Odia News Portal
Yearly Archives

2019

ବସ ବସ ମଧ୍ୟରେ ମୁହାଁମୁହିଁ ଧକ୍କା, ୨ ଗୁରୁତର ୭ ଆହାତ

ସମ୍ବଲପୁର : ସମ୍ବଲପୁରରେ ଦୁଇଟି ବସ୍ ମୁହାଁମୁହିଁ ଧକ୍କା ହୋଇଛି । ଦୁର୍ଘଟଣା ଫଳରେ ୭ଜଣ ଆହତ ହୋଇଥିବା ବେଳେ ୨ଜଣ ଗୁରୁତର ହୋଇଛନ୍ତି । ସୂଚନାଯୋଗ୍ୟ ଯେ, ସମ୍ବଲପୁର ମାନେଶ୍ବର ନିକଟସ୍ଥ ଭବାନୀପାଲି ନିକଟରେ ଦୁଇଟି ବସ୍ ଦୁର୍ଘଟଣା ହୋଇଛି । ଉଭୟ ବସ୍ ରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୭ଜଣ ଆହତ…

ଭାରତର ସବୁଠୁ ସୁନ୍ଦରୀ ଅଭିନେତ୍ରୀ, ତାଙ୍କ ପଛରେ ସମସ୍ତେ ଦିୱାନା ଆସନ୍ତୁ ଜାଣିବା …

ମୁମ୍ବାଇ : ଅଭିନେତ୍ରୀ ଅନ୍ବେଷୀ ଜେନ୍‌ ଜଣେ ଏମିତି ଷ୍ଟାର ଯାହାକୁ ଚଳିତ ବର୍ଷ ଗୁଗୁଲରେ ଅଧିକ ସର୍ଚ୍ଚ କରାଯାଇଛି। ୧୯୯୧ ମସିହା ଜୁନ ମାସ ୨୫ ତାରିଖରେ ଅନ୍ବେଷୀଙ୍କ ଜନ୍ମ ମଧ୍ୟପ୍ରଦେଶର ଖଜୁରାହ  ହୋଇଥିଲା। ପ୍ରଥମେ ରେସ୍ତୋରାଣ୍ଟରେ କାମ କରୁଥିଲେ ଅଭିନେତ୍ରୀ ଅନ୍ବେଷୀ। ଏହା ପରେ ସେ…

ଘରେ ସୁଖ, ଶାନ୍ତି ଚାହୁଁଛନ୍ତି କି ? ଏସବୁ କରିବାକୁ ଭୁଲନ୍ତୁ ନାହିଁ ..

ହିନ୍ଦୁଧର୍ମ ଅନୁସାରେ ଏପରି କିଛି ବିଶ୍ୱାସ ରହିଛି ଯାହାକୁ ଏଯାଏଁ ମଧ୍ୟ ଲୋକ ମାନି ଆସୁଛନ୍ତି। ଘରେ କିଛି ଜିନିଷ ରଖିବା ଦ୍ୱାରା ସୁଖ, ଶାନ୍ତି, ଧନ ଓ ସମୃଦ୍ଧି ବୃଦ୍ଧି ହୋଇଥାଏ ବୋଲି ଲୋକଙ୍କ ମନରେ ବିଶ୍ୱାସ ରହିଛି। ଆପଣ ଯଦି ଘରେ ପରିବର୍ତ୍ତନ ଚାହୁଁଛନ୍ତି ତେବେ ଏଭଳି କିଛି ଉପାୟ…

ଭୁବନେଶ୍ବର () ସରକାର ଲୋକଙ୍କର, ଲୋକଙ୍କ ଦ୍ବାରା ଏବଂ ଲୋକଙ୍କ ପାଇଁ । ଆମେରିକାର ପୂର୍ବତନ ରାଷ୍ଟ୍ରପତି ଆବ୍ରାହାମ ଲିଂକନଙ୍କ ଏହି ଉକ୍ତିଟି ଆଜି ବି ଭାରତ ଭଳି ଏକ ଗଣତାନ୍ତ୍ରୀକ ଦେଶରେ ସତ ବୋଲି ପ୍ରମାଣିତ ହୋଇଛି । ଲୋକେ ହେଉଛନ୍ତି ପ୍ରକୃତ ମାଷ୍ଟର ଏବଂ ସବୁ ସରକାରୀ କାର୍ଯ୍ୟକ୍ରମରେ…

ବିବାହର ଗୋଟିଏ ମାସ ପରେ ସମ୍ପର୍କରେ ଫାଟ

ମୁମ୍ବାଇ ()  ଅଭିନେତ୍ରୀ ସୁସ୍ମିତା ସେନ୍ଙ୍କ ଭାଇ ରାଜୀବ ସେନ ଏବଂ ସ୍ତ୍ରୀ ଚାରୁ ଅସୋପାଙ୍କ ସମ୍ପର୍କରେ ଫାଟ। ବିବାହର ମାତ୍ର ଗୋଟିଏ ମାସ ପରେ ସେମାନଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିବା ନେଇ ଚର୍ଚ୍ଚା ହେଉଛି। ଏହା ପଛର କାରଣଟି ହେଲା ଉଭୟ ଉଭୟଙ୍କୁ ଇନ୍ଷ୍ଟାଗ୍ରାମରେ ଅନ୍ଫଲୋ କରିଛନ୍ତି।…

କେନ୍ଦ୍ର କମାଇଛି କିରୋସିନ କୋଟା

ଭୁବନେଶ୍ୱର() ଆସନ୍ତା ମାସରୁ ପ୍ରତି ପରିବାରକୁ ଅଢେଇ ଲିଟର କିରୋସିନି ବଦଳରେ ୨ ଲିଟର କିରୋସିନି ମିଳିବ । ତେବେ ଏନେଇ ବିଧାନସଭାରରେ ଉତ୍ତର ରଖିଛନ୍ତି ଖାଦ୍ୟ ଯେଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ କହିବାନୁସାରେ, କେନ୍ଦ୍ର କିରୋସିନ୍ କୋଟା…

ବ୍ୟାଟ୍ ବଦଳରେ ଧରିବେ ଏକେ-୪୭

କ୍ରିକେଟର୍ ମହେନ୍ଦ୍ର ସିଂହ ଧୋନି ଏବେ ବ୍ୟାଟ ବଦଳରେ ଧରିବେ ଏକେ-୪୭ । ୱେଷ୍ଟଇଣ୍ଡିଜ୍ ଗସ୍ତରେ ଯିବା ବଦଳରେ ଧୋନି ୧୫ ଦିନ ପାଇଁ ପାରା କମାଣ୍ଡୋ ବାଟାଲିୟନ୍ ରେ ରହିବେ ଏବଂ ସେଠାରେ ସାଥି ଯବାନଙ୍କ ସହ ପ୍ରଶିକ୍ଷଣ ନେବେ । ତାଙ୍କୁ ୧୯ କିଲୋ ଓଜନର ଭାର ନେଇ ପ୍ରତିଦିନ ଯିବାଆସିବା କରିବାକୁ…

ବିଧାନସଭାରେ ଧୋତି ପିନ୍ଧା ନେତାଙ୍କୁ ନେଇ ଆଲୋଚନା

ଭୁବନେଶ୍ବର () ଓଡ଼ିଶାର ସଂସ୍କୃତି ଓ ପରମ୍ପରା ନେଇ ବିଧାନସଭାରେ ବାରମ୍ବାର ଆଲୋଚନା ହେଉଥିବା ବେଳେ ଏଜାତିର ଗର୍ବ ଓ ଗୌରବଙ୍କୁ ଭୁଲିଗଲୁଣି । ଆଜି ଶୂନ୍ୟକାଳରେ ବିରୋଧୀଦଳ ନେତା ନରସିଂହ ମିଶ୍ର ଏନେଇ ଉଦବେଗ ପ୍ରକାଶ କରିଛନ୍ତି । ମହାତ୍ମା ଗାନ୍ଧୀ, ଗୋପବନ୍ଧୁ ଦାସ ଓ ବିଜୁବାବୁଙ୍କ ଭଳି…

ବଢିବ ସୁପି୍ରମକୋର୍ଟ ବିଚାରପତିଙ୍କ ସଂଖ୍ୟା

ନୂଆଦିଲ୍ଲୀ () ସୁପି୍ରମକୋର୍ଟ ବିଚାରପତି ସଂଖ୍ୟା ୩୦ରୁ ୩୩କୁ ବୃଦ୍ଧି କରିବା ପାଇଁ କେନ୍ଦ୍ର କ୍ୟାବିନେଟ ଆଜି ମଂଜୁରୀ ଦେଇଛନ୍ତି । ସୁପି୍ରମକୋର୍ଟ ବିଚାରପତିଙ୍କ ସଂଖ୍ୟା ବୃଦ୍ଧି କରିବା ପାଇଁ ବହୁ ଦିନରୁ ଦାବି ହେଉଥିଲା । ଏହା ବ୍ୟତିତ ମହାକାଶ ଗବେଷଣା ବିକାଶ ପାଇଁ ବଲିଭିଆ ସହିତ ଇସ୍ରୋ…

ମୋ ସ୍ୱାମୀ ନିର୍ଦୋଶ

ନୟାଗଡ()   କଟକ ଟି୍ରପଲ ମର୍ଡର ଘଟଣାରେ ପୋଲିସ ଗିରଫ କରିଥିବା ନାରାୟଣ ସାହୁଙ୍କ ପତ୍ନୀ ଗୀତାଂଜଳି ସାହୁ ନୟାଗଡ ପୋଲିସ ନିକଟରେ ପହଂଚି ଚାଂଚଲ୍ୟକର ବୟାନ ଦେଇଚନ୍ତି ସେ ନୟାଗଡ ଏସପିଙ୍କୁ ଭେଟି କହିଛନ୍ତି ଯେ ତାଙ୍କ ସ୍ୱାମି ଏଭଳି ହତ୍ୟାକାଣ୍ଡରେ ଆଦୌ ସଂପୃକ୍ତ ନୁହଁନ୍ତି । ତାଙ୍କୁ ମିଛରେ…