Odia News Portal
Yearly Archives

2019

ବାମ ହାତରେ କାହିଁକି ପିନ୍ଧନ୍ତି ଘଣ୍ଟା, ଜାଣନ୍ତୁ

ବ୍ୟସ୍ତ ବହୁଳ ଜୀବନରେ ସମୟର ଜ୍ଞାନ ରହିବା ଆବଶ୍ୟକ ରହିଛି। ସମୟ ଜାଣିବା ପାଇଁ ବାମ ହାତରେ ଘଣ୍ଟା ପିନ୍ଧି ଥାନ୍ତି। ବେଳେ ବେଳେ ମନକୁ ପ୍ରଶ୍ନ ଆସେ କାହିଁକି ବାମ ହାତରେ ଘଣ୍ଟା ବନ୍ଧା ଯାଏ। ତେବେ ଆସନ୍ତୁ ଜାଣିବା ... ପ୍ରଥମରୁ କିଛି ଲୋକ କଡ଼ିଲଗା ଘଣ୍ଟାକୁ ବାମ ହାତରେ ବାନ୍ଧିବା…

ମୃତ୍ୟୁର ୧ ବର୍ଷ ପର୍ୟ୍ୟନ୍ତ ମାନବ ଶରୀର ସକ୍ରିୟ ଥାଏ, ଗବେଷଣାରୁ ସ୍ପଷ୍ଟ

ମୃତ୍ୟୁ ପରେ ବି ମଣିଷ ଶରୀର ୧ ବର୍ଷ ପର୍ୟ୍ୟନ୍ତ ଚଳପ୍ରଚଳ କରିଥାଏ। ଅଷ୍ଟ୍ରେଲିଆର ଜଣେ ବୈଜ୍ଞାନିକ ଆଲିସନ ଏଫ୍ପ ଏନେଇ ସୂଚନା ଦେଇଛନ୍ତି । ୧୭ ମାସ ଧରି ଗୋଟିଏ ଶବ ଉପରେ ଗବେଷଣା କରି ଫଟୋ ଉଠାଇବା ପରେ ଆଲିସନ୍ ଏଫ୍ପିକୁ ଏହି ସୂଚନା ଦେଇଛନ୍ତି ଯେ ମଣିଷ ମରିଗଲା ପରେ ମଧ୍ୟ ତାର ଶରୀର…

ଏହି ଅଭିନେତାଙ୍କୁ ହତ୍ୟା ଧମକ

ମୁମ୍ବାଇ() ସୁପରଷ୍ଟାର ସଲମାନ୍ ଖାନ ଆସନ୍ତା ଶୁକ୍ରବାର ଅର୍ଥାତ ୨୭ ସେପ୍ଟେମ୍ବରରେ କୃଷ୍ଣସାର ମୃଗ ଶିକାର ମାମଲାରେ ଯୋଧପୁର ସେସନ୍ ଓ ଜିଲା କୋର୍ଟରେ ହାଜର ହେବେ। ହେଲେ ଶୁଣାଣି ପୂର୍ବରୁ ସଲମାନଙ୍କୁ ସୋସିଆଲ ମିଡିଆରେ ଜଣେ ୟୁଜର ମାରିବାକୁ ଧମକ ଦେଇଛନ୍ତି। ଗେରୀ ଶୁଟର ନାମରେ ଏକ…

ପରଦାକୁ ଆସିବ ‘ପ୍ଲାଟଫର୍ମ ସିଙ୍ଗର୍ ରାନୁ ମଣ୍ଡଳ’

ମୁମ୍ବାଇ() ରାନୁ ମଣ୍ଡଳଙ୍କ ଉପରେ ତିଆରି ହେବ ବାୟୋପିକ ।ରାନୁଙ୍କ ଜୀବନ କାହାଣୀରେ ପ୍ରଭାବିତ ହୋଇ ଫିଲ୍ମ ନିର୍ମାତା ଋଷିକେଶ ମଣ୍ଡଳ ଏକ ବାୟୋପିକ୍ ତିଆରି କରିବାକୁ ଯୋଜନା କରୁଛନ୍ତି।ଏହି ଫିଲ୍ମରେ ରାନୁଙ୍କ ଭୂମିକାରେ ଅଭିନୟ କରିବା ପାଇଁ ସାଉଥ୍ର ଲୋକପ୍ରିୟ ଅଭିନେତ୍ରୀ ସୁଦିପ୍ତା…

ଜୈଶ ଟାର୍ଗେଟରେ ମୋଦି ଓ ଡୋଭାଲ

ନୂଆଦିଲ୍ଲୀ() ଜୈଶ ଟାର୍ଗେଟରେ ମୋଦି ଓ ଡୋଭାଲ ।  ଜାମ୍ମୁ କାଶ୍ମିରରୁ ୩୭୦ ଧାରା ଉଚ୍ଛେଦ ପ୍ରତିଶୋଧରେ ଜୈଶ ଇ ମହମ୍ମଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ NSA ଅଜିତ ଡୋଭାଲଙ୍କୁ ଟାର୍ଗେଟ କରିଛି । ଜୈଶ ମୋଦି ଏବଂ ଡୋଭାଲଙ୍କୁ ଟାର୍ଗେଟ କରୁଥିବା ଗୁଇନ୍ଦା ବିଭାଗ ସୂଚନା ଦେଇଛି । ଏଥିପାଇଁ…

ନୂଆ ରୂପରେ ଛିଡା ହେଉଛି ଶ୍ରୀକ୍ଷେତ୍ର, ଦେଖନ୍ତୁ ରୂପାନ୍ତରଣର ଝଲକ

ଭୁବନେଶ୍ବର () ଚାଲିଛି ରୂପାନ୍ତରଣ କାର୍ଯ୍ୟ । ସୁଉଚ୍ଚ ମେଘନାଦ ପ୍ରାଚୀର ଚାରିପଟ ହୋଇଛି ଜବରଦଖଲ ମୁକ୍ତ । ସିଂହଦ୍ବାର ସମ୍ମୁଖରୁ ମଧ୍ୟ ହଟିଛି କିଛି କିଛି ଜବରଦଖଲ ଏବଂ ବେଆଇନ ନିର୍ମାଣ । ନୂଆ ରୂପରେ ଛିଡା ହେଉଛି ଶ୍ରୀଜଗନ୍ନାଥ ମନ୍ଦିରର ଚାରିପଟ । ଆଖି ଝଲସେଇ ଦେଉଛି ଏବେର ଶ୍ରୀମନ୍ଦିରକୁ…

କଂଗ୍ରେସ ପ୍ରାର୍ଥୀ ତାଲିକା ଘୋଷଣା

ଭୁବନେଶ୍ୱର() ବିଜେପୁର ଉପନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ୫ ଜଣ ପ୍ରାର୍ଥୀଙ୍କ ନାଁ ଏଆଇସିସିଙ୍କୁ ପଠାଇଛି ରାଜ୍ୟ କଂଗ୍ରେସ । ଏହି ତାଲିକାରେ ଅଭିଷେକ ସେଠ, ଦିଲ୍ଲୀପ ପଣ୍ଡା, ସୁରେନ୍ଦ୍ର ପାତ୍ର,ରବିନ୍ଦ୍ର ପଣ୍ଡା ଓ ସ୍ୱାଧୀସ୍ମିତା ସୁଆରଙ୍କ ନାଁ ରହିଛି ।

ଟଙ୍କା ମାଗିଲେ ନିରଂଜନ

ଭୁବନେଶ୍ୱର() ଟଙ୍କା ମାଗିଲେ ନିରଂଜନ । ବିଜେପୁର ନିର୍ବାଚନ ପାଇଁ ଆର୍ଥିକ ସାହାଯ୍ୟ ମାଗିଲେ ନିରଂଜନ ପଟ୍ଟନାୟକ । କଂଗ୍ରେସ ପାଖରେ ଟଙ୍କା ନଥିବାରୁ ବଦାନ୍ୟ ବ୍ୟକ୍ତିଙ୍କୁ ସାହାର୍ଯ୍ୟ ମାଗିଲେ ପିସିସି ସଭାପତି । ନିରଂଜନ କହିଛନ୍ତି, ନିକଟରେ ନିର୍ବରଚନ ସରିଥିବାରୁ କଂଗ୍ରେସ ପାଖରେ ଟଙ୍କା…

ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,ଏଣିକି ମାସ ଶେଷରେ ମିଳିବ ଦରମା

ଭୁବନେଶ୍ବର () ରାଜ୍ୟସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର।ଏଣିକି ମାସର ଶେଷ କାର୍ୟ୍ୟ ଦିବସରେ କର୍ମଚାରୀଙ୍କୁ ଦରମା ମିଳିବ। ଏ ସମ୍ପର୍କିତ ଏକ ବିଜ୍ଞପ୍ତି ମଙ୍ଗଳବାର ଅର୍ଥ ବିଭାଗ ପକ୍ଷରୁ ଜାରି କରାଯାଇଛି। ପୂର୍ବରୁ ପରବର୍ତ୍ତୀ ମାସର ପ୍ରଥମ ଦିନରେ ଦରମା ମିଳୁଥିଲା। ମାତ୍ର ଏବେ ଏହା…

ନ୍ୟାସନାଲ ଜୋଗ୍ରାଫିରେ ଓଡିଶା ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର () ନ୍ୟାସନାଲ ଜୋଗ୍ରାଫିରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ । ଫନି ମୁକାବିଲାରେ ରାଜ୍ୟ ସରକାରଙ୍କ ସଫଳତା, ସ୍ୱଳ୍ପ ସମୟ ମଧ୍ୟରେ ଲକ୍ଷାଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନନ୍ତରଣ ସହ ଧନ ଜୀବନ ସୁରକ୍ଷା ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପ ବିଶ୍ୱ ସ୍ତରରେ ପ୍ରଶଂସିତ…