Odia News Portal
Yearly Archives

2019

ଦିଲ୍ଲୀ-ଲାହୋର ବସ୍ ବନ୍ଦ କଲା ଭାରତ

ଜାମ୍ମୁ ଓ କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତତା ବଢିବାରେ ଲାଗିଛି ।  ପ୍ରଥମେ ସମଝୌତା ଏକ୍ସପ୍ରେସକୁ ବନ୍ଦ କରି ଥିଲା ପାକିସ୍ତାନ । ଆଜି ଦୁଇ ଦେଶ ମଧ୍ୟରେ ଯାତାୟତ କରୁଥିବା ଦିଲ୍ଲୀ-ଲାହୋର ବସ୍ ସେବାକୁ ବନ୍ଦ କରି ଦେଇଛି ଭାରତ । ସୋମବାର ଡିଟିସି ଏ…

ରାଜ୍ୟସଭାକୁ ଯିବେ ପୂର୍ବତନ ପ୍ରଧାନମନ୍ତ୍ରୀ

ଆସନ୍ତାକାଲି ରାଜ୍ୟସଭା ପାଇଁ ନିଜର ନାମାଙ୍କନ ଦାଖଲ କରିବେ ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହ। ଆସନ୍ତାକାଲି ରାଜ୍ୟସଭା ପାଇଁ ନାମାଙ୍କନ ଭରିବେ ମନମୋହନ ସିଂହ । ରାଜସ୍ଥାନ ୧୦ ଜଣଙ୍କୁ ରାଜ୍ୟସଭାକୁ ପଠାଇ ଥାଏ। ଜୁନ୍ ମାସରେ ରାଜ୍ୟସଭା ସାଂସଦ ତଥା ବିଜେପି ନେତା ମଦନ ଲାଲ…

ଜାହାଜରେ ଅଗ୍ନିକାଣ୍ଡ

ବିଶାଖାପାଟଣା()  ଜାହାଜରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ଫଳରେ ସମସ୍ତ ୨୯ ଜଣ କର୍ମଚାରୀ ସମୁଦ୍ର ଭିତରକୁ ଡେଇଁ ପଡ଼ିଛନ୍ତି । ସେମାନଙ୍କ ମଧ୍ୟରୁ ୨୮ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ବେଳେ ଜଣକର ପତା ମିଳୁ ନାହିଁ। ଆଜି ପୂର୍ବାହ୍ନ ପ୍ରାୟ ୧୧ଟା ସମୟରେ ବିଶାଖାପାଟଣା ବନ୍ଦର…

ନବୀନଙ୍କୁ ବିଜେପି ସାଂସଦଙ୍କ ଚିଠି

ଭୁବନେଶ୍ବର() ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିଜେପି ୧୨ ଜଣ ସାଂସଦ ଚିଠି ଲେଖିଛନ୍ତି । ଓଡିଶାରେ କେନ୍ଦ୍ର ଆୟୁଷ୍ମାନ ଯୋଜନାଙ୍କୁ ଲାଗୁ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ବିଜେପିି ସାଂସଦ । ଚିଠିରେ ଲେଖାଯାଇଛି, ଲୋକଙ୍କ ସ୍ୱାର୍ଥ ଦୃଷ୍ଟିରୁ ରାଜ୍ୟକୁ…

ଆଜିଠୁ ବଢ଼ିବ ବର୍ଷାର ପରିମାଣ, ୯ ଜିଲ୍ଲା ରେ ବେଶି ଵର୍ଷିବ

ଭୁବନେଶ୍ବର : ଆଜିଠୁ ବଢ଼ିବ ବର୍ଷାର ପରିମାଣ । ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହେବା ସମ୍ଭାବନା ରହିଛି । ଏହାର ପ୍ରଭାବରେ ୧୪ ତାରିଖ ଯାଏଁ ବର୍ଷା ଲାଗି ରହିବ। ବିଶେଷ କରି ଉତ୍ତର ଓ ଉପକୂଳ ଓଡିଶାରେ ପ୍ରବଳ ବର୍ଷା ହେବ। ଗତକାଲି ମୟୁରଭଞ୍ଜ,…

ଓଲଟିଲା ଆମ୍ବୁଲାନ୍ସ : ତିନି ଗୁରୁତର

ଭଦ୍ରକ : ୧୬ଜାତୀୟ ରାଜପଥ ଭଣ୍ଡାରିପୋଖରୀ ନିକଟରେ ରାସ୍ତା କଡକୁ ଆମ୍ବୁଲାନ୍ସ  ଓଲଟିପଡ଼ିଛି। ଫଳରେ ତିନି ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଭଦ୍ରକ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ ଧାମନଗର ବ୍ଲକ ଗୋବିନ୍ଦପୁର ଗାଁର ପରମେଶ୍ବର ମିଶ୍ରଙ୍କର ହୃଦଘାତରେ କଟକ…

୫୯ ରନ୍‌ରେ ୱେଷ୍ଟଇଣ୍ଡିଜ୍‌କୁ ହରାଇଲା ଟିମ୍‌ ଇଣ୍ଡିଆ

କୋହଲିଙ୍କ ଦମ୍‌ଦାର ଶତକ ଓ ଭୁବନେଶ୍ୱର କୁମାରଙ୍କ ଘାତକ ବୋଲିଂ ଯୋଗୁ ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଦ୍ୱିତୀୟ ଦିନିକଆ ଜିତିଲା ଟିମ୍‌ ଇଣ୍ଡିଆ । ବର୍ଷା ବାଧାପ୍ରାପ୍ତ ମ୍ୟାଚ୍‌ରେ ଇଣ୍ଡିଜ୍‌ ଦଳକୁ ୫୯ ରନ୍‌ରେ ହରାଇ ମ୍ୟାଚ୍‌ ହାତେଇଛି ଭାରତ । ପ୍ରଥମେ ବ୍ୟାଟିଂ ଭାରତ ୭ ଓ୍ଵିକେଟ୍‌ ହରାଇ ୨୭୯…

ବିଜେଡି ଓ ନବୀନଙ୍କୁ ସୁରକ୍ଷା ଦେଇପାରୁ ନାହାନ୍ତି ଦଳୀୟ ନେତା

ଭୁବନେଶ୍ୱର : ବିଧାନସଭାରେ ୧୧୨ ଆସନ ଦଖଲ କରିଥିବା ବିଜେଡିର ବିଧାୟକ ଓ ମନ୍ତ୍ରୀମାନେ ନିଜର ଦଳ କିମ୍ବା ଦଳପତି ନବୀନ ପଟ୍ଟନାୟକଙ୍କୁ ସୁରକ୍ଷା ଦେଇପାରୁ ନାହାନ୍ତି । ବିରୋଧି ବିଜେପି ଓ କଂଗ୍ରେସ ସିଧାସଳଖ ବିଜେଡି ମୁଖିଆଙ୍କୁ ଟାର୍ଗେଟ କରୁଥିବାବେଳେ ବିଜେଡିର ଜଣେହେଲେ କେହି ସେଭଳି…

ଉତ୍ତର ନିର୍ବାଚନ ମଣ୍ଡଳୀର ଉନ୍ନତି ପାଇଁ ବିଧାୟକ ନେଲେ ପାଣିଭାର

ଭୁବନେଶ୍ୱର : ଉତ୍ତର ନିର୍ବାଚନ ମଣ୍ଡଳୀର ନବ ନିର୍ବାଚିତ ବିଧାୟକ ସୁଶାନ୍ତ କୁମାର ରାଉତ ଉତ୍ତର ବାସୀଙ୍କ ଉନ୍ନତି ପାଇଁ ପାଣିଭାର ଉଠାଇଛନ୍ତି । ପବିତ୍ର ଶ୍ରାବଣ ଶେଷ ସୋମବାରେ ମାନସିକ ଅନୁସାରେ ଆଜି ବିଧାୟକ ପାଣି ଉଠାଇ ଢାୱା ସୋମନାଥ ପୀଠରେ ଆସନ୍ତାକାଲି ପାଣି ଢାଳିବେ । ବିଧାୟକ ହେବା…

ଗଦାଧର ସାହୁଙ୍କ ନିଧନରେ ଗଭୀର ଶୋକ

ଭୁବନେଶ୍ୱର : ସ୍ୱର୍ଗତ ଗଦାଧର ସାହୁ ଭାରତୀୟ ଜନତା ପାର୍ଟିର ୩୦ବର୍ଷର ଜଣେ ବରିଷ୍ଠ କାର୍ଯ୍ୟକର୍ତା ଏବଂ ଭୁବନେଶ୍ୱରରେ ଦଳକୁ ଶକ୍ତିଶାଳୀ କରାଇବାରେ ତାଙ୍କର ବିଶେଷ ରୂପର ଯୋଗଦାନ ରହିଅଛି । ସେ ଦଳ ପାଇଁ ଅହରହ କାର୍ଯ୍ୟ କରି ଚାଲୁଥିଲେ । ତାଙ୍କ ପ୍ରଚେଷ୍ଟାରେ ଭୁବନେଶ୍ୱର ସ୍ଥିତ ସାଲିଆ…