Odia News Portal
Yearly Archives

2019

ସିନିୟର ମହିଳା ଫୁଟବଲ ଟିମ୍‌ରେ କିସ୍‌ ଛାତ୍ରୀ ସଞ୍ଜୁକ୍ତା

ଭୁବନେଶ୍ୱର : ଓଡ଼ିଶା ସିନିୟର ମହିଳା ଫୁଟବଲ ଟିମ୍‌ରେ କିସ୍‌ ଛାତ୍ରୀ ସଞ୍ଜୁକ୍ତା ତିର୍କି । ଭାରତୀୟ ଟିମରେ ଗୋଲକିପର ଭାବେ ଖେଳିବାକୁ ସଞ୍ଜୁକ୍ତା ମନୋନୀତ ହୋଇଛନ୍ତି । ଅରୁଣାଚଳ ପ୍ରଦେଶରେ ହେବାକୁ ଥିବା ୨୫ତମ ମହିଳା ଫୁଟବଲ ଚାମ୍ପିୟନସିପ୍‌ରେ ସେ ଭାଗ ନେବେ । ୧୦ରୁ ୨୪ ସେପ୍ଟେମ୍ବର…

ଡେଟିଂରୁ ସବୁବେଳେ ନିଜକୁ ଦୂରେଇ ରଖନ୍ତି, ଏହି ୭ ପ୍ରକାରର ଝିଅଙ୍କୁ ପସନ୍ଦ କରନ୍ତିନି ପୁଅ

ବିନା ସର୍ତ୍ତରେ ଯିଏ ଆପଣଙ୍କୁ ପ୍ରେମ କରୁଛି, ସେହି ବ୍ୟକ୍ତିଙ୍କ ସହ ସମ୍ପର୍କରେ ରହିବା ଜୀବନର ସବୁଠାରୁ ସୁନ୍ଦର ଉପହାର। କିନ୍ତୁ କେବେ କେବେ ଦେଖାଯାଏ କି, ଛୋଟମୋଟ ଘଟଣାକୁ ନେଇ ଅନେକ ପ୍ରେମିକ-ପ୍ରେମିକାଙ୍କ ଭିତରେ ମତାନ୍ତର, ମନାନ୍ତର ଘଟେ, ଯାହାକି ସମ୍ପର୍କରେ ତିକ୍ତତା ଆଣିବାରେ ଏକ…

ଯଦି କୌଣସି ଯୁବକ କିମ୍ବା ଯୁବତୀ ଆପଣଙ୍କୁ ପସନ୍ଦ ନ ଆସେ, ତା’ହେଲେ ଏପରି କୁହନ୍ତି ନିଜର ମନର କଥା

ଜୀବନରେ ଆମେ ଅନେକ ଲୋକଙ୍କ ସହ ମିଶିଥାଉ। ପ୍ରତ୍ୟେକ ଲୋକଙ୍କ ପାଇଁ ଆମ ଭାବନା ଅଲଗା ଅଲଗା ହୋଇଥାଏ। କେବେ କେବେ ଏପରି ହୋଇଥାଏ ଯେ ଆମେ ଯାହାଙ୍କ ସହିତ ମିଶାମିଶି କରୁ, ସେମାନେ ଆମକୁ ପସନ୍ଦ ଆସି ନ ଥାଆନ୍ତି। ହେଲେ ଆମେ ସେମାନଙ୍କୁ ସିଧାସଳଖ କିଛି କହିପାରୁ ନ ଥାଉ। ଯଦି କୌଣସି ଯୁବକ କିମ୍ବା…

ବୋଲ୍ଡ ଡ୍ରେସ୍‌ ପାଇଁ ଟ୍ରୋଲ୍‌ ହେଲେ ରାକ୍ଷୀ, ସେୟାର କଲେ ଭିଡ଼ିଓ

ବମ୍ବେ : ପୁଣି ଥରେ ଚର୍ଚ୍ଚାର ପରିସରକୁ ଆସଛନ୍ତି ଆଇଟମ୍‌ ଗାର୍ଲ ରାକ୍ଷୀ ସାଓ୍ଵନ୍ତ। ଏଥରକ କଥାବାର୍ତ୍ତାକୁ ନେଇ ନୁହେଁ ବରଂ ବୋଲ୍ଡ ଡ୍ରେସ୍‌ ପାଇଁ ରାକ୍ଷୀଙ୍କୁ ଟ୍ରୋଲ୍‌ ହେବାକୁ ପଡ଼ିଛି। ରାକ୍ଷୀ ସାଓ୍ଵନ୍ତଙ୍କ ନୂଆ ଭିଡ଼ିଓ ସଙ୍ଗ୍‌ ଛପନ ଛୁରୀ ରିଲିଜ୍‌ ହୋଇଛି। ଏହି ଡ୍ୟାନ୍ସ ଭିଡ଼ିଓକୁ…

ସାମାନ୍ୟ ଭୁଲ ପାଇଁ ସାଙ୍ଗମାନଙ୍କ ଆଗରେ ହ୍ରିତିକ୍‌ଙ୍କୁ ମାରିଥିଲେ ବାପା, ଜାଣନ୍ତୁ କାହିଁକି

ବମ୍ବେ  : ହ୍ରିତିକ୍‌ ରୋଶନ୍‌ଙ୍କ ସହ ତାଙ୍କ ବାପା ରାକେସ ରୋଶନ୍‌ଙ୍କ ଭଲପାଇବା ଅତି ନିବିଡ। ପରସ୍ପର ଦୁହେଁ ଦୁହିଁଙ୍କର ଅତି କ୍ଲୋଜ୍‌ ମଧ୍ୟ। ଛୋଟ ବେଳୁ ଆରମ୍ଭ କରି ବର୍ତ୍ତମାନ ପଯ୍ୟର୍ନ୍ତ ଏ ପରି କିଛି ଛୋଟ ଛୋଟ କାହାଣୀ ରହିଛି ଯାହା ତାଙ୍କୁ ତାଙ୍କ ପିଲାବେଳ ମନେପକାଇଦେଇଥାଏ। ଯେପରି ଥରେ…

ଗୁଗଲ ଉପରେ ଲାଗିଲା ଜରିମନା ! ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ : ବିଶ୍ୱର ସବୁଠାରୁ ବଡ ଟେକ୍‌ କମ୍ପାନୀ ଗୁଗଲ ଉପରେ ଆମେରିକାର ଫେଡେରାଲ କମିଶନ ୧୨.୨୪ଲକ୍ଷ କୋଟି ଟଙ୍କା ଜରିମନା ଲଗାଇଛନ୍ତି। କମ୍ପାନୀ ଉପରେ ଅଭିଯୋଗ ହୋଇଛି କି, ଏହାର ସହଯୋଗୀ ଏବଂ ଭିଡିଓ ସେୟାରିଙ୍ଗ କମ୍ପାନୀ ୟୁଟ୍ୟୁବ୍‌ ବେଆଇନ୍‌ ଭାବେ ଛୁଆମାନଙ୍କର ଡାଟା ଏକାଠି କରିଥିଲା।…

ଆଜି ଆପଣଙ୍କ ରାଶି କ’ଣ କହୁଛି, ଆସନ୍ତୁ ଜାଣିବା ..

ମେଷ - ଆଜି ଶନି ଓ କେତୁଙ୍କ ସହ ଆପଣଙ୍କୁ ଚନ୍ଦ୍ର ପ୍ରତ୍ୟେକ କ୍ଷେତ୍ରରେ କିଛିଟା ଦ୍ୱନ୍ଦ୍ୱ ଓ ଆଶା ଆଶଙ୍କା ମଧ୍ୟରେ ଅସ୍ଥିରତା ସୃଷ୍ଟି କରିବ । ବନ୍ଧୁଙ୍କ ସହ ସହାନୁଭୂତିମୂଳକ ଆଲୋଚନା ମାଧ୍ୟମରେ ପରିବାରରେ ଶାନ୍ତି ଫେରି ଆସିବା ଆଶା କାରଯାଇପାରେ ।ଈର୍ଷାପରାୟଣ ପୂର୍ବକ ନିଜ ଲୋକମାନେ…

‘ଡଟର ଅଫ ଦ ନେଶନ’ ସମ୍ମାନରେ ସମ୍ମାନିତ ହେବେ ଲତା

ନୂଆଦିଲ୍ଲୀ ()   ଲତା ମଙ୍ଗେସକରଙ୍କ ଗୀତ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥାଏ। ତାଙ୍କ ସଙ୍ଗୀତର ଚର୍ଚ୍ଚା ସାରା ବିଶ୍ୱରେ ରହିଛି। ଆସନ୍ତା ୨୮ରେ ୯୦ତମ ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ଡଟର ଅଫ ଦ ନେଶନ’ ସମ୍ମାନରେ ଲତାଙ୍କୁ ସମ୍ମାନିତ କରିବେ। ତାଙ୍କୁ ସମ୍ମାନିତ କରିବା…

ଉଚ୍ଛେଦ ପରେ ବଡଦାଣ୍ଡର ଦୃଶ୍ୟ , ଦେଖନ୍ତୁ

ଉଚ୍ଛେଦ ପରେ ଏବେ ସୁନ୍ଦର ଦିଶୁଛି ଶ୍ରୀକ୍ଷେତ୍ର । ଜଗନ୍ନାଥ ମନ୍ଦିରର ଏଭଳି ସୁନ୍ଦରତା ହୁଏତ ପୂର୍ବରୁ କେବେ ଦେଖିନଥିବେ । ଦେଖନ୍ତୁ 1- ଉଚ୍ଛେଦ ପରେ ଶ୍ରୀକ୍ଷେତ୍ର 2- ବଡଦାଣ୍ଡ ଆଉ ବଡମନ୍ଦିର

ଇସ୍ତଫା ଦେଲେ ଆଉ ଜଣେ ଆଇଏସ ଅଫିସର

ଭୁବନେଶ୍ବର () ଦକ୍ଷୀଣ କାଣ୍ଡିର ଉପ-କମିଶନର ଏସ.ଶଶିକାନ୍ତ ସେନଥିଲ ଆଜି ଆଇଏସ ଚାକିରିରୁ ଇସ୍ତଫା ଦେଇଛନ୍ତି । ଭାରତୀୟ ପ୍ରଶାସନିକ ସେବାରୁ ଇସ୍ତଫା ନେଇଥିବା ଏହି ଅଧିକାରୀ ଏକ ଖୋଲା ଚିଠିରେ ଲେଖିଛନ୍ତି ଯେ, ଅସାମ୍ବିଧାନିକ ଭାବେ ଗଣତନ୍ତ୍ରର ସାମ୍ବିଧିକ ବ୍ୟବସ୍ଥା ସହ ସାଲିସ କରି ହେବନି ।…