Odia News Portal
Yearly Archives

2019

ବଗିଚାରେ ଲଗାନ୍ତୁ ଜୁଆଣି ଗଛ, ପାଖ ମାଡ଼ିବ ନାହିଁ ସର୍ଦ୍ଦି ଓ ଜ୍ୱର

ଜୁଆଣି ପତ୍ର ଖୁବ ଉପକାରୀ । କାରଣ ଏହା କେବଳ ରୋଷେଇ କାର‌୍ୟ୍ୟରେ ନୁହେଁ ବରଂ ଔଷଧ ଭାବରେ ମଧ୍ୟ କାମ କରେ । ଏହାକୁ ବ୍ୟବହାର କଲେ ଖାଦ୍ୟର ସ୍ୱାଦ ଦ୍ୱିଗୁଣିତ ହୋଇଥାଏ । କୁହାଯାଏ ଯଦି ଘର ବାଡ଼ିରେ ଗୋଟିଏ ମାତ୍ର ଜୁଆଣି ଗଛ ଲଗାଉଛନ୍ତି, ତେବେ ଏହା ଆପଣଙ୍କର ଏକାଧିକ କାମରେ ଆସିଥାଏ । ଜୁଆଣି…

କାଶ ଭଲକରେ ପାନ

ପାନକୁ ବିଭିନ୍ନ ଢଙ୍ଗରେ ଖିଆଯାଇଥାଏ। କେହି କେହି ଖାଲି ପାନ ସହ ଗୁଆ ଖାଇବାକୁ ପସନ୍ଦ କରନ୍ତି ତ ଆଉ କେହି ବିନା ଚୂନରେ ପାନ ଖାଇଥାଆନ୍ତି। ତେବେ ଶୀତଦିନେ ଦେଖାଯାଉଥିବା କିଛି ସାଧାରଣ ସମସ୍ୟାକୁ ଠିକ୍‌ କରିଥାଏ ପାନ। ଆୟୁର୍ବେଦ ଅନୁଯାୟୀ, ପାନରେ ରହିଛି ଅନେକ ଔଷଧୀୟ ଗୁଣ। ହେଲେ ଏହାକୁ…

ପଇସା ଖାଇଲା କମ୍ପାନୀ : ହଇରାଣ ହେଉଛନ୍ତି କର୍ମଚାରୀ

ଭୁବନେଶ୍ୱର : ଆଧାର ସଂଯୋଗ ଦାୟିତ୍ୱ ନେଇଥିବା କମ୍ପାନୀ ଭଲ ଦୁଇ ପଇସା କମେଇଲେ । ସେମାନଙ୍କୁ କାମ ଦେଇଥିବା ବାବୁମାନେ ବିଦେଶ ବୁଲିଲେ । ହେଲେ ଆଧାର ସଂଯୋଗ ଏମିତି କରିଛନ୍ତି ଏବେ ତାହାକୁ ନେଇ ଯୋଗାଣ ବିଭାଗର କର୍ମଚାରୀମାନେ ନାକେଦମ ହେଲେଣି । କାହାର ସାଙ୍ଗିଆ ଭୁଲ୍‍ ତ ଆଉ କାହାର ବାପ ନାଁ…

ଆଜି ଆପଣଙ୍କ ରାଶି କଣ କହୁଛି, ଆସନ୍ତୁ ଜାଣିବା

ମେଷ ଶୁକ୍ର କର୍ମସ୍ଥାନସ୍ଥ ଯୋଗୁ ଆପଣ ମଧୁର ବାକ୍ୟାଳାପ ଦ୍ୱାରା ଅନ୍ୟକୁ ଆପଣାର କରିବାରେ ସମର୍ଥ ହେବେ। ବନ୍ଧୁଙ୍କ ଆସିବା ବାଟକୁ ଅପେକ୍ଷା କରିବା ସକାଶରୁ ପ୍ରତୀକ୍ଷାଜନିତ ଯନ୍ତ୍ରଣା ତୀବ୍ର ହୋଇପାରେ। ବିବାଦୀୟ ଘଟଣାରେ କୈାଣସି ପକ୍ଷ ସମର୍ଥନ କରିବା ଠିକ୍‌ ହେବ ନାହିଁ।…

ଭୁବନେଶ୍ୱରରେ ଆରମ୍ଭ ହେବାକୁ ଯାଉଛି ୩୩ତମ ଜାତୀୟ ଉପକନିଷ୍ଠ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ

ଭୁବନେଶ୍ୱର() ଜାତୀୟ ଉପକନିଷ୍ଠ ବ୍ୟାଡ଼ମିଣ୍ଟନ (୧୫ ଏବଂ ୧୭ ବର୍ଷରୁ କମ୍) ବାଳିକା ଓ ବାଳକ ବିଭାଗ ପାଇଁ ୩୩ତମ ଜାତୀୟ ଉପକନିଷ୍ଠ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତା ୨୦୧୯ର ୧୦ଟି ବର୍ଗରେ ପ୍ରାୟ ୫୪୦ ଉଦୀୟମାନ ସଟ୍ଲର୍ଙ୍କ ସମେତ ୩୩ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ୨୬୦ ଜଣ ବାଳିକା…

ବିଷ୍ଣୁ ପେଣ୍ଠିଆଙ୍କୁ ସହାୟତାର ହାତ ବଢ଼ାଇଲେ ମୁଖ୍ୟମନ୍ତ୍ରୀ

କୋରାପୁଟ() କୋରାପୁଟ ଜିଲ୍ଲା ଜୟପୁରସ୍ଥିତ ଲାଠିଗୁଡା ଗ୍ରାମରେ ରୁହନ୍ତି ନକୁଳ ପେଣ୍ଠିଆଙ୍କ ପରିବାର । ନିଜର ତିନି ଛୋଟ ଛୁଆ (ଦୁଇ ପୁଅ ଓ ଗୋଟିଏ ଝିଅ) ଓ ପତ୍ନୀ ସହ ପାଞ୍ଚ ପ୍ରାଣୀ କୁଟୁମ୍ବ । ଆର୍ଥôକ ଦୂରାବସ୍ଥାରେ ରହୁଥିବା ନକୁଳ ପେଣ୍ଠିଆ ପର ଘରେ ମୁଲ ଲାଗି ପରିବାର ପ୍ରତିପୋଷଣ କରନ୍ତି…

ଶାସ୍ତ୍ର ଅନୁସାରେ ମହିଳା ମାନଙ୍କୁ ନଡିଆ ଭାଙ୍ଗିବା କାହିଁକି ବାରଣ କରାଯାଇଛି?, ଜାଣନ୍ତୁ …

ମା’ଲକ୍ଷ୍ମୀଙ୍କ ଅତ୍ୟନ୍ତ ପ୍ରିୟ ଫଳ ହେଉଛି ନଡ଼ିଆ। କୁହାଯାଏ ନଡିଆରେ ତ୍ରିଦେବ ବାସ କରିଥାନ୍ତି। ତେବେ ଶାସ୍ତ୍ର ଅନୁସାରେ ମହିଳା ମାନଙ୍କୁ ନଡିଆ ଭାଙ୍ଗିବା ବର୍ଜିତ। ତେବେ ଆସନ୍ତୁ ଜାଣିବା ଏହା ପଛରେ ଥିବା କାରଣ କ’ଣ ? ନଡ଼ିଆ ଭାଙ୍ଗିବା ବଳି ଦେବା ପରି ହୋଇଥାଏ। ନଡ଼ିଆକୁ ପ୍ରଜଜନର କାରକ…

ଆମ ଦେଶରେ ଗୁଣ୍ଡାରାଜ ଚାଲିଛି: ପ୍ରିୟଙ୍କା

ନୂଆଦିଲ୍ଲୀ() ଇଣ୍ଡିଆ ଗେଟରେ ଧାରଣାରେ ବସିଲେ ପ୍ରିୟଙ୍କା ଗାନ୍ଧୀ । ନାଗରିକତା ସଂଶୋଧନ ଆଇନ୍ ଓ ଜାମିଆ ମିଲିୟା ବିଶ୍ୱବିଦ୍ୟାଳୟର ଛାତ୍ରମାନଙ୍କ ଉପରେ ପୋଲିସର କାର୍ୟ୍ୟାନୁଷ୍ଠାନ ବିରୋଧରେ ଧାରଣାରେ ବସିଛନ୍ତି ପ୍ରିୟଙ୍କା ଗାନ୍ଧୀ । ନାଗରିକତା ସଂଶୋଧନ ଆଇନକୁ ନେଇ ଜାମିଆ ମିଲିୟାରେ…

ଏହି ଅଭିନେତାଙ୍କୁ ଅନ୍ତର୍ଜତୀୟ ସମ୍ମାନ

ମୁମ୍ବାଇ() ବଲିଉଡ୍ର ‘ଟ୍ରାଜେଡି କିଙ୍ଗ୍’ ଭାବେ ଜଣାଶୁଣା ଅଭିନେତା ଦିଲୀପ୍ କୁମାରଙ୍କୁ ଅନ୍ତର୍ଜତୀୟ ସମ୍ମାନ। ତାଙ୍କ ଭାଇ ଅସଲମ୍ ଖାନ୍ ଏହି ସମ୍ମାନକୁ ଗ୍ରହଣ କରିଥିଲେ। ଏହି ଅବସରରେ ଦିଲୀପ କୁମାରଙ୍କ ପତ୍ନୀ ତଥା ବିଗତ ଦିନର ଅଭିନେତ୍ରୀ ସାୟରା ବାନୋ ମଧ୍ୟ ଉପସ୍ଥିତ ରହିଥିଲେ।…

ଭୁଲ୍ ହୋଇଛି, କିନ୍ତୁ ମୁଁ ଭୁଲ୍ କରିନି

ସମ୍ବଲପୁର() ହୀରାକୁଦ ଡ୍ୟାମର ନିଷିଦ୍ଧାଂଚଳରେ ଭିଡିଓ ଉଠାଇ ଅଡୁଆରେ ଅଭିନେତ୍ରୀ । ଡ୍ୟାମର ନିଷିଦ୍ଧାଂଚଳରେ କୌଣସି ପ୍ରକାର ଫଟୋ ନ ଉଠାଇବା କିମ୍ବା ଭିଡିଓ ରେକର୍ଡିଂ କରିବା ଉପରେ କଟକଣା ଜାରି କରାଯାଇଛି । କିନ୍ତୁ ଓଲିଉଡ ଅଭିନେତ୍ରୀ ପ୍ରକୃତି ମିଶ୍ର ନିଷିଦ୍ଧାଂଚଳରୁ ଭିଡିଓ ଉତ୍ତୋଳନ…