Odia News Portal
Yearly Archives

2019

ପ୍ରତିଦିନ ଖାଆନ୍ତୁ କେବଳ ଗୋଟିଏ କଦଳୀ, ମିଳିବ ଅନେକ ଫାଇଦା

ଭିଟାମିନ, ପ୍ରୋଟିନ୍‌,ପୋଟାସିୟମ,ଫାଇବର,ଫଲିକ୍‌ ଏସିଡ଼୍‍ ଏବଂ ଅନ୍ୟ ପୋଷକ ତତ୍ତ୍ୱରେ ଭରପୂର ଥିବା କଦଳୀ ସବୁ ରୁତୁରେ ଖୁବ୍‌ ସହଜରେ ମିଳି ଯାଇଥାଏ । କିନ୍ତୁ ଆପଣ ଜାଣିଛନ୍ତି କି ପ୍ରତିଦିନ ଗୋଟିଏ କଦଳୀ ଖାଇବା ଦ୍ୱାରା ଶରୀରର ଅନେକ ସମସ୍ୟା ଖୁବ୍‌ ସହଜରେ ଦୂର ହେବା ସହ କୌଣସି ଶାରୀରିକ…

ଆଣିଥିଲେ ଅପରାଜିତା : ଛାଡୁ ନାହିଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ

ଭୁବନେଶ୍ୱର : ମାମଲା ବୋଝ ହ୍ରାସରେ ସାହାଯ୍ୟ ପାଇଁ ତକ୍ରାଳୀନ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ଅପରାଜିତା ଷଡଙ୍ଗୀ ଚାରିଜଣ ହାଇସ୍କୁଲ କିରାଣୀଙ୍କୁ ଆଣି ସଚିବାଳୟରେ ବସାଇଥିଲେ । ଏମାନେ ମାମଲା ହ୍ରାସ ପାଇଁ ହେଉଥିବା କସରତରେ ବିଭାଗୀୟ ଅଧିକାରୀଙ୍କୁ ସାହାଯ୍ୟ କଲେ । ମାମଲା ବୋଝ କମିବାପରେ…

ଆଜି ଆପଣଙ୍କ ରାଶି କଣ କହୁଛି, ଆସନ୍ତୁ ଜାଣିବା

ମେଷ ଷଷ୍ଠସ୍ଥ ଚନ୍ଦ୍ର ଯୋଗୁ ଖର୍ଚ୍ଚଭାରର ଆଧିକ୍ୟ, ପୁରାତନ ରୋଗପୀଡା, ପୂର୍ବ ଶତ୍ରୁତା, ପିଲାମାନଙ୍କ ସମ୍ବନ୍ଧୀୟ ଥିବା ଦୁଶ୍ଚିନ୍ତା ସମ୍ପର୍କରେ ଚିନ୍ତିତ ରହିବେ। ଯେଊଁ କାମ କରନ୍ତୁନା କାହିଁକି, ଅବଶ୍ୟ ଠିକ୍‌ ସମୟରେ ସମ୍ପନ୍ନ ହେବା କଷ୍ଟକର ହୋଇପଡିବ। ଶିଳ୍ପ, ବାଣିଜ୍ୟ,…

ଏସିକନ୍ ୨୦୧୯ ଭୁବନେଶ୍ୱର ଉଦ୍ ଘାଟିତ

ଭୁବନେଶ୍ୱର : ଭୁବନେଶ୍ୱରର ସୋଆ (ଶିକ୍ଷା ଏବଂ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ) ଠାରେ ଏସିକନ୍ (ଦି ଆସୋସିଏସନ ଅଫ ସର୍ଜନ୍ସ ଅଫ ଇଣ୍ଡିଆ)ର ୭୯ତମ ସଂସ୍କରଣ ଉଦ୍ଘାଟିତ ହୋଇଯାଇଛି । ଏହି ଅବସରରେ ଇସ୍ରୋର ପୂର୍ବତନ ଅଧ୍ୟକ୍ଷ, ପଦ୍ମଶ୍ରୀ ଏ.ଏସ୍. କିରନ୍ କୁମାର ମୁଖ୍ୟ ଅତିଥିଭାବେ ଯୋଗ ଦେଇଛନ୍ତି ।…

ଶ୍ରୀକୃଷ୍ନଙ୍କ ବାଲ୍ୟ ବନ୍ଧୁ ହେବା ସତ୍ୱେ ସୁଦାମା କାହିଁକି ଦାରିଦ୍ର୍ୟ ଥିଲେ

ସ୍ୱାଧିକାର ନ୍ୟୁଜ() ଭଗବାନ ଶ୍ରୀକୃଷ୍ନ ତାଙ୍କର ଜ୍ୟେÂ ଭ୍ରାତା ବଳରାମ ଓ ସହପାଠୀ ସୁଦାମାଙ୍କ ସହିତ ସନ୍ଦିପନୀ ଋଷିଙ୍କ ଆଶ୍ରମରେ ରହି ବିଦ୍ୟାଧ୍ୟୟନ କରୁଥିଲେ । ଥରେ କୃଷ୍ନ ଏବଂ ବଳରାମ କାଠ ଆଣିବା ପାଇଁ ବଣକୁ ଯାଇଥିଲେ । କିଛି ସମୟ ପରେ ଋଷି ପତ୍ନୀ ସୁଦାମାଙ୍କୁ ମଧ୍ୟ ବଣକୁ ପଠାଇ ତିନି…

ବିକାଶ ଲାଗି ଅହିଂସା ମାର୍ଗକୁ ଆପଣାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

ଭୁବନେଶ୍ୱର () ଅହିଂସା ବିଶ୍ୱକୁ ଭାରତର ସବୁଠାରୁ ଶକ୍ତିଶାଳୀ ବାର୍ତ୍ତା । ଅହିଂସା ହିଁ ଆମ ସ୍ୱାଧିନତା ସଂଗ୍ରାମକୁ ବିଶ୍ୱର ସବୁ ସଂଗ୍ରାମ ଠାରୁ ନିଆରା କରିଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଆଜି ରାଷ୍ଟ୍ରପତି ଭବନରେ ଗାନ୍ଧିଜୀଙ୍କ ୧୫୦ ତମ ଜୟନ୍ତୀ ପାଳନ ନିମେନ୍ତ…

ଚାଷୀଙ୍କ ଆୟକୁ ଦ୍ଵିଗୁଣିତ କରିବା ପାଇଁ ଟାର୍ଗେଟ: କୃଷି ମନ୍ତ୍ରୀ

ଭୁବନେଶ୍ୱର() ଚାଷ ଓ ଚାଷୀଙ୍କ ଉନ୍ନତି ପାଇଁ ରାଜ୍ୟ ସରକାର ୨୦ଟି ଟାର୍ଗେଟ୍ କରିଛନ୍ତି। କୃଷି ବିଭାଗ ୫ଟି ଅଧିନକୁ ଆସିବା ପରେ ଟାର୍ଗେଟ୍ ସବୁ ଧାର୍ୟ୍ୟ କରାଯାଇଛି। ମୋ ସରକାର ସମ୍ପର୍କିତ କର୍ମଶାଲାରେ କୃଷି ମନ୍ତ୍ରୀ ଅରୁଣ ସାହୁ ଏନେଇ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି , ଏପ୍ରିଲ୍…

ସୋସିଆଲ ମିଡିଆରେ ନିଆଁ ଲଗାଉଛନ୍ତି ନିୟା , ଭିଡିଓ ଭାଇରାଲ

ମୁମ୍ବାଇ() ଚର୍ଚ୍ଚାରେ ଏସିଆର ସେକ୍ସିଏଷ୍ଟ ଓମ୍ୟାନ୍ ତଥା ଟିଭି ଅଭିନେତ୍ରୀ ନିୟା ଶର୍ମା । ନିଆଙ୍କ ପରିଧାନ ଶୈଳୀ ଖୁବ ନିଆରା।ତାଙ୍କୁ ଟିଭି ଇଣ୍ଡଷ୍ଟ୍ରିର ସବୁଠାରୁ ସେକ୍ସି ମହିଳା ବୋଲି କୁହାଯାଏ। https://www.instagram.com/p/B6KiB82F8Km/?utm_source=ig_web_copy_link…

ବାତିଲ ହେଲା ୧୯ ବିମାନ

ନୂଆଦିଲ୍ଲୀ() ନାଗରିକତ୍ୱ ସଂଶୋଧନ ଆଇନକୁ ନେଇ ଆଜି ପୁଣି ଦିଲ୍ଲୀରେ ଉତେଜନା ସୃଷ୍ଟି ହୋଇଛି । ବିକ୍ଷୋଭକାରୀ ବ୍ୟାପକ ଭଙ୍ଗାରୁଜା କରିବା ସହ ରାସ୍ତାରେ ଚଳାଚଳ କରୁଥିବା ଯାନବାହନରେ ନିଆଁ ଲଗାଇଥିବାର ଅଭିଯୋଗ ମିଳିଛି। ରାଜୀବ ଚୌକ ସମେତ ୨୦ଟି ମେଟ୍ରୋ ଷ୍ଟେସନ ବନ୍ଦ ରହିଛି। ଫଳରେ…

ହେଲମେଟ ନପିନ୍ଧି ଜରିମାନେ ଦେଲେ ଏହି ଅଭିନେତା

ଭୁବନେଶ୍ୱର() ଟ୍ରାଫିକ୍ ନିୟମ ଉଲ୍ଲଘଂନ ଅଭିଯୋଗରେ ଓଲିଉଡ୍ ଷ୍ଟାର ବାବୁସାନ । ବିନା ହେଲ୍ମେଟ୍ରେ ବାଇକ୍ ଚଲାଇ ୧୦୦୦ ଟଙ୍କାର ଜରିମାନେ ଦେଲେ ବାବୁସାନ । ହେଲ୍ମେଟ୍ରେ ନପିନ୍ଧ ବାଇକ୍ ଚଲାଉଥିବା ନେଇ ସୋଶାଲ୍ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଥିଲା। ଭିଡିଓଟି ସୋଶାଲ୍ ମିଡିଆରେ ଭାଇରାଲ…