ପୁଣିଥରେ ଓଡ଼ିଶା ପାଇଁ ପ୍ରମୋଦ ଆଣିଲେ ଦୁଇଟି ରୌପ୍ୟ
ଭୁବନେଶ୍ୱର : ଷ୍ଟାର୍ ପାରା ବ୍ୟାଡ଼ମିଣ୍ଟନ ଖେଳାଳି ପ୍ରମୋଦ ଭଗତ ପୁଣିଥରେ ଓଡ଼ିଶା ପାଇଁ ସୁନାମ ଆଣିଛନ୍ତି । ସେ ଥାଇଲାଣ୍ଡ ପାରା ବ୍ୟାଡ଼ମିଣ୍ଟନରେ ଡବଲ୍ ରୌପ୍ୟ ପଦକ ଜିତିବାର ଗୌରବ ଅର୍ଜନ କରିଛନ୍ତି । ଏଥିସହ ଅନ୍ତର୍ଜାତୀୟ ସ୍ତରରେ ପ୍ରମୋଦଙ୍କ ସଫଳ ଅଭିଯାନ ଜାରି ରହିଛି । ଆହତ ସମସ୍ୟା…
