ଖଣିଜ ପଦାର୍ଥର ବିନିଯୋଗ ଦ୍ୱାରା ନିଯୁକ୍ତି ବଢିବ : ବେଦାନ୍ତ
କଳାହାଣ୍ଡି : ଭାରତରେ ସର୍ବାଧିକ ଆଲୁମିନିୟମ ଉତ୍ପାଦନ କରୁଥିବା ବେଦାନ୍ତ ଅଲୁମିନିୟମର ସହାୟକ କମ୍ପାନୀ ବେଦାନ୍ତ ଲାଞ୍ଜିଗଡ ଗତ ସପ୍ତାହରେ ଭୁବନେଶ୍ୱରରେ ଇଣ୍ଡିଆନ ଚାମ୍ବର ଅଫ କମର୍ସ ଦ୍ୱାରା ଆୟୋଜିତ ଏଚ୍ଆର ଲିଡରସିପ ସମିଟ୍ ୨୦୧୯ ରେ ଅଂଶ ଗ୍ରହଣ କରିଥିଲା । କମ୍ପାନୀ ଅନୁସାରେ ଖଣିଜ…
