Odia News Portal
Yearly Archives

2019

ନିର୍ଭୟା ମାମାଲା: ପବନ ଆବେଦନ ଖାରଜ

ନୁଆଦିଲ୍ଲୀ() ନିର୍ଭୟା ମାମଲାରେ ଦୋଷୀ ପବନ ଗୁପ୍ତାଙ୍କ ଆବେଦନ ଖାରଜ କଲେ କୋର୍ଟ । ପବନର ନାବାଳକ ଆବେଦନକୁ ଖାରଜ କଲେ ଦିଲ୍ଲୀ ହାଇକୋର୍ଟ । ସୂଚନ ଅନୁଯାୟୀ, ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ୬ ଅଭିଯୁକ୍ତଙ୍କ ସହ ସାମିଲ ଥିଲେ ପବନ । ହେଲେ ପବନ ନାବାଳକ ଥିବା ଦର୍ଶାଇ ପିଟିସନ…

ସବୁଜ ବଳୟରେ ହସିବ ଶ୍ରୀମନ୍ଦିର ଚାରିପାଖ

ପୁରୀ() ସବୁଜିମାରେ ସଜେଇ ହେଉଛି ଶ୍ରୀମନ୍ଦିର । ଚାରିପଟେ ଲାଗିବ ୧୫୦୦ରୁ ଉଦ୍ଧ୍ୱର୍ ଗଛ । ଆଜି ପଶ୍ଚିମ ଦ୍ୱାର ସମ୍ମୁଖରେ ଥିବା ଗୋଟିଏ ବ୍ୟବସାୟିକ ପ୍ରତିଷ୍ଠାନକୁ ଭାଙ୍ଗି ଦିଆଯାଇଥିବା ବେଳେ ଅନ୍ୟ ପଟେ ଗଡନ୍ତି ଛକରେ ଥିବା ବ୍ୟକ୍ତିଗତ ଘର ଓ ବ୍ୟବସାୟିକ ପ୍ରତିଷ୍ଠାନକୁ ଉଚ୍ଛେଦ କରାଯାଉଛି ।…

ଭୁବନେଶ୍ୱରରେ ଭାରତ-ୱେଷ୍ଟଇଣ୍ଡିଜ ଖେଳାଳି

ଭୁବନେଶ୍ୱର()  ଭାରତୀୟ ଦଳ ଓ ଭ୍ରମଣକାରୀ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ୩ୟ ଦିନିକିଆ ମ୍ୟାଚ୍ ଆସନ୍ତା ୨୨ ତାରିଖରେ କଟକର ଐତିହାସିକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ। ଏଥିନେଇ ଉଭୟ ଦଳର ଖେଳାଳିମାନେ ଗୁରୁବାର ଅପରାହ୍ନ ୧୨.୫୦ରେ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିଛନ୍ତି। କଡା…

ପୁରୀ ସ୍ୱର୍ଗଦ୍ୱାରରୁ ହଟିଲା ବିଜୁ ବାବୁଙ୍କ ସ୍ମୃତିସ୍ଥଳ

ପୁରୀ()  ପୁରୀ ସ୍ୱର୍ଗଦ୍ୱାରରୁ ହଟିଲା ବିଜୁ ବାବୁଙ୍କ ସ୍ମୃତିସ୍ଥଳ। ସ୍ୱର୍ଗଦ୍ୱାର ଉନ୍ନତିକରଣ କାର୍ଯ୍ୟ ପାଇଁ ହେଲା ଉଚ୍ଛେଦ। ସ୍ମୃତିସ୍ଥଳ ହଟାଇବାକୁ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କାଲି ରାତିରେ ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଉଚ୍ଛେଦ କାର୍ଯ୍ୟ…

ଟାଫେର ଅଧ୍ୟକ୍ଷା ମଲ୍ଲିକା ଶ୍ରୀନିବାସନ ୟୁଏସଆଇବିସିର ଗ୍ଲୋବାଲ ବୋର୍ଡରେ ନିଯୁକ୍ତ

ଭୁବନେଶ୍ୱର : ଟ୍ରାକ୍ଟର ଆଣ୍ଡ ଫାର୍ମ ଇକ୍ୟୁପମେର ଅଧ୍ୟକ୍ଷା ମଲ୍ଲିକା ଶ୍ରୀନିବାସନଙ୍କୁ ଆମେରିକା ଚାମ୍ବର ଅଫ କମର୍ସର ୟୁଏସ-ଇଣ୍ଡିଆ ବିଜନେସ କାଉନସିଲ(ୟୁଏସଆଇବିସି)ର ଗ୍ଲୋବାଲ ବୋର୍ଡରେ ନିଯୁକ୍ତ କରାଯାଇଛି । ୟୁଏସଆଇବିସିର ୩୫ ସଦସ୍ୟ ବୋର୍ଡରେ ସିଇଓମାନଙ୍କର ଏବଂ ପରିଚାଳକମାନଙ୍କର ଏହି…

ଏସବୁ ସ୍ବପ୍ନ ଦେଖୁଛନ୍ତି କି ? ତେବେ ଖୁବ୍‌ଶୀଘ୍ର ହୋଇପାରେ ଆପଣଙ୍କ ବିବାହ

ସାଧାରଣତଃ ଅଧିକାଂଶ ସମୟରେ ଆମେ ଶୋଇବା ପରେ ସ୍ବପ୍ନ ଦେଖିଥାଉ। ହେଲେ ଖୁବକମ୍ ଲୋକ ଏ ବିଷୟରେ ଅବଗତ ଯେ ପ୍ରତ୍ୟେକ ସ୍ବପ୍ନର କିଛି ଅର୍ଥ ଥାଏ। ଅର୍ଥାତ୍ ଆମେ ଦେଖୁଥିବା ସ୍ବପ୍ନ ଆମକୁ କିଛି ନା କିଛି ସଙ୍କେତ ଦେଇଥାଏ। ସେହିପରି କିଛି ସ୍ବପ୍ନ ରହିଛି, ଯାହା ଖୁବ୍ଶୀଘ୍ର ବିବାହ ହେବାର ସଙ୍କେତ…

ଚର୍ବି ନିୟନ୍ତ୍ରଣ କରେ କାଜୁ 

ଡ୍ରାଏଫୁଡ଼ ତାଲିକାରେ ସର୍ବ ପ୍ରଥମେ ରହିଥାଏ କାଜୁ। ଏଥିରେ ଭରପୁର ମାତ୍ରାର ପ୍ରୋଟିନ, ଆଇରନ, ଫାଇବର, ମ୍ୟାଗ୍ନେସିୟମ, ଆଣ୍ଟି-ଅକ୍ସିଡ଼େଣ୍ଟ ଏବଂ ମିନେରାଲ ଆଦି ରହିଥାଏ। ଏହାର ସେବନ ଶରୀର ପ୍ରତି ଲାଭଦାୟକ ହୋଇଥାଏ। ଦିନକୁ ୨-୩ଟି କାଜୁ ଖାଇଲେ ଶରୀରରେ ଶକ୍ତି ବଢିଥାଏ। ଏଥିରେ ପ୍ରଚୁର…

୧୧୨ ଗ୍ରାମ୍ ବ୍ରାଉନସୁଗାର ଜବତ, ୫ ଗିରଫ

ଖୋର୍ଦ୍ଧା : କମିଶନରେଟ୍ ପୋଲିସର ଚଢାଉ । ୧୧୨ ଗ୍ରାମ ବ୍ରାଉନସୁଗାର ଜବତ ସହ ୫ ଗିରଫ। ଜଟଣୀ ପୋଲିସ, ଖଣ୍ଡଗିରି ପୋଲିସ ଓ କମିଶନରେଟ୍ ପୋଲିସର କୁଇକ୍ ଆକ୍ସନ ଟିମ ଆଇଗଣିଆ ଓ ଗଙ୍ଗପଡା ଟୋଲପ୍ଲାଜା ଅଞ୍ଚଳରେ ମିଳିତ ଭାବେ ଚଢାଉ କରିଥିଲା । ୧୧୨ ଗ୍ରାମର ବ୍ରାଉନ ସୁଗାର ଜବତ କରାଯାଇଛି ।…

‘ଆସ୍କ ମି ଏନିଥିଙ୍ଗ’ ବନାମ ‘ଆଇ ଆମ୍ ଡୁଇଙ୍ଗ ନଥିଙ୍ଗ’

ଭୁବନେଶ୍ୱର : କମିଶନରେଟ୍ ପୋଲିସର ରିଲ୍ ଓ ରିୟଲ ଲାଇଫ୍କୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା । ଗୋଟିଏପଟେ ହତ୍ୟା ପରେ ହତ୍ୟା ଖବର ଶୁଣି ରାଜଧାନୀବାସୀ ଥରହର ହୋଇ ଉଠୁଥିବାବେଳେ ଅନ୍ୟପଟେ ଟ୍ରାଫିକ୍ ଚେକିଂରେ ସୀମିତ  କମିଶନରେଟ୍ ପୋଲିସ । ଗୋଟିଏ ପଟେ ଲୁଟ୍, ରାହାଜାନୀ, ଦୁଷ୍କର୍ମ, ହତ୍ୟା…

ଆଜି ଆପଣଙ୍କ ରାଶି କଣ କହୁଛି, ଆସନ୍ତୁ ଜାଣିବା

ମେଷ ଦେବଗୁରୁଙ୍କ ଶୁଭଦୃଷ୍ଟିରୁ ଆଜିର ଆଲୋଚନା ଫଳପ୍ରଦ ହେବା ସହ କୌଣସି ସିଦ୍ଧାନ୍ତ ନେବାରେ ସମର୍ଥ ହେବେ । ପଡୋଶୀଙ୍କ ଅସହିଷ୍ଣୁ ମନୋଭାବରୁ ଟିକିଏ ଟିକିଏ କଥାରୁ କଳହ ଲାଗିବାର ସମ୍ଭାବନା ରହିଛି । ଶିଳ୍ପ, ବାଣିଜ୍ୟ, ପରିବହନ, ବ୍ୟବସାୟ, ନିର୍ମାଣ, ଆନୁଷ୍ଠାନିକ କାମ, ବିବାଦୀୟ…