁସ୍‌-କଦଳୀ ଏମିତି କିଛି? ଏ ସବୁ ଖାଇ ଖାଇ ବୋର୍‌ ହୋଇଯିବେଣି। ଥରେ ମକା ଉପମା ଟ୍ରାଏ କରନ୍ତୁ ନା। ଦେଖିବେ ଏହା ଆପଣଙ୍କୁ ସାରା ଦିନ ଫିଟ୍‌ ଅନୁଭବ କରାଇବ। ତା’ହେଲେ ଆସନ୍ତୁ ଜାଣିବା ମକା ଉପମା ବନେଇବାର ବିଧି।…

ରୋହିତ ଶର୍ମାଙ୍କ ଦମ୍‌ଦାର ବ୍ୟାଟିଂ, ଭାଙ୍ଗିଲେ ଦ୍ରାବିଡ୍‌ଙ୍କ ରେକର୍ଡ

ବିଶାଖାପାଟଣା : ଭାରତ ତରଫରୁ ଟେଷ୍ଟ ଫର୍ମାଟରେ ଓପନିଂ କରୁଥିବା ରୋହିତ ଶର୍ମା ନିଜ ଦମ୍‌ଦାର ବ୍ୟାଟିଂରେ ଦର୍ଶକଙ୍କୁ ବାନ୍ଧି ରଖିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷରେ ବିଶାଖାପାଟଣାରେ ଖେଳାଯାଉଥିବା ପ୍ରଥମ ଟେଷ୍ଟର ଚତୁର୍ଥ ଦିନରେ ରୋହିତ ଏକ ବଡ଼ ଉପଲବ୍ଧି ନିଜ ନାଁରେ କରିଛନ୍ତି। ଭାରତ…

କାଟି ଦିଆଗଲା ଦାଦନଙ୍କ ହାତ ଓ ଗୋଡ଼ ଆଙ୍ଗୁଳି

ନୂଆପଡ଼ା : ପୁଣି ସାମନାକୁ ଆସିଲା ଦାଦନଙ୍କ ଦୁର୍ଦ୍ଦଶା। ମହାରାଷ୍ଟ୍ରର ନାଗପୁରରେ ନୂଆପଡ଼ା ଜିଲ୍ଲା କୋମନା ଥାନା ଟିକ୍ରାପଡ଼ା ଗାଁରୁ ଯାଇଥିବା ଦାଦନଙ୍କ ହାତ ଓ ଗୋଡ଼ ଆଙ୍ଗୁଳି କାଟି ଦିଆଯାଇଛି। ଟିକ୍ରାପଡ଼ାରୁ ଚମରି ପହରିଆ ଦାଦନ ଖଟିବାକୁ ଯାଇଥିବା ବେଳେ ଦଲାଲ ଜଣକ ତାଙ୍କର ଡାହାଣ ହାତର ୩ଟି…

ବିପଦରେ ପଡି ବିଧାୟକଙ୍କ ଶରଣରେ ଚଣ୍ଡା ଶୋକ

ଭୁବନେଶ୍ୱର : ସାଧାରଣ ନିର୍ବାଚନବେଳେ ହରାଇବାକୁ ସବୁ ପ୍ରକାର ବ୍ୟବସ୍ଥା କରିଥିଲେ । ଜଣେ ବିଧାୟକଙ୍କ ବିରୁଦ୍ଧରେ କୁତ୍ସାରଟନା ସହିତ ତାହା କିଭଳି ଦାନା ଧରିବ ସେ ଦିଗରେ ବି ପୁଞ୍ଜି ଖଟାଇଥିଲେ । ଆଉ ଜଣଙ୍କ ବସ୍ତିଭୋଟ କାଟିବାପାଇଁ ଟୋକା ଲଗାଇଥିଲେ । ସେଥିରେ କିନ୍ତୁ ସଫଳତା ମିଳିଲା ନାହିଁ…

ଦଶହରାରେ ଟ୍ରାଫିକ ସଚେତନତା କରାଇଲା ହରିପୁର ଦୋଳମୁଣ୍ଡାଇ ପୂଜାକମିଟି

କଟକ : ଦୋଳମୁଣ୍ଡାଇ ହରିପୁର ପୂଜାକମିଟି ପକ୍ଷରୁ ଦଶହରା ପାଇଁ ଭାରତୀୟ ମୋଟର ଯାନ ଆଇନକୁ ସମର୍ଥନ କରି ଏକ ଟ୍ରାଫିକ ସଚେତନ ବାର୍ତ୍ତା ଦିଆଯାଇଛି।  ସପ୍ତମୀ ପୂଜାରେ ଉଦ୍ଘାଟନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ କଟକ ଡିସିପି ଅଖିଲେଶୂର ସିଂ ଏବଂ ପୂର୍ବତନ କର୍ପୋରେଟର ରଞ୍ଜନ ବିଶ୍ୱାଳ…

ଆପଣ ଓଦା କେଶରେ କରୁଛନ୍ତି କି ଏଭଳି ବଦମାସୀ, ହୋଇଯାଆନ୍ତୁ ସାବଧାନ !

ଆଜିକାଲି ପ୍ରତ୍ୟେକଙ୍କ ପାଖରେ କେଶ ସମସ୍ୟା ଦେଖାଦେଉଛି। କେଶକୁ ସୁନ୍ଦର ତଥା ଆକର୍ଷଣୀୟ ଲୁକ୍‌ ଦେବା ପାଇଁ ଲୋକେ ଭିନ୍ନ ଭିନ୍ନ ତରିକା ଆପଣାଉଛନ୍ତି, ଯାହାକି ସେମାନଙ୍କ ପାଇଁ କ୍ଷତି ପହଞ୍ଚାଉଛି। ଏଭଳି ସ୍ଥିତିରେ ଯଦି ଆପଣ କେଶର ଠିକ୍‌ ଯତ୍ନ ନେବାକୁ ଚାହୁଁଛନ୍ତି, ତା’ହେଲେ କୌଣସି ମହଙ୍ଗା…

କେବେ ଖାଇଛନ୍ତି ‘ଚିଙ୍ଗୁଡ଼ି ସିଙ୍ଗଡ଼ା’

ଆବଶ୍ୟକ ସାମଗ୍ରୀ: ଛୋଟ ଚିଙ୍ଗୁଡ଼ି, ହଳଦୀ ଗୁଣ୍ଡ, ଧନିଆ ଗୁଣ୍ଡ, ଜିରା ଗୁଣ୍ଡ, ଡାଲଚିନି ଗୁଣ୍ଡ, ଲୁଣ, ଅଦା-ରସୁଣ-ପିଆଜ ବଟା, ଲଙ୍କା ଗୁଣ୍ଡ, କଟା ପିଆଜ, କଟା କଞ୍ଚା ଲଙ୍କା, ପଞ୍ଚଫୁଟଣ, ଚାଉଳ ବଟା, କଖାରୁ ଫୁଲ, କଖାରୁ ପତ୍ର, ବେସନ, କର୍ଣ୍ଣଫ୍ଲୋର୍‌ ଓ ତେଲ। ପ୍ରସ୍ତୁତି ପ୍ରଣାଳୀ:…

ଭୂମିଙ୍କୁ ମିଳିଲା ପ୍ରଥମ ଅନ୍ତର୍ଜାତୀୟ ପୁରସ୍କାର

ଜଣେ ମୋଟୀ ମହିଳାଙ୍କ ଚରିତ୍ରରେ କ୍ୟାରିୟର ଆରମ୍ଭ କରିଥିବା ଭୂମି ପେଡ଼ନେକରଙ୍କୁ ଆଜି ଚିହ୍ନିବା ପାଇଁ କୌଣସି ପରିଚୟର ଆବଶ୍ୟକତା ନାହିଁ। ଟଏଲେଟ୍‌, ଶୁଭମଙ୍ଗଳ ସାବଧାନ ଆଦି ଫିଲ୍ମରେ ଜବରଦସ୍ତ ଆକ୍ଟିଂ ପରେ ଭୂମି ଖୁବ୍‌ କମ୍‌ ସମୟ ମଧ୍ୟରେ ଦର୍ଶକଙ୍କ ହୃଦୟରେ ଜାଗା ତିଆରି କରିସାରିଛନ୍ତି।…

ଘରେ ପ୍ରସ୍ତୁତ କରନ୍ତୁ ପନୀର ସପୁରୀ ଟିକ୍କା

ଯଦି ଆପଣ କାହାକୁ ଡିନରରେ ନିମନ୍ତ୍ରଣ କରିଛନ୍ତି ବା ଆପଣଙ୍କୁ କିଛି ସ୍ପେଶାଲ ଡିସ୍‌ ବନାଇବାର ଅଛି ତେବେ ଆପଣ ପନୀର ଆନାନାସ୍‌ ଟିକ୍କା ନିଶ୍ଚୟ ଟ୍ରାଏ କରିପାରିବେ। ସାଧାରଣତଃ ଲୋକମାନେ ବଜାରରୁ ପନୀର ଟିକ୍କା ଅର୍ଡର କରି ଖାଇଥାନ୍ତି କିନ୍ତୁ ତାହା ଖାଇଲା ବେଳକୁ ଥଣ୍ଡା ହୋଇଯାଇଥାଏ।…