Odia News Portal
Yearly Archives

2019

ଗୋଟେ ବିଜ୍ଞାପନ ପାଇଁ ୧୧ କୋଟି ଟଙ୍କା ନିଅନ୍ତି ଏହି ଅଭିନେତା

ମୁମ୍ବାଇ()  ଆଜିକାଲି ବିଜ୍ଞାପନ ଦ୍ୱାରା ମଧ୍ୟ ମୋଟା ଅଙ୍କର ଟଙ୍କା ନେଇଉନ୍ତି ଷ୍ଟାରମାନେ । ବିଜ୍ଞାପନରେ ନିଜ ନିଜ ପ୍ରିୟ ଷ୍ଟାରଙ୍କୁ ଦେଖି ଲୋକେ ସେହି ପ୍ରଡକ୍ଟ ଆଣିବା ପାଇଁ ଆଗ୍ରହ ହୋଇଥାନ୍ତି। ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟରେ ହେଉଥିବା ଆୟର ତାଲିକା କରାଯାଏ ତାହେଲେ ସର୍ବୋପରେ ଆମୀର…

ଏହି ୩ ବଡ କାରଣ ଯୋଗୁଁ ଐଶ୍ବର୍ୟ୍ୟା ସଲମାନଙ୍କୁ ଛାଡିଥିଲେ

ସଲମାନ ଓ ଐଶ୍ବର୍ୟ୍ୟାଙ୍କ ପ୍ରେମ କାହାଣୀ ବିଷୟରେସମଗ୍ର ଇଣ୍ଡଷ୍ଟ୍ରି ଜାଣିଥିଲା। ଉଭୟଙ୍କ ପ୍ରେମ କାହାଣୀ ବେଶ ଚର୍ଚ୍ଚାରେ ଥିଲା। ତେବେ ଐଶ୍ବର୍ୟ୍ୟା ସଲମାନଙ୍କ ସହ ଏହି ୩ଟି କାରଣ ଯୋଗୁଁ ବ୍ରେକ୍ଅପ କରିଥିଲେ । ୧-ସଲମାନଙ୍କ ଆଗ୍ରେସିଭ ସ୍ବଭାବ- ସଲମାନଙ୍କର ଏହି ଗୁଣ ପାଇଁ ଐଶ୍ ଓ ତାଙ୍କ…

ରୋହିତ ହେଲେ ବିଧାନସଭା ଉପ ମୁଖ୍ୟ ସଚେତକ

ଭୁବନେଶ୍ବର()  ରୋହିତ ପୂଜାରୀଙ୍କୁ ବିଧାନସଭା ଉପ ମୁଖ୍ୟ ସଚେତକ ଭାବେ ନିଯୁକ୍ତି ମିଳିଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ରୋହିତ ପୂଜାରୀଙ୍କୁ ସରକାରୀ ଦଳ ଉପ ମୁଖ୍ୟ ସେଚେତକ ଭାବେ ନିଯୁକ୍ତି ଦେଇଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟରୁ ବିଧିବଦ୍ଧ ଭାବେ ସୂଚନା ଦିଆଯାଇଛି ।…

ଓଡିଶାରେ ପୁଞ୍ଜିନିବେଶ କରିବ କୋରିଆ

ଓଡିଶାରେ ପୁଞ୍ଜିନିବେଶ କରିବ ଦକ୍ଷିଣ କୋରିଆ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହଆଲୋଚନା କରିଛନ୍ତି ଦକ୍ଷିଣ କୋରିଆର ୪୬ ଜଣିଆ ପ୍ରତିନିଧି ଦଳ । ଏହି ବୈଠକ ପରେ ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଛନ୍ତି ଓଡିଶାରେ ୬ଟି କ୍ଷେତ୍ରରେ ପୁଞ୍ଜି ନିବେଶ ପାଇଁ କୋରିଆ ପ୍ରତିନିଧିଙ୍କ…

ଦ.ଆଫ୍ରିକା ୯ ୱିକେଟ୍‌ରେ ବିଜୟୀ, ୧-୧ରେ ଟି-ଟ୍ୱେଣ୍ଟି ସିରିଜ୍‌ ବରାବର

ବେଙ୍ଗାଲୁରୁ : କ୍ୱିଣ୍ଟନ ଡି କକ୍‌ଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଦକ୍ଷିଣ ଆଫ୍ରିକା ଏଠାରେ ଅନୁଷ୍ଠିତ ତୃତୀୟ ଟି-ଟ୍ୱେଣ୍ଟି ମୁକାବିଲାରେ ଭାରତକୁ ୯ ୱିକେଟ୍‌ରେ ପରାସ୍ତ କରିଛି । ଏହି ବିଜୟ ସହ ଭ୍ରମଣକାରୀ ଦଳ ୧-୧ରେ ଟି-ଟ୍ୱେଣ୍ଟି ସିରିଜ୍‌ ଡ୍ର’ ରଖିବାରେ ସଫଳ ହୋଇଛି । ଏମ୍‌…

ମହଙ୍ଗା ପଡିଲା ମଦ ପିଇ ଗାଡ଼ି ଚଲାଇବା

ମୟୂରଭଞ୍ଜ : ପୋଲିସ ବାବୁଙ୍କୁ ମହଙ୍ଗା ପଡିଲା ମଦ ପିଇ ଗାଡ଼ି ଚଲାଇବା । କାର୍ଯ୍ୟରୁ ନିଲମ୍ବିତ ହେଲେ ମୟୂରଭଞ୍ଜର ଏଏସ୍‌ଆଇ ଶୁଭେନ୍ଦୁ ବେହେରା । ବେପରୁଆ ଗାଡି ଚାଳନା ପାଇଁ ଏଏସ୍‌ଆଇଙ୍କୁ ନିଲମ୍ବନ କରିଛନ୍ତି ମୟୂରଭଞ୍ଜ ଏସ୍‌ପି । ଗତକାଲି ମଦ ପିଇ ଗାଡ଼ି ଚଲାଉଥିବା ବେଳେ ଏଏସ୍‌ଆଇଙ୍କ ଗାଡ଼ି…

ଗୌରାଙ୍ଗପୁର ପଚାଂୟତରେ ଆମ ପୁଲିସି କାର୍ଯ୍ୟକ୍ରମ

ରଣପୁର : ରଣପୁର ବ୍ଲକ ଅନ୍ତର୍ଗତ ଗୌରାଙ୍ଗପୁର ଗ୍ରାମ ପଞ୍ଚାୟତ ପରିସର ମଧ୍ୟରେ ପୁଲିସି ତରଫରୁ ଆମ ପୁଲିସି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି  । ରଣପୁର ଥାନା ଅଧିକାରୀ ରଶ୍ମି ରଞ୍ଜନ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ବରିଷ୍ଠ ଆଇନଜିବି…

ସୁନ୍ଦର ଏବଂ ଆକର୍ଷଣୀୟ ଦେଖାଯିବା ପାଇଁ ଏହି ଜିନିଷକୁ ଖାଲି ପେଟରେ କରନ୍ତୁ ସେବନ

ଆଜିକାଲି ଆମ ଜୀବନ ଏତେ ବ୍ୟସ୍ତତା ଭିତରେ ଗତି କରୁଛି ଯେ ନିଜ ପାଇଁ ସମୟ ବାହାର କରିବା ସମ୍ଭବ ହେଉନାହିଁ। ସମୟ ଅଭାବରୁ ଖାଦ୍ୟପେୟରେ ମଧ୍ୟ ଅନିୟମିତତା ଦେଖାଦେଉଛି, ଯାହାଫଳରେ ବିଭିନ୍ନ ରୋଗ ହେବାର ଯଥେଷ୍ଟ ସମ୍ଭାବନା ରହୁଛି। ବାହାରେ ପ୍ରଦୂଷଣର ମାତ୍ରା ବି ଦିନକୁ ଦିନ ବଢ଼ିଚାଲିଥିବା ହେତୁ…

ଆୟୁଷ୍ମାନ୍‌ଙ୍କ ବଡ଼ ନିଷ୍ପତ୍ତି, ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ

ଡ୍ରିମ୍‌ଗର୍ଲର ସଫଳତା ପରେ ଆୟୁଷ୍ମାନ୍‌ ଏବେ ନୂଆ ନିଷ୍ପତ୍ତି ନେଇଛନ୍ତି। ଏନେଇ ସେ ମିଡିଆକୁ ସୂଚନା ଦେଇଛନ୍ତି। ଆୟୁଷ୍ମାନ୍‌ ଏବେ ଫିଲ୍ମରେ ଅଭିନୟ କରିବା ପାଇଁ ଟଙ୍କା ନେବାକୁ ମନା କରିଛନ୍ତି। ଟଙ୍କା ବଦଳରେ ସେ ଫିଲ୍ମରୁ ଲାଭାଂଶ ନେବାକୁ ଘୋଷଣା କରିଛନ୍ତି। ତେବେ ଆୟୁଷ୍ମାନ୍‌ଙ୍କ ଏହି…

ବିପାଶା ବସୁ ଭାବବିହ୍ଵଳ ହୋଇ ଲେଖିଲେ ଏମିତି ପୋଷ୍ଟ

ବିପାଶା ବସୁ ଫିଲ୍ମ ଇଣ୍ଡଷ୍ଟ୍ରୀରେ ପାଦ ଥାପିବାକୁ ୧୮ ବର୍ଷ ପୂରିଛି। ବଲିଉଡ୍‌ ଫିଲ୍ମ ‘ଅଜନବୀ’ରେ ସେ ଡେବ୍ୟୁ କରିଥିଲେ। ଏହି ଫିଲ୍ମରେ ବିପାଶାଙ୍କ ସହ ବବି ଦେଓଲ, ଅକ୍ଷୟ କୁମାର ଏବଂ କରୀନା କପୁର ମଧ୍ୟ ଅଭିନୟ କରିଛନ୍ତି। ସେତେବେଳେ ଏହି ଫିଲ୍ମ ସୁପରହିଟ୍‌ ସାବ୍ୟସ୍ତ ହୋଇଥିଲା। ପ୍ରଥମ…