Odia News Portal
Yearly Archives

2019

ଜିଲ୍ଲା ନେତାଙ୍କୁ ଟପିଗଲେ ଜିଲ୍ଲାପାଳ

କେନ୍ଦ୍ରାପଡା : ଦୁଇ ଦଶନ୍ଧି ଧରି ଶାସକଦଳରେ ଥିବା ନେତାମାନେ ଜିଲ୍ଲାରେ ଯାହା କରିପାରିନଥିଲେ ଦୁଇ ବର୍ଷରେ ଜିଲ୍ଲା ପ୍ରଶାସନର ମଙ୍ଗ ଧରିଥିବା ଜିଲ୍ଲାପାଳମାନେ ତାହାଠାରୁ ଅଧିକ କରି ଦେଖାଇଲେ । ରଘୁଜୀଙ୍କ ଠାରୁ ଆରମ୍ଭକରି ସମର୍ଥଙ୍କ ପର୍ଯ୍ୟନ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟକୁ ନେଇ ଜିଲ୍ଲାରେ…

ଆଜି ଆପଣଙ୍କ ରାଶି କଣ କହୁଛି, ଆସନ୍ତୁ ଜାଣିବା

ମେଷ ପରୋକ୍ଷ ଶତ୍ରୁତା କରୁଥିବା ବ୍ୟକ୍ତିଙ୍କ ମିଥ୍ୟା ଅଭିଯୋଗ ସକାଶେ ଅଶାନ୍ତି ଅନୁଭବ କରିପାରନ୍ତି। ଫଳରେ ମାନସିକ ଅବସାଦ ଯୋଗୁ କୌଣସି କାମ ଉତ୍ସାହପ୍ରଦ ହେବନାହିଁ। ଦୀର୍ଘଦିନରୁ ଅଟକି ରହିଥିବା କାମଟିକୁ ହଠାତ୍‌ ଆରମ୍ଭ କରିବାକୁ ମନ ବଳାଇବେ। ବରାଦ ମୁତାବକ ଗୃହକୁ ସୌଖୀନ…

ଅନଲାଇନରେ ଟିକଟ କଳାବଜାରୀ, ୬୩୪ ଟଙ୍କା ଟିକଟର ମୂଲ୍ୟ ୧୫୦୦ ଟଙ୍କା

ଭୁବନେଶ୍ୱର : ବାରବାଟୀ ମ୍ୟାଚ୍‌ ପାଇଁ ଅନଲାଇନରେ ଟିକଟ କଳାବଜାରୀ । ୬୩୪ ଟଙ୍କା ଟିକଟର ମୂଲ୍ୟ ୧୫୦୦ ଟଙ୍କା । ମ୍ୟାଚ୍‌ ଯେତିକି ପାଖେଇ ଆସୁଛି କ୍ରିକେଟପ୍ରେମୀଙ୍କ ମଧ୍ୟରେ ସେତିକି ଉନ୍ମାଦନା ବଢ଼ିବାରେ ଲାଗିଛି । ଏହା ମଧ୍ୟରେ ବାରବାଟୀରେ ଟିକଟ କଳାବଜାରୀ ସାମ୍ନାକୁ ଆସିଛି । ଅନଲାଇନ…

ମହିଳା, ଶିଶୁ ବିକାଶ ଓ ମିଶନ ଶକ୍ତି ଏବେ ମୋ ସରକାରରେ ସାମିଲ

ଭୁବନେଶ୍ୱର : ମୋ ସରକାରରେ ସାମିଲ ହେଲା ମହିଳା, ଶିଶୁ ବିକାଶ ଓ ମିଶନ ଶକ୍ତି ବିଭାଗ । ହିିତାଧିକାରୀଙ୍କ ସହ କିପରି ଭଲ ବ୍ୟବହାର କରାଯିବ ତାକୁ ପ୍ରାଥମିକତା ଦିଆଯିବ । ଏନେଇ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଭିଡିଓ କନଫରେନ୍‌ସିଂରେ ଆଲୋଚନା କରାଯାଇଛି । ନିଜେ ମୁଖ୍ୟମନ୍ତ୍ରୀ ଓ ବିଭାଗୀୟ…

ମୋଜା ପିନ୍ଧି ଶୋଇଲେ ଦମ୍ପତିଙ୍କ ସମ୍ପର୍କ ହୁଏ ଦୃଢ

ସାଧାରଣରେ ଆମେ କେବଳ ଶୀତଦିନେ ହିଁ ମୋଜା ପିନ୍ଧି ଶୋଇଥାଉ । କିନ୍ତୁ ସବୁଦିନେ ମୋଜା ପିନ୍ଧି ଶୋଇଲେ ଲାଭ ମିଳିଥାଏ ବୋଲି ବିଶେଷଜ୍ଞମାନେ କହିଛନ୍ତି। ବିଶେଷ କରି ସ୍ତ୍ରୀସ୍ବାମୀ ଶୋଇବା ସମୟରେ ମୋଜା ପିନ୍ଧିବା ଭଲ ବୋଲି ନେଦରଲାଣ୍ଡସ୍ର ଗୋନେନଜନ୍ ବିଶ୍ୱବିଦ୍ୟାଳୟରେ କରାଯାଇଥିବା ଏକ…

ପୂର୍ବତନ ରାଷ୍ଟ୍ରପତିଙ୍କୁ ଫାଶୀ ଦଣ୍ଡାଦେଶ

ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ୍ ମୁଶାରଫକୁ ଫାଶୀ ଦଣ୍ଡାଦେଶ । ସଜା ଶୁଣାଇଛି ପାକିସ୍ତାନ ସ୍ୱତନ୍ତ୍ର କୋର୍ଟ । ହାଇକୋର୍ଟର ମୁଖ୍ୟ ନ୍ୟାୟାଧୀଶ ବକାର ଅହମ୍ମଦ ସେଠ୍ ଙ୍କ ଅଧ୍ୟକ୍ଷତାରେ ସ୍ୱତନ୍ତ୍ର କୋର୍ଟର ୩ ସଦସ୍ୟ ପୀଠ ମଙ୍ଗଳବାର ଏଭଳି ରାୟ ଶୁଣାଇଛନ୍ତି । ମୁସାରଫ ୨୦୦୧ରୁ ୨୦୦୮…

ମାଟ୍ରିକ ପରୀକ୍ଷା ଖାତାରେ ରହିବ ସିକ୍ୟୁରିଟି କୋଡ

ଭୁବନେଶ୍ୱର () ଫେବ୍ରୁଆରୀରେ ହେବ ମାଟ୍ରିକ ପରୀକ୍ଷା । ଏନେଇ ଆଜି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ସୂଚନା ଦେଇଛନ୍ତି । କେବଳ ଆନୁଷ୍ଠାନିକ ଭାବେ ଘୋଷଣା କରିବ ବୋର୍ଡ । ସେପଟେ ଅନ୍ୟ ସୂଚନାରୁ ଜଣାପଡିଛି ଏଥର କପି ରୋକିବାକୁ ପରୀକ୍ଷା ଖାତାରେ ସିକ୍ୟୁରିଟି କୋଡ ରହିବା ଏହି…

ଓଡିଶା କୃଷିନୀତି ଉପରେ କ୍ୟାବିନେଟ ମଞ୍ଜୁରୀ

ଭୁବନେଶ୍ୱର () ୮ଟି ପ୍ରସ୍ତାବ ଉପରେ ରାଜ୍ୟ କ୍ୟାବିନେଟରେ ମଞ୍ଜୁରୀ । ଓଡିଶା କୃଷିନୀତି ଉପରେ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛି । ଏହାଦ୍ୱାରା ଚାଷୀଙ୍କ ଆୟକୁ ବଢାଇବାକୁ ୩ଟି ସୋପାନ କାର୍ୟ୍ୟକାରୀ କରିବାକୁ କ୍ୟାବିନେଟରେ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଅନ୍ୟପଟେ ଓଡିଶା…

ଖୁବ୍ ଉତ୍ସାହର ସହିତ ଭୁବନେଶ୍ୱରରେ ଶୁଭାରମ୍ଭ

ଭୁବନେଶ୍ୱର : ୩୩ଟି ରାଜ୍ୟ ତଥା କେନ୍ଦ୍ର ଶାସିତ ଅଳରୁ ଆସିଥିବା ୫୦୦ରୁ ଅଧିକ ଉଦୀୟମାନ ସଟ୍ଲର ପୂର୍ଣ୍ଣ ଉତ୍ସାହ ସହ ୩୩ତମ ଜାତୀୟ ଉପକନିଷ୍ଠ ଵ୍ୟାଡମିଣ୍ଟନ ପ୍ରତିଯୋଗିତା ୨୦୧୯ରେ ନିଜର ଅଭିଯାନ ଆରମ୍ଭ କରିଛନ୍ତି । ଯାହାକି ଆଜିଠାରୁ ସମକାଳିନ ଭାବେ ସ୍ଥାନୀୟ ପୂର୍ବତଟ ରେଳବାଇ ଇଣ୍ଡୋର…

ଇସ୍ରୋ ଯିବେ ମାଲକାନଗିରିର ଅବିନାଶ

ମାଲକାନଗିରି : ଇସ୍ରୋ ଯିବେ ମାଲକାନଗିରି ଜିଲ୍ଲା ବାଲିମେଳା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଦଶମ ଶ୍ରେଣୀ ଛାତ୍ର ଅବିନାଶ ବେହେରା । ସେ ଭୁବନେଶ୍ୱର ପଠାଣି ସାମନ୍ତ ପ୍ଲାନେଟାରିୟମ ଠାରେ ଆୟୋଜିତ ରାଜ୍ୟସ୍ତରୀୟ ବିଜ୍ଞାନ ପ୍ରକଳ୍ପ ପ୍ରତିଯୋଗିତାରେ ଭାଗନେଇ କୃତିତ୍ୱ ହାସଲ କରିଛନ୍ତି ।…