ରାଜ୍ୟ ବ୍ୟାଡ୍ ମିଣ୍ଟନ ଚାମ୍ପିୟନ୍ସିପ୍ ୨୦୧୯ ଉଦ୍ ଯାପିତ
ଭୁବନେଶ୍ୱର : ଓଡିଶା ସରକାରଙ୍କ କ୍ରୀଡା ଓ ଯୁବ ସେବା ବିଭାଗ ସହଭାଗୀତାରେ ଓଡିଶା ରାଜ୍ୟ ବ୍ୟାଡ୍ ମିଣ୍ଟନ ଆସୋସିଏସନ୍ ତରଫରୁ ଚଳିତ ମାସ ୨୮ ତାରିଖ ଠାରୁ ସେପ୍ଟେମ୍ବର ମାସ ୨ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ସ୍ଥିତ ଶହୀଦ ନଗର ଇଣ୍ଡୋର ଷ୍ଟାଡିୟମ୍ରେ ‘ରାଜ୍ୟ ବ୍ୟାଡ୍ ମିଣ୍ଟନ ଚାମ୍ପିୟନ୍ସିପ୍…
