ଓଡ଼ିଶାରେ କ୍ରିକେଟ୍ ଫିଭର, ଫ୍ୟାନ୍ଙ୍କୁ ନିରାଶ କଲେ ଖେଳାଳି
ଭୁବନେଶ୍ୱର : ଦିନକ ପରେ ବାରବାଟୀ ଦିନିକିଆ ମ୍ୟାଚ୍ । ସାରା ରାଜ୍ୟ ଯେମିତି ଏବେ କ୍ରିକେଟ୍ ଜ୍ୱରରେ ପୀଡ଼ିତ । ମାନେ ସମସ୍ତଙ୍କୁ ଘାରିଛି କ୍ରିକେଟ୍ ଫିଭର । କାରଣ ଉତ୍କଣ୍ଠାର ସମୟ ପାଖେଇ ଆସୁଛି ଏବଂ ଭାରତ ଏବଂ େଓ୍ଵଷ୍ଟଇଣ୍ଡିଜ୍ ଖେଳାଳିମାନେ କାଲିଠାରୁ ଆସି ଭୁବନେଶ୍ୱରରେ ଡେରା ପକାଇ…
