ହରିହର ସିଂହଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ
ଖଣ୍ଡପଡା : ରାଜବାଟୀ ପରିସରରେ ସ୍ବର୍ଗତ ରାଜସାହେବଙ୍କର ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଛି । ଏହି ଉନ୍ମୋଚନ ଉତ୍ସବରେ ସ୍ଵର୍ଗତ ହରିହର ସିଂହ ମର୍ଦ୍ଦରାଜଙ୍କ ପୁତ୍ର ଖଣ୍ଡପଡାର ରାଜାସାହେବ । ପୂର୍ବତନ ମନ୍ତ୍ରୀ ଓ ବିଧାୟକ ଶ୍ରୀ ବିଭୁତି ଭୂଷଣ ସିଂହ ମର୍ଦ୍ଦରାଜ, ଓ ପୌତ୍ର ତଥା ଖଣ୍ଡପଡାର…
