ଅଭାବନିୟ ଘଟଣା : ବଡ ଭାଇର ଟାଙ୍ଗିଆ ଚୋଟରେ ସାନ ଭାଇର ଗଲା ଜୀବନ
କଣ୍ଟାବାଞ୍ଜି : ବଡ ଭାଇର ଟାଙ୍ଗିଆ ଚୋଟ ରେ ସାନ ଭାଇର ଗଲା ଜୀବନ। ଏଭଲି ଅଭାବନିୟ ଘଟଣା ଘଟିଛି କଣ୍ଟାବାଞ୍ଜି ଥାନା ବେହେରେନସିଲେଟରେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ ଜାରି ରଖିଛି ।
ସୂଚନା ଯୋଗ୍ୟ ଯେ, ଗତକାଲି ବିଲମ୍ବିତ ରାତି ରେ ବଡ ଭାଇ ଶରତ…
