Odia News Portal
Yearly Archives

2019

ମା’ଲକ୍ଷ୍ମୀଙ୍କ କୃପା ପ୍ରାପ୍ତି ପାଇଁ ପତ୍ନୀଙ୍କୁ ଭେଟି ଦିଅନ୍ତୁ ଏହି ୪ଟି ଉପହାର

ଧାର୍ମିକ ଶାସ୍ତ୍ର ଅନୁଯାୟୀ, ଦେବୀ ଲକ୍ଷ୍ମୀଙ୍କର ବହୁ ରୂପ ରହିଛି। ଘରର ମହିଳା ତାଙ୍କର ଏକ ରୂପ ବୋଲି କୁହାଯାଏ। ଯେଉଁ ଘରେ ଗୃହର ଲକ୍ଷ୍ମୀ ପ୍ରସନ୍ନ ଓ ଖୁସି ରୁହନ୍ତି ସେଠାରେ ଦେବୀ ଲକ୍ଷ୍ମୀଙ୍କ କୃପା ସର୍ବଦା ରହିଥାଏ। ମା’ଙ୍କ କୃପା ପ୍ରାପ୍ତି ପାଇଁ ୪ଟି ଜିନିଷକୁ ପତି ନିଜ ପତ୍ନୀଙ୍କୁ…

ଗୃହ ବିଭାଗ ବରିଷ୍ଠଙ୍କ ଅଧିକାରୀଙ୍କ ବିରୁଦ୍ଧରେ ମେଳି

ଭୁବନେଶ୍ୱର : ଗୃହ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ବିରୁଦ୍ଧରେ କର୍ମଚାରୀମାନେ ମେଳି ହେବାରେ ଲାଗିଛନ୍ତି । ଏହି ବରିଷ୍ଠ ଅଧିକାରୀ ଜଣଙ୍କ ପଦୋନ୍ନତି ଓ ବଦଳି ଫାଇଲକୁ ଉଦ୍ଦେଶ୍ୟମୂଳକ ଭାବେ ପକାଇ ରଖିବା ସହିତ ଗୋଟିଏ ନିର୍ଦ୍ଧିଷ୍ଟ ବର୍ଗର କର୍ମଚାରୀଙ୍କୁ ସୁହାଇଲା ଭଳି କାର୍ଯ୍ୟ କରୁଥବା…

ବିଏମ୍ ସ୍କୁଲ ଉଚ୍ଛେଦକୁ ନେଇ ଦ୍ୱନ୍ଦ୍ୱ

ଭୁବନେଶ୍ୱର : ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପରି ଭୁବନେଶ୍ୱରରେ ଲିଙ୍ଗରାଜ ମନ୍ଦିରର ପାରିପାଶ୍ୱର୍ିକ ବିକାଶ ପାଇଁ ବିସ୍ତୃତ ବ୍ଲୁପ୍ରିଂଟ ପ୍ରସ୍ତୁତ ହୋଇଛି । ଐତିହ୍ୟ ସମ୍ପନ୍ନ ଏକାମ୍ର କ୍ଷେତ୍ରର ବିକାଶ ସହ ଏହାକୁ ନୂଆ ରୂପରେ ରୂପାନ୍ତରିତ କରାଯିବ । ଏହି ପ୍ରକ୍ରିୟାରେ କିଛି ଉଠା ଓ ସ୍ଥାୟୀ…

୨୨ରେ ରବୀନ୍ଦ୍ର ମଣ୍ଡପରେ କଣ୍ଠଶିଳ୍ପୀ ସୁନିଲଙ୍କ କାର୍ଯ୍ୟକ୍ରମ

ଭୁବନେଶ୍ୱର : ବଲିଉଡରେ ପ୍ରସିଦ୍ଧି ଅର୍ଜନ କରିଥିବା ଓଡ଼ିଆ କଣ୍ଠଶିଳ୍ପୀ ସୁନିଲ ପରିଡା ଆସନ୍ତା ୨୨ତାରିଖରେ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପରେ, ବାଣୀବିହାରର ୧୯୮୬ - ୮୮ ବ୍ୟାଚ ପକ୍ଷରୁ ଆୟୋଜିତ ହେଉଥିବା ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦାନ କରି ନିଜ ଟ୍ରୁପ ସହ ସଂଗୀତ ପରିବେଷଣ କରିବେ ।…

ଆଜି ଆପଣଙ୍କ ରାଶି କଣ କହୁଛି, ଆସନ୍ତୁ ଜାଣିବା

ମେଷ ସାମଗ୍ରିକ ଦୃଷ୍ଟିକୋଣରୁ ଦିନଟି ବହୁତ ଭଲ, ଏପରିକି ଆପଣ ସକାଳୁ ସକାଳୁ କୌଣସି ଶୁଭଖବର ପାଇ ଖୁସି ହେବେ ଶନିକ୍ଷେତ୍ରସ୍ଥ ଶୁକ୍ର ଯୋଗୁ କାର୍ଯ୍ୟଗୁଡ଼ିକ ତ୍ୱରାନ୍ବିତ ହେବା ବଦଳରେ ଆକସ୍ମିକ ସମସ୍ୟା ହେତୁ ହଠାତ୍‌ ଅଟକି ରହିଯାଇପାରେ । ଶିଳ୍ପ, ବାଣିଜ୍ୟ ଓ ରାଜନୀତିରେ ଚେଷ୍ଟା…

ଗଣେଶଙ୍କ ପୂଜାରେ କାହିଁକି ବ୍ୟବହାର ହୁଏ ନାହିଁ ତୁଳସୀ

ସ୍ୱାଧିକାର ନ୍ୟୁଜ() ସାଧାରଣରେ ଆମେ ସମସ୍ତ ଭଗବାନଙ୍କୁ ପୂଜା କରିବା ପୂର୍ବରୁ ଗଣେଶଙ୍କୁ ପ୍ରଥମେ ପୂଜା କରିଥାଉ । ହେଲେ ଆପଣ କେବେ ଭାବିଛନ୍ତି କାହିଁକି ଗଣେଶଙ୍କ ପାଖରେ ତୁଳସୀ ପୂଜା କରାଯାଏ ନାହିଁ । ତେବେ ଆସନ୍ତୁ ଜାଣିବା ପ୍ରକୃତ କାରଣ... ଏକଦା ଗଣେଶ ଧ୍ୟାନମଗ୍ନ ଥିବାବେଳେ ଦେବୀ…

ଝାଡ଼ଖଣ୍ଡରୁ ଆସିଲା ଏକଜିଟ୍ ପୋଲ : ୟୁପିଏ ଆଗରେ- କମିପାରେ ବିଜେପି

ଝାଡ଼ଖଣ୍ଡ : ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ମତଦାନ ଶେଷ ପରେ ଏକଜିଟ୍ ପୋଲ ଆସିଛି। ଆଇଏଏନଏସ- ସି ଭୋଟର- ଏବିପି ଏକଜିଟ୍‌ ପୋଲରେ କଡ଼ା ମୁକାବିଲାର ଚିତ୍ର ଆସୁଛି। କଂଗ୍ରେସ-ଜେଏମଏମ ଏବଂ ଆରଜେଡିକୁ ନେଇ ଗଠିତ ୟୁପିଏ ମେଣ୍ଟ ୩୧ରୁ୩୯ ଆସନ ପାଇବ ବୋଲି ବୁଥ୍‌ ବାହୁଡ଼ା ମତ କହୁଛି। ରାଜ୍ୟରେ…

ଜୀବନରୁ ମାରିଦେବାକୁ ଧମକ ଦେଇ ଦୁଷ୍କର୍ମ

ନୂଆପଡା : ଜୀବନରୁ ମାରିଦେବାକୁ ଧମକ ଦେଇ ଦୁଷ୍କର୍ମ ଅଭିଯୋଗ। ନୂଆପଡା ଜିଲ୍ଲା ଖଡିଆଳ ଥାନାର ଜଣେ ଯୁବତୀଙ୍କୁ ସେହି ଗାଁର ଜଣେ ଯୁବକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ରାତିରେ ଯୁବତୀ ଜଣଙ୍କ ଶୌଚ ହେବାକୁ ଯାଇଥିବା ବେଳେ ଆଶିଷ ବଳପୂର୍ବକ ଟେକି ନେଇ ନିଜ ଦୋକାନ ଘରର କ୍ୟାବିନ ଭିତରେ…

ନମ୍ବର ୱାନ ସିଡେଡ୍ ତାରା ଶାହଙ୍କର ଜବରଦସ୍ତ ପ୍ରଦର୍ଶନ ସହ ସେମିଫାଇନାଲରେ ପ୍ରବେଶ

ଓଡ଼ିଶାର ଆୟୂଶ ପଟ୍ଟନାୟକ ଏବଂ କର୍ଣ୍ଣାଟକର ସୁହାଷଙ୍କ ମିଳିତ ଯୋଡ଼ି ଓଡ଼ିଶାର ଆୟୁଷ ଦାଶ ଓ ପାର୍ଥସାରଥୀ ମିଶ୍ରଙ୍କୁ ହରାଇ କ୍ୱାଟରଫାଇନାଲରେ ପ୍ରବେଶ ଭୁବନେଶ୍ୱର : ଏସିଆ ଜୁନିୟର ୧୫ ବର୍ଷରୁ କମ୍ ବାଳିବା ରନର୍ଅପ୍ ତାରା ଶାହ ସ୍ଥାନୀୟ ପୂର୍ବତଟ ରେଳବାଇ ଇଣ୍ଡୋର ଷ୍ଟାଡିୟମ ଠାରେ ଚାଲିଥିବା…

ଜିଲ୍ଲା ପାଇଁ ବିଜେପି ସଭାପତି ଘୋଷଣା

ଭୁବନେଶ୍ୱର() ୩୪ଟି ସାଂଗଠନିକ ଜିଲ୍ଲା ପାଇଁ ବିଜେପି ସଭାପତି ଘୋଷଣା ହୋଇଛି । ୪ ବିଧାୟକ ଓ ୨ ପୂର୍ବତନ ବିଧାୟକଙ୍କୁ ମିଳିଲା ଜିଲ୍ଲା ସଭାପତି ପଦ । ୨ ସଭାପତି ପଦ ବଜାୟ ରଖିଲେ,୩୨ରେ ନୂଆ ମୂହଁ ରହିଛି । ସେପଟେ ଭୁବନେଶର ଓ କଳାହାଣ୍ଡି ଜିଲ୍ଲା ସଭାପତି ଘୋଷଣା ହୋଇନାହିଁ ।…