ଆସନ୍ତୁ ଜାଣିବା, ଲିପ୍ଷ୍ଟିକ୍ କିପରି ଦେଇଥାଏ ଓଠକୁ ସୁରକ୍ଷା
ଭୁବନେଶ୍ୱର : ଆପଣଙ୍କର ଘରୁ ବାହାରକୁ ଯିବାର ଅଛି। ହେଲେ ମେକ୍ଅପ୍ ନେବାକୁ ଟାଇମ୍ ନାହିଁ। ସେତେବେଳେ ଟେନସନ୍ ନ ନେଇ କେବଳ ଲିପ୍ଷ୍ଟିକ୍ ଲଗାଇଲେ ହିଁ ଆପଣଙ୍କ ମେକ୍ଅପ୍ର ଅଧା କାମ ପୂରା କରିଦେଇଥାଏ। ଆଉ କିଛି ନ ଲଗାଇଲେ ମଧ୍ୟ କେବଳ ଲିପ୍ଷ୍ଟିକ୍ ଲଗାଇଦେଲେ ହିଁ ଆପଣ ସୁନ୍ଦର…
