Odia News Portal
Yearly Archives

2019

କଶ୍ମୀରରେ ୧୪୪ ଧାରା ଜାରି

ଶ୍ରୀନଗର ()  ଜମ୍ମୁ-କାଶ୍ମୀରକୁ ନେଇ ଆସିବ କି କିଛି ବଡ ନିଷ୍ପତ୍ତି? ସୋମବାର ସକାଳ ସାଢେ ୯ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରୀ ବାସଭବନରେ ବସିବ କ୍ୟାବିନେଟ ବୈଠକ । ସମଗ୍ର କଶ୍ମୀରରେ ମୋବାଇଲ ଏବଂ ଇଣ୍ଟରନେଟ୍ ସେବା ବନ୍ଦ ରଖାଯାଇଛି। କ୍ରିମିନାଲ ପ୍ରୋସିଜିଓର କୋଡ୍ର ଧାରା…

ଏହି ଅଭିନେତାଙ୍କ ବିରୋଧରେ ମାମଲା ରୁଜ୍ଜୁ

ମୁମ୍ବାଇ()  ଭୋଜପୁରୀ ଷ୍ଟାର ପୱନ ସିଂହଙ୍କ ବିରୋଧରେ ରୁଜ୍ଜୁ ହୋଇଛି । ୨୫ ବର୍ଷ ବୟସ୍କା ଅଭିନେତ୍ରୀଙ୍କୁ ସୋସିଆଲ ମିଡିଆରେ ଯୌନ ନିର୍ୟାତନା ଅଭଯୋଗ କରିଛନ୍ତି। ଏନେଇ ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ମୁମ୍ବାଇ ପୋଲିସ ଅଧିକାରୀଙ୍କ ନିକଟରେ ଅଭିନେତ୍ରୀ ଅଭିଯୋଗ କରିଛନ୍ତି ଯେ,…

ସ୍ବପ୍ନରେ ଦେଖୁଛନ୍ତି କି ଏହି ସବୁ ଜିନିଷ …

ପ୍ରତ୍ୟେକ ବ୍ୟକ୍ତି ରାତିରେ ଶୋଇବା ଜରୁରୀ ହୋଇଥାଏ,ଏବଂ ରାତିରେ ଶୋଇବାବେଳେ ସମସ୍ତେ ସ୍ବପ୍ନ ଦେଖିଥାଆନ୍ତି। ଆସନ୍ତୁ ଜାଣିବା ସ୍ବପ୍ନର ଅର୍ଥ ୧. କୁହାଯାଏ ଯଦି ସ୍ବପ୍ନରେ କୈାଣସି ଶିଶୁକୁ ଚାଲୁଥିବା ଦେଖାଯାଏ କିମ୍ବା ଫଳ ଗଣ୍ଠିଲି ଦେଖାଯାଏ ତେବେ ଏହା ଆପଣଙ୍କ ପାଇଁ ଶୁଭ ସଙ୍କେତ…

ରୋଡ୍ ରୋମିଓକୁ ପାନେ, ଛେଚା ଖାଇଲା ଯୁବକ

ଜଳେଶ୍ବର : ରୋଡ୍ ରୋମିଓକୁ ନିସ୍ତୁକ ମାଡ । ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଗୋପ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ରାସ୍ତାରେ ଯାଉଥିବା କଲେଜ ଛାତ୍ରୀ ଏବଂ ମହିଳାମାନଙ୍କୁ ପଞ୍ଚୁଘଣ୍ଟା ଗାଁର ସହିଲ ଖାନ୍ ଅଶ୍ଳୀଳ ଇଗିଂତ କରିବା ସହିତ ଅଶୋଭନୀୟ ଆଚରଣ ଦେଖାଉଥିଲେ । ତେବେ ଏହାକୁ…

ଏଥର ଘରେ ପ୍ରସ୍ତୁତ କରନ୍ତୁ ପତ୍ରପୋଡ଼ା ଚିକେନ

ଭୁବନେଶ୍ୱର : ଚିକେନ ପ୍ରାୟ ସମସ୍ତଙ୍କ ପ୍ରିୟ ହୋଇଥାଏ । ତେଣୁ ଆମେ ଆଜି ଏକ ନିଆରା ଖାଦ୍ୟ ପ୍ରସ୍ତୁତ କରିବା । ଚିକେନ : ବନଲେସ ୨୫୦ଗ୍ରାମ, ହଳଦି : ଏକ ଚାମଚ, ଅଦାରସୁଣ ବଟା : ୨ଚାମଚ, ୠଙ୍କା ଗୁଣ୍ଡ : ୧ଚାମଚ, ତେଲ : ୫ଚାମଚ, କଦଳି ପତ୍ର : ୨ଟି, ସୁତା : ଗୋଟେ, ଲୁଣ : ସ୍ୱାଦ…

କିଟ୍ ରେ ଦଶମ ଜାତୀୟ ମାନବ ସମ୍ବଳ କନ୍‍କ୍ଲେଭ୍‍

ଭୁବନେଶ୍ୱର : କିଟ୍‍ ମ୍ୟାନେଜମେଣ୍ଟ ସ୍କୁଲ୍‍ର ୧୦ମ ଜାତୀୟ ମାନବ ସମ୍ବଳ କନ୍‍କ୍ଲେଭ ଶନିବାର ଅନୁଷ୍ଠିତ ହୋଇଯାଇଛି । ଚଳିତବର୍ଷ ‘କ୍ରିଟିକାଲ୍‍ କମ୍ପିଟେନ୍‍ସିଜ୍‍ ଫର୍‍ ଦି ଫ୍ୟୁଚର: ଇଜ୍‍ ଚେଞ୍ଜ ଦି ଓନ୍‍ଲି କନ୍‍ଷ୍ଟାଣ୍ଟ? ବିଷୟବସ୍ତୁ ଉପରେ ଭାରତର ବହୁ ପ୍ରମୁଖ ମାନବ ସମ୍ବଳ ବିଶେଷଜ୍ଞ…

ରାଜଧାନୀରେ ପୁଣି ଏନକାଉଣ୍ଟର : ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ଆହତ, ଜଂଘରେ ବାଜିଛି ଗୁଳି

ଭୁବନେଶ୍ବର : ରାଜଧାନୀରେ ପୁଣି ଏନକାଉଣ୍ଟର।  ପୋଲିସ ଗୁଳିରେ ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଛନ୍ତି। ସେମାନଙ୍କର ଗୋଡରେ ବାଜିଛି ଗୁଳି।  ସେମାନଙ୍କର ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ସେମାନଙ୍କୁ  ଏସିସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।ଦୁଇ ଅପରାଧୀଙ୍କଠାରୁ ପୋଲିସ ଗୋଟିଏ…

ଓ୍ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟି-ଟ୍ୱେଣ୍ଟିରେ ଜିତିଲା ଭାରତ, ୩ ଟିକିଆ ସିରିଜ୍‌ରେ ଭାରତ ୧-୦ ରେ ଆଗୁଆ

ଲଡରହିଲ : ଆମେରିକା ଫ୍ଲୋରିଡାର ଲଡର ହିଲରେ ଖେଳାଯାଇଥିବା ଭାରତ-ୱେଷ୍ଟଇଣ୍ଡିଜ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ଟିକୁ ଟିମ୍ ଇଣ୍ଡିଆ ଅକ୍ଲେଶରେ ଜିତିଯାଇଛି। କ୍ୟାପ୍ଟେନ ବିରାଟ କୋହଲି ଟସ୍ ଜିତି ପ୍ରଥମ ଫିଲ୍ଡିଂ ନିଷ୍ପତ୍ତି ନେଇଥିବା ବେଳେ ଭାରତୀୟ ବୋଲରମାନେ ୱେଷ୍ଟଇଣ୍ଡିଜକୁ ଧୂଳିଚଟେଇଥିଲେ।…

ପ୍ରଚାର ନୁହେଁ, ଲୋକଙ୍କ ହୃଦୟରେ ସ୍ଥାନ ପାଇଲେ ଵିଧାୟକ

ଭୁବନେଶ୍ବର :  ନିର୍ବାଚନ ପୂର୍ବରୁ ନେତାମାନେ ସାଧାରଣ ଗରିବ ଗୁରୁବା ଲୋକଙ୍କ ଘରେ ଭୋଜନ କରିବା ଆଳରେ ଭୋଟ୍ ଭୀକ୍ଷା କରିବା ନୂଆ କଥା ନୁହେଁ । ବିଜେପି ଦଳ ତରଫରୁ ଚଳିତ ନିର୍ବାଚନ ପୂର୍ବରୁ ଏଭଳି ଏକ ଅଭିଯାନ ଆରମ୍ଭ ହୋଇଥିଲା । ହେଲେ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ ଓରଫ୍ ବାପୁ…

୫ ଦିନ ଆଗରୁ ବିଧାନସଭା ଶେଷ

ଭୁବନେଶ୍ୱର()  ବିଧାନସଭାର ବଜେଟ ଅଧିବେଶନ ଆଜି ଶେଷ ହୋଇଛି । ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଆଜି ବିଧାନସଭାକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ମୁଲତବି ଘୋଷଣା କରିଛନ୍ତି । ଚଳିତ ମାସ ୮ ତାରିଖରେ ଅଧିବେଶନ ଶେଷ ହେବା କାର୍ଯ୍ୟକ୍ରମ ଥିଲା । କିନ୍ତୁ ଅଧିବେଶନ ପାଇଁ ବିଶେଷ କୌଣସି ସରକାରୀ…