ପିଅନ୍ତୁ କିସମିସ୍ ଡ୍ରିଙ୍କସ୍, ପାଇବେ ଅନେକ ଫାଇଦା
ଭୁବନେଶ୍ୱର : ଲିଭର ଶରୀରର ଏକ ମହତ୍ତ୍ୱପୂର୍ଣ୍ଣ ଅଙ୍ଗ। ଏହା ଖାଦ୍ୟକୁ ସହଜରେ ହଜମ କରିବାରେ ସାହାଯ୍ୟ କରେ। ଏହା ଶରୀରରେ ପ୍ରବାହିତ ରକ୍ତକୁ ଶୁଦ୍ଧ କରିବା ସହ ପାଚନ ପ୍ରକ୍ରିୟା ମଧ୍ୟ ଠିକ୍ ରଖିଥାଏ। ମୁଖ୍ୟତଃ ଅଧିକ ତେଲ ମସଲା ସହ ଫାଷ୍ଟ ଫୁଡ଼ ଖାଇବା, ମାଦକ ଦ୍ରବ୍ୟ ସେବନ କରିବା,…
