Odia News Portal
Yearly Archives

2019

ରାଜ୍ୟରେ ବଢୁଛି ଧର୍ତ୍ତବ୍ୟ ଅପରାଧର ମାତ୍ରା

ଭୁବନେଶ୍ବର () ରାଜ୍ୟରେ ବଢୁଛି ଧର୍ତ୍ତବ୍ୟ ଅପରାଧର ମାତ୍ରା । 2017ରେ ରାଜ୍ୟର ବିଭିନ୍ନ ଥାନାରେ ମୋଟ 1ଲକ୍ଷ 3ହଜାର 866ଟି ଧର୍ତ୍ତବ୍ୟ ମାମଲା ପଂଜିକୃତ ହୋଇଥିବା ବେଳେ 2018ରେ 1ଲକ୍ଷ 7ହଜାର 408ଟି ମାମଲା ରୁଜୁ ହୋଇଛି । ଧର୍ଷଣ, ହତ୍ୟା, ଡକାୟତି ଓ ଲୁଟ ଆଦି ଘଟଣା ବୃଦ୍ଧି ପାଇଛି । ଏନେଇ…

ଦେବଘର କୋଷାଗାର ମାମଲାରେ ଲାଲୁଙ୍କୁ ଜାମିନ

ରାଞ୍ଚି()  ଗୋଖାଦ୍ୟ ଦୁର୍ନୀତିର ଦେବଘର କୋଷାଗାର ମାମଲାରେ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କୁ ଜାମିନ ମିଳିଛି। କିନ୍ତୁ ଜେଲରୁ ବାହାରି ପାରିବେ ନାହିଁ ଲାଲୁ ।ଝାରଖଣ୍ଡ ହାଇକୋର୍ଟ ଶୁକ୍ରବାର ତାଙ୍କର ଯାଚିକା ଉପରେ ଶୁଣାଣି କରିଛନ୍ତି। ସିବିଆଇର ଜବାବ ଉପରେ ଲାଲୁ ପ୍ରସାଦଙ୍କ…

ବୈଜୟନ୍ତଙ୍କ ସରକାରୀ କ୍ବାଟର ଲୋଭ

ନୂଆଦିଲ୍ଲୀ () ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ସାଂସଦ ପଦରୁ ଇସ୍ତଫା ଦେଇ ନିର୍ବାଚନ ହାରିଯିବା ପରେ ମଧ୍ୟ ଦିଲ୍ଲୀରେ ସରକାରୀ କ୍ବାଟର ଛାଡୁନାହାଁନ୍ତି । ବୈଜୟନ୍ତଙ୍କୁ ମିଳିଥିବା କ୍ବାଟର ଏବେ ବିଜେଡ଼ି ସାଂସଦ ଅନୁଭବ ମହାନ୍ତିଙ୍କୁ ଆଲର୍ଟ ହୋଇଛି । କିନ୍ତୁ କ୍ବାଟର ଦେଖିବାକୁ…

ଘୁଂଚିଲା କର୍ଣ୍ଣାଟକ ମାମଲାର ଶୁଣାଣି

ବେଙ୍ଗାଲୁରୁ() ବିଦ୍ରୋହୀ ବିଧାୟକଙ୍କ ଇସ୍ତ୍ରଫା ଓ ଅଯୋଗ୍ୟତା ସମ୍ପର୍କରେ ବର୍ତ୍ତମାନ ପାଇଁ କୌଣସି ନିଷ୍ପତି ନ ନେବାକୁ କୋର୍ଟ ଆଜି କହିଛନ୍ତି । ମାମଲାର ଶୁଣାଣି ଆସନ୍ତା ମଙ୍ଗଳବାର ଅର୍ଥାତ୍ ୧୬ ତାରିଖରେ ହେବ । ସୁପ୍ରିମକୋର୍ଟ ବିଦ୍ରୋହୀ ବିଧାୟକଙ୍କ ଉପରେ ମଙ୍ଗଳବାର ଯାଏ କୌଣସି…

ଓଡିଶାକୁ ଚରମ ଅବହେଳା: ମହାରଥୀ

ଭୁବନେଶ୍ବର()  ଷୋଡ଼ଶ ବିଧାନସଭାର ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ୟ୍ୟାୟ ଆରମ୍ଭ ହୋଇଛି  । ଆଜି ଶୂନ୍ୟକାଳରେ କେନ୍ଦ୍ର ଅବହେଳାର କଥା ଉଠାଇ ଉଦବେଗ ପ୍ରକାଶ କରିଛନ୍ତି ବିଜେଡ଼ି ବିଧାୟକ ପ୍ରଦୀପ ମହାରଥୀ । ପର୍ୟ୍ୟଟନ କ୍ଷେତ୍ରରେ ଓଡିଶାକୁ କେନ୍ଦ୍ର ଅବହେଳା କରିଛି । କେନ୍ଦ୍ର ବଜେଟରେ ଓଡ଼ିଶାର…

ଶ୍ରୀମନ୍ଦିର ଫେରୁଛନ୍ତି ମହାବାହୁ

ପୁରୀ() ଆଜି ପ୍ରବିତ୍ର ବାହୁଡା ଯାତ୍ରା । ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ନେଇ ଗୁଣ୍ଡିଚା ମନ୍ଦିରରୁ ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ୁଛନ୍ତି ମହାବାହୁ । ଶେଷ ହେଲା ଛେରା ପହଁରା । ଜନ୍ମବେଦୀ ଛାଡ଼ି ଆଜି ରତ୍ନବେଦୀ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି ମହାପ୍ରଭୁ…

କୃଷି ମନ୍ତ୍ରୀଙ୍କ ସରପ୍ରାଇଜ ଚେକ : କର୍ମଚାରୀ ଛାନିଆ

ଭୁବନେଶ୍ବର : ରାଜ୍ୟ କୃଷି ଓ କୃଷକ ସଶକ୍ତୀକରଣ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ଅରୁଣ କୁମାର ସାହୁ ଗତକାଲି କିଷାନ କଲ୍ ସେଣ୍ଟର୍ ବୁଲିଛନ୍ତି। ଭୁବନେଶ୍ବରସ୍ଥିତ ଇମେଜ୍ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଭାଗ ନେବାକୁ ଯାଇଥିବା ବେଳେ କ୍ୟାମ୍ପସରେ ଥିବା କିଷାନ୍…

ଶୁଭ୍ରମଣ୍ୟ ସ୍ୱାମୀଙ୍କ ଗିରଫ ଦାବୀରେ ଏତଲା ଓ କୁଶପୁତଳିକା ଦାହ

ଭୁବନେଶ୍ୱର : ଓଡ଼ିଶା ପ୍ରଦେଶ କଂଗ୍ରେସ ଅନୁସୂଚୀତ ବିଭାଗ ପକ୍ଷରୁ ବିଜେପି ସାଂସଦ ଡ. ଶୁଭ୍ରମଣ୍ୟ ସ୍ୱାମୀ ଗତ ୫.୭.୨୦୧୯ ରିଖରେ ଅଖିଳ ଭାରତ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ରାହୁଲ ଗାନ୍ଧୀଙ୍କୁ ଆପେକ୍ଷ କରି ଯେଉଁ ଟିପ୍ପଣୀ ପ୍ରଦାନ କରିଛନ୍ତି ତାହାର ପ୍ରତିବାଦ ଓ ତାଙ୍କର ଗିରଫ ଦାବୀ କରି…

ଆମେରିକାରେ ଓଡ଼ିଆ ଝିଅର କୃତିତ୍ୱ

ଭୁବନେଶ୍ୱର : ଓଡ଼ିଆ ସୋସାଇଟି ଅଫ୍‍ ଆମେରିକା (ଓସା) ପକ୍ଷରୁ ଆଟଲାଣ୍ଟା ମହାନଗରୀରେ ଅନୁଷ୍ଠିତ ସମାବେଶରେ ଓଡ଼ିଆ ଝିଅ ଦେବାଂଶୀ ନିକିତା ଚୌଧୁରୀଙ୍କୁ କଳା କ୍ଷେତ୍ରରେ ତାଙ୍କ କୃତିତ୍ୱ ଲାଗି ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ବଂଶୀବାଦକ ପଣ୍ଡିତ…

ଓଡିଶା ସୋସାଇଟି ଅଫ୍ ଆମେରିକାର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ “ଓଡିଶା ଡେଭଲପ୍ମେଣ୍ଟ ଡେ” କାର୍ଯ୍ୟକ୍ରମରେ ପ୍ରିୟଦର୍ଶୀ

ନିଉଜର୍ସି : ଓଡିଶା ସୋସାଇଟି ଅଫ୍ ଆମେରିକାର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଆଟ୍ଲାଣ୍ଟା ସିଟି ର ନିଉଜର୍ସି ସ୍ଥିତ ହେରା ରିସୋର୍ଟ୍ସ ରେ ଅନୁଷ୍ଠିତ ହୋଇଯାଇଛି । ୩ଦିନ ବ୍ୟାପୀ ଉକ୍ତ ବର୍ଣ୍ଣାଢ୍ୟ ଉତ୍ସବର ପ୍ରାରମ୍ଭିକ ଅପରାହ୍ନରେ“ଓଡିଶା ଡେଭଲପ୍ମେଣ୍ଟ ଡେ” ଆଲୋଚନାରେ ପୂର୍ବତନ ବିଧାୟକ ତଥା…