Odia News Portal
Yearly Archives

2019

କଟକରେ ବିଏସ୍ଏନ୍ଏଲ୍ ସେବା ବନ୍ଦ

କଟକ()  କଟକ ବିଏସ୍ଏନ୍ଏଲ୍ ଅଫିସରେ ଭୟାବହ ଅଗ୍ନିକାଣ୍ଡ ଘଟିଥିବାରୁ କଟକରେ ବିଏସ୍ଏନ୍ଏଲ୍ ସେବା ବନ୍ଦ ହୋଇଛି । ବିଏସ୍ଏନ୍ଏଲ୍ ଅଫିସର ଚତୁର୍ଥ ମହଲରେ ଏହି ନିଆଁ ଲାଗିଥିବା ଜଣାପଡ଼ିଛି। ବିଏସ୍ଏନ୍ଏଲ୍ ଅଫିସର ସମସ୍ତ କର୍ମଚାରୀ ସୁରକ୍ଷିତ ଅଛନ୍ତି। ତିନୋଟି ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ…

ବୁର୍ଲାରେ ଅଗ୍ନିକାଣ୍ଡ

ସମ୍ବଲପୁର ବୁର୍ଲା ମେଡିକାଲରେ ଅଗ୍ନିକାଣ୍ଡ । ହେଲେ ଅଘଟଣ ଘଟାଇବା ଆଗରୁ ନିଆଁକୁ ଆୟତ କରିଥିଲା ଅଗ୍ନିଶମ ବିଭାଗ । ଏପରି ଅଗ୍ନିକାଣ୍ଡ ପରେ ଡାକ୍ତରଖାନାରେ ଥିବା ରୋଗୀଙ୍କ ମଧ୍ୟରେ ଭୟ ଖେଳିଯାଇଛି । କିପରି ସ୍ଥିତିରେ ନିଆଁ ଲାଗିଲା ଏହାର କାରଣ ଅସ୍ପଷ୍ଟ ରହିଛି । ମେଡିକାଲ ସାଇନସେସ ଆଣ୍ଡ…

ଯୁବରାଜ ସିଂଙ୍କୁ କଫି ପିଇବାର ପ୍ରତିଶ୍ରୁତି ଦେଇ ଠିକଣା ଦିନ ଫୋନ୍‌ ଅଫ୍‌ ରଖୁଥିଲେ ଏହି ଯୁବତୀ

ନୂଆଦିଲ୍ଲୀ : ଅନେକ ଦିନ ପର୍ଯ୍ୟନ୍ତ ପରଦା ପଛରେ ସମ୍ପର୍କକୁ ଲୁଚାଇବା ପରେ କ୍ରିକେଟର୍‌ ଯୁବରାଜ ସିଂ ଏବଂ ହାଜେଲ କିଚ୍‌ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ବହୁଦିନ ଧରି ପ୍ରୟାସ କଲା ପରେ ଶେଷରେ ହାଜେଲଙ୍କୁ ବାହାଘର ପାଇଁ ମନାଇପାରିଥିଲେ ବୋଲି କହିଥିଲେ। ଦୀର୍ଘ ତିନି ବର୍ଷ କଫି ପିଇବା…

ପୁଣି ମାମୁ ହେବାକୁ ଯାଉଛନ୍ତି ଭାଇ ଜାନ୍

ବଲିଉଡ୍‌ର ଭାଇଜାନ ସଲମାନ ଖାନ୍‌ଙ୍କ ଘରକୁ ପୁଣି ଜଣେ କୁନି ଅତିଥି ଆସିବାକୁ ଯାଉଛନ୍ତି। ତାଙ୍କ ଭଉଣୀ ଅର୍ପିତା ଦ୍ୱିତୀୟଥର ପାଇଁ ମା’ ହେବାକୁ ଯାଉଛନ୍ତି। ଆଇଫା ଆଓ୍ବାର୍ଡ ସମାରୋହରେ ଯୋଗଦେବା ଅବସରରେ ଅର୍ପିତା ଏବଂ ଆୟୁଷ୍‌ ନିଜେ ଏକଥା ଖୁଲାସା କରିଛନ୍ତି। ୨୦୧୪ରେ ଅର୍ପିତା ବ୍ୟବସାୟୀ…

ମହିଳାଙ୍କୁ ଭାଗ୍ୟଶାଳୀ କରିଥାଏ ଏହି ଲକ୍ଷଣ

ପ୍ରତ୍ୟେକ ଲୋକଙ୍କ ଶରୀରରେ ଭିନ୍ନ ଭିନ୍ନ ଦାଗ ଥାଏ। ଏହାସହ ସେମାନଙ୍କ କାର୍ଯ୍ୟକଳାପ ଓ ଆଚରଣ ମଧ୍ୟ ପରସ୍ପର ଠାରୁ ଅଲଗା ହୋଇଥାଏ। ଅଧିକାଂଶ ପୁରୁଷ ଇଚ୍ଛା କରିଥାଆନ୍ତି ଯେ, ତାଙ୍କ ଜୀବନ ସାଥି ଭାଗ୍ୟଶାଳୀ ହୋଇଥାଆନ୍ତୁ। ମାତ୍ର ଶରୀରରେ ଥିବା କେତେକ ସଙ୍କେତ ଦେଖି ତାଙ୍କର ବ୍ୟବହାର ବିଷୟରେ…

ଟିନା ଆହୁଜା କଲେ ବଲିଉଡରେ ଧମାକେଦାର ଡେବ୍ୟୁ

ବମ୍ବେ : ବଲିଉଡରେ ପ୍ରାୟ ସମୟରେ ଷ୍ଟାର କିଡକୁ ନେଇ ଚର୍ଚ୍ଚା ହୋଇଥାଏ। ଅନେକଙ୍କର ପ୍ରଥମ ଫିଲ୍ମ ଆସିସାରିଲାଣି ତ ଆଉ କାହାର ବଲିଉଡରେ ହେବ୍ୟୁ କରିବାକୁ ଯାଉଛନ୍ତି। ଏମିତିରେ ବର୍ଷିୟାନ ଅଭିନେତା ଗୋବିନ୍ଦାଙ୍କର ଝିଅ ଟିନା ଆହୁଜା ମଧ୍ୟ ଜବରଦସ୍ତ ଚର୍ଚ୍ଚାକୁ ଆସିଛନ୍ତି। ନିକଟରେ ସେ ଏକ…

ଘରେ ଲଗାନ୍ତୁ ପ୍ରଭୁ ହନୁମାନଙ୍କ ଏପରି ଫଟୋ, ଦୂର ହୋଇଥାଏ ବହୁ ସମସ୍ୟା

ପ୍ରଭୁ ହନୁମାନଙ୍କୁ ପୂଜାର୍ଚ୍ଚନା କରିବା ଦ୍ୱାରା ଜୀବନର ବହୁ ସମସ୍ୟା ଦୂର ହୋଇଥାଏ। ପ୍ରଭୁଙ୍କ ଭକ୍ତିରେ ଉତ୍ତମ ଓ ପବିତ୍ର ଭାବନା ରଖିବା ନିତ୍ୟାନ୍ତ ଆବଶ୍ୟକ। ଯେଉଁ ଘରେ ହନୁମାନଙ୍କର ଫଟୋ କିମ୍ବା ମୂର୍ତ୍ତି ଥାଏ, ସେମାନଙ୍କର ଖୁବ ମଙ୍ଗଳ ହୋଇଥାଏ। ବାସ୍ତୁ ଅନୁଯାୟୀ, ସର୍ବଦା ପ୍ରଭୁ…

ଆସନ୍ତୁ ଘରେ ପ୍ରସ୍ତୁତ କରିବା ଦହି ଆଇସ୍‌କ୍ରିମ୍‌…

ଭୁବନେଶ୍ବର : ପେଟ ଥଣ୍ଡା ରଖିବାରେ ଦହି ସାହାଯ୍ୟ କରେ। ଖରାଦିନେ ‘ଲୁ’ରୁ ବଞ୍ଚିବା ପାଇଁ ଡାକ୍ତର ଦହି ସରବତ ପିଇବାକୁ ପରାମର୍ଶ ଦେଇଥାନ୍ତି। ରୁଟି ସହ ଦହି ଖାଇବା ମଧ୍ୟ ସ୍ୱାସ୍ଥ୍ୟପକ୍ଷେ ହିତକର ହୋଇଥାଏ। ଦହି ଖାଇବା ଦ୍ୱାରା ଶରୀରର ଜଳୀୟଅଂଶ ମଧ୍ୟ ନିୟନ୍ତ୍ରିତ ରହିଥାଏ। ମୋଟାପଣ କମ…

ଆଜି ଆପଣଙ୍କ ରାଶି କ’ଣ କହୁଛି, ଆସନ୍ତୁ ଜାଣିବା ..

ମେଷ - ବଳବାନ୍‌ ଚନ୍ଦ୍ର ପ୍ରଭାବରେ ପିଲାମାନଙ୍କ କଥା, ଶିକ୍ଷା ସମ୍ପର୍କୀୟ ସମସ୍ୟା,ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ଘଟିବ। ବ୍ୟବସାୟ,ପରିବହନରେ ସମସ୍ୟା ମୁକ୍ତ ରହିବେ। ଅଟକି ରହିଥିବା କାମକୁ ପୂରା ଦମରେ କରିବାପାଇଁ ନିଷ୍ପତି ନେଇପାରନ୍ତି। ଆନୁଷ୍ଠାନିକ କାମ, ସାମାଜିକ ସମ୍ପର୍କରେ…

୬ଟି ବିଦେଶୀ ରାଷ୍ଟ୍ରକୁ ପ୍ରସାରିତ ହେଲା ଭାରତୀୟ ଡାକ ବିଭାଗ

ଆଜିଠାରୁ ବିଶ୍ୱର ୬ଟି ବିଦେଶୀ ରାଷ୍ଟ୍ରକୁ ପ୍ରସାରିତ ହେଲା ଭାରତୀୟ ଡାକ ବିଭାଗର ‘ସ୍ପିଡ୍ ପୋଷ୍ଟ’ ସେବା । ଏହି ଛଅଟି ବିଦେଶୀ ରାଷ୍ଟ୍ର ହେଉଛନ୍ତି ବୋସନିଆ, ବ୍ରାଜିଲ୍, ଇକ୍ୱେଡର୍, କଜଖସ୍ତାନ୍, ଲୁଥୁନିଆ ଏବଂ ଉତ୍ତର ମାସେଡୋନିଆ। ଭାରତୀୟ ଡାକ ବିଭାଗର ସ୍ପିଡ୍ ପୋଷ୍ଟ ସେବା ହେଉଛି ଏକ…