Odia News Portal
Yearly Archives

2019

ଆଜି ଵୁଧଵାର ବାହାରୁ ଅର୍ଡର କରନ୍ତୁ ନାହିଁ, ଘରେ ହିଁ ପ୍ରସ୍ତୁତ କରନ୍ତୁ ‘କାଠି ଚିକେନ୍‌’

ଆବଶ୍ୟକ ଉପକରଣ: ଚିକେନ୍‌, ଲୁଣ, ଲଙ୍କା ଗୁଣ୍ଡ, ଗରମ ମସଲା, ହଳଦି, ତେଲ, ଅଦା ଓ ରସୁଣ ପେଷ୍ଟ, ଦହି, ଲେମ୍ବୁ ରସ ଏବଂ ଗୋଲମରିଚ ଗୁଣ୍ଡ। ଏହାବ୍ୟତୀତ ଆଲମୁନିୟମ୍‌ ଫଏଲ୍‌, ଶାଳ ପତ୍ର ଓ କାଠି ଷ୍ଟିକ୍‌ ମଧ୍ୟ ଏହି ଆଇଟମ୍‌ ଲାଗି ଦରକାର। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚିକେନ୍‌ରେ ଦହି ଓ…

ଜାଣିଛନ୍ତି କି ଛୋଟ କଳା ଜିରାର ବଡ଼ ଫାଇଦା ସମ୍ପର୍କରେ

ଭୁବନେଶ୍ୱର : ଆଜିକାଲି ସବୁ ବର୍ଗର ଲୋକ ସୁସ୍ଥ ଏବଂ ଫିଟ୍‌ ରହିବାକୁ ଚେଷ୍ଟା କରୁଛନ୍ତି। ଏଥିଲାଗି ପ୍ରତିଦିନ ଯୋଗ, ବ୍ୟାୟାମ, ଏକ୍ସରସାଇଜ, ମର୍ଣ୍ଣି ୱାକ୍‌ ଆଦି କରିଥାନ୍ତି। ତେବେ ବହୁ ଲୋକ ବ୍ୟସ୍ତ ଜୀବନଶୈଳୀରୁ ଟାଇମ୍‌ ବାହାର କରି ଜିମ୍‌ ଯିବାକୁ ସମୟ ପାଇ ନ ଥାନ୍ତି। ଆଜି ଆମେ ଆପଣଙ୍କ…

ଚୁଡ଼ି ପିନ୍ଧିବାର ମହତ୍ତ୍ୱ ନେଇ ଏମିତି କୁହେ ଜ୍ୟୋତିଷ ଶାସ୍ତ୍ର

ଭୁବନେଶ୍ୱର : ହିନ୍ଦୁ ଧର୍ମର ପରମ୍ପରାରେ ଚୁଡ଼ି କେବଳ ଅଳଙ୍କାର ନୁହେଁ, ବରଂ ସଧବା ନାରୀଙ୍କ ପ୍ରତୀକ। ମହିଳାମାନେ ଚୁଡି ପିନ୍ଧିବା ପଛରେ ଅନେକ ଧାର୍ମିକ ମହତ୍ତ୍ୱ ରହିଛି। ଏହା ସହ ହିନ୍ଦୁ ସମାଜତତ୍ତ୍ୱରେ ଚୁଡ଼ି ଜନ୍ମଠାରୁ ମୃତ୍ୟୁ ଯାଏ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ଗୁରୁତ୍ୱ ବହନ କରିଥାଏ।…

କର୍ପୋରେଟର ଆଶାୟୀଙ୍କୁ ଲୁଟିବାପାଇଁ ଚଣ୍ଡାଶୋକଙ୍କ ପାଟିରୁ ଲାଳ ଗଡିଲାଣି

ଭୁବନେଶ୍ୱର : ପୌର ର୍ନିବାଚନ କେବେ ହେବ ତାହା ଜଣାନାହିଁ । ହେଲେ ଚଣ୍ଡାଶୋକଙ୍କ ପାଟିରୁ ଏବେ ଠାରୁ ଲାଳ ଗଡିଲାଣି । ବିଏମ୍‍ସି ନିର୍ବାଚନରେ କର୍ପୋରେଟ ଟିକଟ ଆଶାୟୀଙ୍କ ଠାରୁ କେମିତି ମୋଟା ଅଙ୍କର ଅର୍ଥ ହଡପେଇବେ ସେହି ଆଶାରେ ତାଙ୍କୁ ଆଉ ନିଦ ହେଉନାହିଁ । ଗତଥର ନିର୍ବାଚନ ସମୟରେ ମୁହଁରେ…

ଘରେ ରଖନ୍ତୁ ଫେଙ୍ଗସୁଇ ଗାଈ : ମିଳିବ ଅନେକ ଫାଇଦା

ଭୁବନେଶ୍ୱର : ଚାଇନିଜ୍‌ ବାସ୍ତୁଶାସ୍ତ୍ର ଫେଙ୍ଗସୁଇରେ ଏପରି ଅନେକ ଜିନିଷ ରହିଛି ଯାହାକୁ ଘରେ ଓ ଦୋକାନରେ ରଖିବା ଅତ୍ୟନ୍ତ ଶୁଭ ହୋଇଥାଏ। ଘରୁ ନକାରାତ୍ମକ ଶକ୍ତି ଦୂର କରିବା ପାଇଁ ଓ ସକରାତ୍ମକ ଶକ୍ତିର ପ୍ରବାହକୁ ବଢ଼ାଇବା ପାଇଁ ଗାଈ ଶୁଭ ବୋଲି କୁହାଯାଏ। ହିନ୍ଦୁ ଧର୍ମରେ ଗାଈର ମହତ୍ତ୍ୱ…

ଓଠ କଳା ପଡିଛି କି ? ଆପଣାନ୍ତୁ ଏହି ୫ଟି ଟିପ୍ସ

ଭୁବନେଶ୍ୱର : ମୁହଁର ସୌନ୍ଦର୍ଯ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ଓଠ। ସେଇ ଗୋଲାପି ଓଠ ମୁହଁର ସୌନ୍ଦର୍ଯ୍ୟକୁ ବଢାଇବା ସହ ଲୋକଙ୍କୁ ଆକର୍ଷିତ ମଧ୍ୟ କରେ। କିନ୍ତୁ ଯାହା ଦେଖାଯାଏ ବିଭିନ୍ନ ପ୍ରକାର କେମିକାଲ୍‌ ପ୍ରସାଧନ ସାମଗ୍ରୀ ବ୍ୟବହାର ଦ୍ୱାରା ଓଠ କଳାପଡିଯାଉଛି। ଯଦି…

ଆଜି ଆପଣଙ୍କ ରାଶି କଣ କହୁଛି, ଆସନ୍ତୁ ଜାଣିବା …

ମେଷ - ଦିନଟି ରେ ବହୁତ ଭଲ କାମ ଗୁଡିଏ କରିବେ ଏବଂ ବିଶିଷ୍ଟ ବ୍ୟକ୍ତିମାନଙ୍କ ଦ୍ୱାରା ମଧ୍ୟ ସମ୍ମାନିତ ହେବେ ।  ଦ୍ୱିଜା ନକ୍ଷତ୍ର ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିବାର ଅନୁକୂଳ ବାତାବରଣ ସୃଷ୍ଟି ହେବ ।  ଆଶା କରିଥିବା ଦିଗରୁ ଅର୍ଥ ପ୍ରାପ୍ତି ହେବ । …

ଅର୍ଥ ହେରଫେର ମାମଲାରେ କ୍ଷୀରୋଦ ମଲ୍ଲିକ ଗିରଫ

ଭୁବନେଶ୍ୱର : ଅର୍ଥ ହେରଫେର ମାମଲାରେ କ୍ଷୀରୋଦ ମଲ୍ଲିକ ଗିରଫ । ସମ୍ବଲପୁରରେ ଚାଲିଥିବା ଏନ୍‌ଜିଓ ବିଶ୍ୱର ମୁଖ୍ୟ ହେଉଛନ୍ତି କ୍ଷୀରୋଦ ମଲ୍ଲିକ । ପୂର୍ବରୁ କ୍ଷୀରୋଦଙ୍କୁ ଇଓଡବ୍ଲୁ ଗିରଫ କରିଥିଲା । ମୁମ୍ବଇ କ୍ରାଇମବ୍ରାଞ୍ଚର ୪ ଜଣିଆ ଟିମ୍‌ କ୍ଷୀରୋଦଙ୍କୁ ଗିରଫ କରିଛନ୍ତି । କ୍ଷୀରୋଦ…

ରିଲାଏନ୍ସର ଦିପାବଳୀ ଅଫର, ୬୯୯ ଟଙ୍କାରେ ଜିଓଫୋନ

ଭୁବନେଶ୍ବର () ସବୁ ଭାରତୀୟଙ୍କ ପାଇଁ ସମ୍ପୂର୍ଣ୍ଣ ଡିଜିଟାଲ୍ ଅନ୍ତର୍ଭୁକ୍ତୀକରଣକୁ ନିଶ୍ଚିତ କରିବା ଦିଗରେ ଜିଓ ଆଉ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି । ଆଜି, ଜିଓ ପକ୍ଷରୁ ଏକ ସ୍ବତନ୍ତ୍ର ଥରେ-ମାତ୍ର ଅଫର ଘୋଷଣା କରାଯାଇଛି ଯାହାର ନାମ ହେଉଛି ଜିଓଫୋନ୍ ଦୀପାବଳି ୨୦୧୯ ଅଫର । ଚଳିତ ଦଶହରା ଓ…

ପରୀଠୁ କମ ନୁହଁନ୍ତି ଗୋବିନ୍ଦାଙ୍କ ଝିଅ

ମୁମ୍ବାଇ()  ବଲିଉଡ ଇଣ୍ଡଷ୍ଟ୍ରିର ଜଣେ ଲୋକପ୍ରିୟ ଅଭିନେତା ହେଉଛନ୍ତି ଗୋବିନ୍ଦା। ସେ ନିଜ କ୍ଲାସିକ କମେଡି ମାଧ୍ୟମରେ ଅନେକ ଲୋକଙ୍କୁ ହସାଇଛନ୍ତି। ତେବେ ଆଜି ଗୋବିନ୍ଦାଙ୍କ ଝିଅଙ୍କ ବିଷୟରେ ଜାଣନ୍ତୁ ଯିଏ ଦେଖିବା ପାଇଁ କୌଣସି ପରୀଠୁ କମ ନୁହଁନ୍ତି। ସେ ହେଉଛନ୍ତି ଟିନା ଆହୁଜା।…