Odia News Portal
Yearly Archives

2019

ଟ୍ରାଫିକ ନିୟମ ୩ମାସ କୋହଳ କଲେ ମୁଖ୍ୟମନ୍ତ୍ରୀ

କାଗଜପତ୍ର ପ୍ରସ୍ତୁତ କରିବାକୁ ବ୍ୟାପକ ସଚେତନତା କର ଭୁବନେଶ୍ବର () ନିକଟରେ କେନ୍ଦ୍ର ସରକାରଙ୍କ ଦ୍ବାରା ମୋଟର ଯାନ ଆଇନରେ ସଂଶୋଧନ ପରେ ଲାଗୁ ହୋଇଥିବା ଫାଇନ ବ୍ୟବସ୍ଥାରେ ରାଜ୍ୟର ବିଭିନ୍ନ ସ୍ଥାନ ବିଶେଷ କରି ଭୁବନେଶ୍ବରରେ ସୃଷ୍ଟି ହେଉତିବା ଜନ ଅଶନ୍ତୋଷକୁ ନେଇ ମୁଖ୍ୟମନ୍ତ୍ରୀ ଉଦବେଗ…

ଆପୋଲୋର ପଞ୍ଜୀକରଣ ରଦ୍ଦ ହେବ

ଭୁବନେଶ୍ବର ()  ଅଡୁଆରେ ଘରୋଇ ଘରୋଇ ହସପିଟାଲ ଆପୋଲୋ ।ବେଆଇନ କିଡନି ପ୍ରତିରୋପଣ ମାମଲାରେ  ଜାତୀୟ ମାନବାଧିକାର କମିସନ ଆପୋଲୋ ହସପିଟାଲ  ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଏହି ମାମଲାରେ ପୀଡ଼ିତଙ୍କୁ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଏନ୍ଏଚ୍ଆର୍ସି ନିର୍ଦ୍ଦେଶ ଦେଇଛନ୍ତି।…

ବ୍ଲାକ୍‌ମେଲ କରି ଲୁଟିନେଲେ ୨୦ ଲକ୍ଷ ଟଙ୍କା ଓ ସାମଗ୍ରୀ

ବାଣପୁର : ସମ୍ପର୍କ ସୃଷ୍ଟି କରି ମହିଳାଙ୍କ ମନରେ ବିଶ୍ୱାସ ଜନ୍ମାଇଲେ । ପରେ ନିଶା ଦେଇ ଆପତ୍ତିଜନକ ଫଟୋ ଓ ଭିଡିଓ ସୁଟ କରିଲେ । ଏହି ଫଟୋ ଓ ଭିଡିଓ ଭାଇରାଲ କରିଦେବା ବ୍ଲାକ୍‌ମେଲ କରି ମହିଳାଙ୍କଠାରୁ ଲୁଟିନେଲେ ୨୦ ଲକ୍ଷରୁ ଅଧିକ ଟଙ୍କା ଓ ସାମଗ୍ରୀ । ଏପରି ଏକ ଚାଞ୍ଚଲ୍ୟକର ଘଟଣାରେ…

ରୋଡ଼୍‌ ରୋମିଓଙ୍କୁ ଉତ୍ତମ ମଧ୍ୟମ, କମେଣ୍ଟ ମାରିବାରୁ ଛେଚିଲେ ଯୁବତୀ

ଭୁବନେଶ୍ୱର : କିଛି ଦିନ ରାଜଧାନୀ ଭୁବନେଶ୍ୱରରେ ରୋଡ୍‌ ରୋମିଓ ସାଜି ସ୍ମାର୍ଟ ଦେଖାଉଥିବା ଯୁବକଙ୍କୁ ଉଚିତ ଶିକ୍ଷା ଦେଇଛନ୍ତି ଯୁବତୀ । ଜଣେ ଯୁବତୀଙ୍କୁ ପିଛା କରିବା ଏବଂ କମେଣ୍ଟ ମାରିବା ଦୁଇ ଜଣ ଯୁବକଙ୍କ ପାଇଁ ଭାରି ପଡ଼ିଛି । ଶେଷରେ ସ୍ଥାନୀୟ ଲୋକ ଓ ଯୁବତୀ ମିଶି ଭଲି କରି ଉତ୍ତର…

ଆସନ୍ତୁ ଜାଣିବା କ’ଣ ପାଇଁ ଖାସ ହେବ ଏହି ଫିଲ୍ମ

ବମ୍ବେ : ଆଫଗାନ ଓ ମରାଠା ଯୋଦ୍ଧାଙ୍କ ମଧ୍ୟରେ ହୋଇଥିବା ତୃତୀୟ ପାନିପତ୍ ଯୁଦ୍ଧକୁ କେନ୍ଦ୍ର କରି ନିର୍ମାଣାଧୀନ ଫିଲ୍ମ ‘ପାନିପତ୍ ’ ଏବେ ବଲିଉଡର ସବୁଠୁ ଚର୍ଚ୍ଚିତ ପ୍ରକଳ୍ପ ମଧ୍ୟରେ ଅନ୍ୟତମ । ଭିଜନ ୱାର୍ଲଡ ଫିଲ୍ମସର ମାଲିକ  ରୋହିତ ଶୋଲତକର ଏହି ଫିଲ୍ମର ପ୍ରଯୋଜନା କରୁଛନ୍ତି।ତେବେ ଆସନ୍ତୁ…

ଗୋଟିଏ ଜୁଇରେ ଜଳିଲା ସ୍ୱାମୀ-ସ୍ତ୍ରୀଙ୍କ ଚିତା

ନୟାଗଡ଼ : ଗୋଟିଏ ଜୁଇରେ ଜଳିଲା ସ୍ୱାମୀ-ସ୍ତ୍ରୀଙ୍କ ଚିତା । ଏଭଳି ଅଭବନୀୟ ଘଟଣା ଘଟିଛି ନୟାଗଡ଼ ଜିଲ୍ଲାରେ । ମୃତକମାନେ ହେଲେ ବାଉଁସିଆପଡ଼ା ଗାଁର ଅଇଁଠା ନାୟକ ଓ ତାଙ୍କ ପତ୍ନୀ ସୁକୁରି ନାୟକ । ଅସୁସ୍ଥତା ଯୋଗୁ ସୁକୁରି ନୟାଗଡ଼ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଏତିକିବେଳେ ସ୍ୱାମୀଙ୍କର…

ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ଶତପଥୀଙ୍କ ପରଲୋକ

ଭୁବନେଶ୍ବର : ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ଶତପଥୀ ଆଉ ନାହାନ୍ତି । ରବିବାର ବିଳମ୍ବିତ ରାତିରେ ତାଙ୍କର ପରଲୋକ ଘଟିଥିବା ଜଣା ପଡିଛି । ସେ ବିଜନେସ ଷ୍ଟଣ୍ଡାର୍ଡର ରେସିଡେଣ୍ଟ ଏଡିଟର ଭାବେ କାର୍ଯ୍ୟ କରୁଥିଲେ । ଜଣେ ବରିଷ୍ଠ ଗଣମାଧ୍ୟମ ବ୍ୟକ୍ତିତ୍ବ ଭାବେ ସେ ବିଭିନ୍ନ ଟେଲିଭିଜନ ଚାନେଲରେ…

ନେତାଙ୍କ କନ୍ଦଳ ଯୋଗୁଁ ଓସା ହାଉସ୍‍ ଏବେ ଭୂତକୋଠି

ଭୁବନେଶ୍ୱର : ରାଜ୍ୟର ସବୁଠାରୁ ଶକ୍ତିଶାଳୀ କର୍ମଚାରୀ ସଂଗଠନ କୁହାଯାଉଥିବା ଓଡିଶା ସଚିବାଳୟ ସେବା ସଂଘ (ଓସା)ର ଭବନ ଏବେ ଭୂତକୋଠି । ମୁଖ୍ୟ ଫାଟକରେ ତାଲା ପଡିଥିବାବେଳେ ଭିତରେ ଘାସ ବଣ । ପୁରୁଣା କି ନୂଆ କର୍ମଚାରୀ କେହି ଏଠାରେ ପାଦ ପକାଉ ନାହାନ୍ତି । ସଂଘ ନେତାଙ୍କ ମଧ୍ୟରେ ଗଣ୍ଡଗୋଳ…

ବିଭିନ୍ନ ସମସ୍ୟାରୁ ଦୂରେଇ ରଖେ ଖଜୁରୀ ପାଣି, ଆସନ୍ତୁ ଜାଣିବା ..

ଶରୀରକୁ ସୁସ୍ଥ ରଖିବା ପାଇଁ ଖଜୁରୀର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ । ପ୍ରତିଦିନ ସକାଳେ ଅଧାକପ୍‌ ଖଜୁରୀ ପାଣି ପିଇଲେ ଅନେକ ଉପକାର ମିଳିଥାଏ । ଏହା ଡାଇବେଟିସ୍‌ ରୋଗରୁ ଦୂରେଇ ରଖେ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି। ଖଜୁରୀ ପାଣି ରକ୍ତ ଶର୍କରାସ୍ତରକୁ ନିୟନ୍ତ୍ରିତ କରିଥାଏ। ବ୍ଲଡ଼…

ନୂଆ ରିଲିଜ୍‍ ତାରିଖ ସହ ସାମ୍ନାକୁ ଆସିଲା ‘ମରଜାୱାଁ’ର ଆଉ ଏକ ପୋଷ୍ଟର

ମୁମ୍ବଇ : ରିତେଶ ଦେଶମୁଖ ଓ ସିଦ୍ଧାର୍ଥ ମାଲହୋତ୍ରାଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ର ‘ମରଜାୱାଁ’ର ପରିବର୍ତ୍ତିତ ରିଲିଜ୍‍ ତାରିଖ ସହ ନୂଆ ପୋଷ୍ଟର ଶୁକ୍ରବାର ସାମ୍ନାକୁ ଆସିଛି। ଏହି ଚଳଚ୍ଚିତ୍ର ଚଳିତ ବର୍ଷ ୮ ନଭେମ୍ବରରେ ପରଦାକୁ ଆସିବ। ପୂର୍ବରୁ ଏହା ୨୨ ନଭେମ୍ବରରେ ମୁକ୍ତିଲାଭ କରିବାର…