Odia News Portal
Yearly Archives

2019

ଆଜି ଆପଣଙ୍କ ରାଶି କଣ କହୁଛି, ଆସନ୍ତୁ ଜାଣିବା …

ମେଷ - କୌଣସି ଭିତିରିଆ ଉଦ୍ଦେଶ୍ୟ ସାଧନ ପରିପ୍ରେକ୍ଷୀରେ ବନ୍ଧୁ ସାହାଯ୍ୟର ହାତ ବଢ଼ାଇବେ। ଆଜି ମନ ବୁଝିଲା ଭଳି କଥା କହି ପରିବାରର ଅବୁଝା ବ୍ୟକ୍ତିଙ୍କୁ ଆପଣେଇନେବେ। କର୍ମକ୍ଷେତ୍ରରେ ବହୁ ଲୋକଙ୍କ ମେଳରେ ଅଧିକାଂଶ ସମୟ କଟିବ। ଦୀର୍ଘ ସମୟ କାର୍ଯ୍ୟବ୍ୟସ୍ତ ରହି ଏକ ପ୍ରକାର କ୍ଳାନ୍ତି…

ଉପରାଷ୍ଟ୍ରପତିଙ୍କର କଟକ ଗ୍ରସ୍ତ ପୂର୍ବରୁ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ

କଟକ : ଆସନ୍ତା କାଲି ଓଡ଼ିଶାର ପ୍ରତିଷ୍ଠିତ ଦୈନିକ ଖବରକାଗଜ ସମାଜର ୧୦୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବାପାଇଁ କଟକ ଆସୁଛନ୍ତି ଭାରତର ଉପରାଷ୍ଟ୍ରପତି । ସେଥିପାଇଁ ଚଳଚଞ୍ଚଳ ହୋଇଯାଇଛନ୍ତି ସମସ୍ତେ । ବିଶେଷକରି ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ଉପରେ…

୩ କୁଖ୍ୟାତ ଲୁଟେରା ଗ୍ୟାଙ୍ଗ

କଟକ : ପୁଣି କମିଶନରେଟ ପୋଲିସ ହାତରେ ଧରାପଡିଲେ ହାର୍ଡକୋର ଲୁଟେରା । ଚୌଦ୍ୱାର ଅଞ୍ଚଳ ରୁ ଗିରଫ ହେଲେ ୩ କୁଖ୍ୟାତ ଲୁଟେରା ଗ୍ୟାଙ୍ଗ । ଲକ୍ଷାଧିକ ଟଙ୍କା ଓ ଦରକାରୀ କାଗଜପତ୍ର ଲୁଟ ମାମଲା ରେ ଏହି ୩ ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି କମିଶନରେଟ ପୋଲିସ । ଏମାନଙ୍କ ମଧ୍ୟରୁ…

ପୂଜା ମଣ୍ଡପରେ ଦର୍ଶନ ଦେଉଛନ୍ତି ମା’ ଦୁର୍ଗା

ଭୁବନେଶ୍ବର()  ଧରାବତରଣ କରିଛନ୍ତି ମାଆ ଜଗତଜନନୀ । ଆଜି ପୀଠରେ ମହଷ୍ଟମୀ ପୂଜା ଚାଲିଥିବା ବେଳେ ମଣ୍ଡପରେ ଚାଲିଛି ମହାସପ୍ତମୀ ପୂଜା । ସେପଟେ ରାସ୍ତାଘାଟ ଆଲୁଅରେ ବିଛେଇ ହୋଇଛି । ରାଜଧାନୀ ଭୁବନେଶ୍ବର, କଟକ ସମେତ ରାଜ୍ୟର ବିଭିନ୍ନ ସହର ଓ ପୁରପଲ୍ଲୀରେ ଶ୍ରଦ୍ଧା ଓ ଭକ୍ତିର ସହ…

ଚଳିତମାସ ୭୩ ବର୍ଷ ଅତିକ୍ରମ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର() ଓଡିଶାରୁ ୫ ଥର ମୁଖ୍ୟମନ୍ତ୍ରୀ ହୋଇ ସବୁଆଡେ ଚର୍ଚ୍ଚାରେ ଅଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚଳିତମାସ ୧୬ ତାରିଖରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ୭୩ ବର୍ଷ ଅତିକ୍ରମ କରି ୭୪ ବର୍ଷ ବୟସରେ ପଦାର୍ପଣ କରିବେ। ଆପଣଙ୍କୁ କହି ରଖୁଛୁ ଗତ ବର୍ଷ ମୁଖ୍ୟମନ୍ତ୍ରୀ ନିଜ…

ଅଧାବାଟରେ ତେଲ ସରିଯିବାରୁ ମେଡିକାଲରେ ପହଞ୍ଚିପାରିଲେନି ମହିଳା

ମୟୂରଭଞ୍ଜ : ଆମ୍ବୁଲାନ୍‌ସ ନେଲା ପ୍ରସୂତିଙ୍କ ଜୀବନ। ପ୍ରସୂତିଙ୍କୁ ନେଇ ଯାଉଥିବା ଆମ୍ବୁଲାନ୍‌ସରେ ଅଧାବାଟରେ ତେଲ ସରିଯିବାରୁ ଠିକ ସମୟରେ ମେଡିକାଲରେ ପହଞ୍ଚି ପାରିନଥିଲା। ପ୍ରସବ ବେଦନା ଅସହ୍ୟ ହେବା ପରେ ମେଡିକାଲ ଯିବା ବାଟରେ ପ୍ରାଣ ହରାଇଲେ ପ୍ରସୂତି। ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି…

OKର ପ୍ରକୃତ ଫୁଲ ଫର୍ମ ଜାଣନ୍ତୁ

ଭୁବନେଶ୍ୱର() ଜୀବନରେ ଏମିତି ଅନେକ ବିଷୟରେ ଜାଣିବା ପାଇଁ ଆମେ ଆଗ୍ରହ କରିନଥାଉ । ଯାହା ପରେ ଆମକୁ ଦରକାର ପଡିଥାଏ । କିଛି ସାଧାରଣ ପ୍ରଶ୍ନ ପାଇଁ ବେଳେ ବେଳେ ଇଣ୍ଟରଭ୍ୟୁରେ ପାସ ହୋଇନଥାଉ । ତେବେ ଆଜି ଆମେ ଆପଣଙ୍କୁ ଜଣାଇବୁ OK ର ଫୁଲ ଫର୍ମ କଣ ? ଏହା ମଣିଷ ନିଜ ଜୀବନରେ ସବୁବେଳେ…

୧୩ ଜିଲ୍ଲାକୁ ବର୍ଷା ସାଙ୍ଗକୁ ବଜ୍ରପାତ

ଭୁବନେଶ୍ୱର() ଆଜି ୧୩ଟି ଜିଲ୍ଲାରେ ବର୍ଷା ସାଙ୍ଗକୁ ବଜ୍ରପାତ ହେବା ସମ୍ଭାବନା ରହିଛି । ଏନେଇ ସତର୍କ ପରାମର୍ଶ ଜାରି କରିଛି ଭୁବନେଶ୍ୱରସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର। ବର୍ଷା ଓ ବଜ୍ରପାତ ହେବାକୁ ଥିବା ଜିଲ୍ଲାଗୁଡ଼ିକ ହେଲା ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝର, ଢେଙ୍କାନାଳ, ଯାଜପୁର,…

ରେକର୍ଡ ପାଇଁ ଅଚେତ ହୁ୍ୟମାନ

କଟକ()ଚର୍ଚ୍ଚାରେ ଓଡିଆ ଲୋକପି୍ରୟ କଣ୍ଠଶିଳ୍ପୀ ହୁ୍ୟମାନ ସାଗର । ତେବେ ଚର୍ଚ୍ଚାର କାରଣ ହେଲା ରେକର୍ଡ ପାଇଁ ଅଚେତ ହେଲେ ହୁ୍ୟମାନ । ଷ୍ଟୁଡିଓରେ ଏକାଧୀକ ଗୀତ ଗାଇ ଅଚେତ ହୋଇପଡିଥିଲେ ହୁ୍ୟମାନ । ସୂଚନାଅନୁସାରେ , ଗୋଟିଏ ଦିନରେ ଏକାଧିକ ଗୀତ ଗାଇ ଚେତାଶୂନ୍ୟ ହୋଇପଡିଥିଲେ ହୁ୍ୟମାନ…

୩ଦିନରେ ୧୦୦କୋଟି

 ମୁମ୍ବାଇ ()  ବକ୍ସଅଫିସରେ ଧମାଲ କଲା ବଲିଉଡ଼ ସୁପରଷ୍ଟାର ବିଗ୍ ବି ଅମିତାଭ ବଚ୍ଚନ ଓ ଚିରଞ୍ଜିବୀଙ୍କ ଫିଲ୍ମ “ସାଇ ରା ନରସିଂହା ରେଡ୍ଡି” । ଓପନିଙ୍ଗ ଦିନରୁ ହିଁ ଦର୍ଶକଙ୍କ ମନ କିଣିନେଇ ଧମାଲ କରିଛି । ୩ଦିନରେ ବକ୍ସ ଅଫିସରେ ୧୦୭କୋଟି ଆୟ କରି ୧୦୦କୋଟି କ୍ଲବରେ ସାମିଲ ହୋଇଛି । “ସାଇ ରା…