ଆଜି ଯୋଧପୁର କୋର୍ଟରେ ହାଜର ହେବେ ସଲମନ
ରାଜସ୍ଥାନ : ଆଜି ରାଜସ୍ଥାନ ଯୋଧପୁର କୋର୍ଟରେ ହାଜର ହେବେ ସଲମନ ଖାନ୍। କୃଷ୍ଣ ସାର ମୃଗ ହତ୍ୟା ମାମଲାରେ ସେ କୋର୍ଟରେ ହାଜର ହେବାର ରହିଛି। ଏହା ପୂର୍ବରୁ ସଲମାନଙ୍କୁ ହତ୍ୟା ଧମକ ଦିଆଯାଇଛି। ଫେସବୁକ୍ରେ ସଲମନ ଖାନ୍ଙ୍କ ଫଟୋ ଉପରେ ଏକ ନାଲି କ୍ରସ ମରାଯାଇଛି। ଏଥିରେ ଉଲ୍ଲେଖ ରହିଛି,…
