Odia News Portal
Yearly Archives

2019

କାଲିଠାରୁ ସପ୍ଲିମେଣ୍ଟାରୀ

ଭୁବନେଶ୍ବର()  ଆସନ୍ତାକାଲିଠାରୁ ଆରମ୍ଭ ହେବ ସପ୍ଲିମେଣ୍ଟାରୀ ପରୀକ୍ଷା। ଚଳିତ ବର୍ଷ ମୋଟ ୨୮ ହଜାର ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ଏଥିପାଇଁ ୧୨୨ଟି ପରୀକ୍ଷା କେନ୍ଦ୍ର କରାଯାଇଛି। ମୁକ୍ତ ବିଦ୍ୟାଳୟ ପରୀକ୍ଷା ଲାଗି ଆଉ ୫୪ଟି କେନ୍ଦ୍ର କରାଯାଇଛି। ସମସ୍ତ ପରୀକ୍ଷା କେନ୍ଦ୍ରକୁ ନୋଡାଲ୍ ସେଣ୍ଟର…

ଇସ୍ତଫା ଦେଲେ ୧୩ ବିଧାୟକ

ବେଙ୍ଗାଲୁରୁ()   ସଙ୍କଟରେ କର୍ଣ୍ଣାଟକ ମେଣ୍ଟ ସରକାର ।କୁମାର ସ୍ବାମୀଙ୍କ ଅନୁପସ୍ଥିତିରେ ଇସ୍ତଫା ଦେଲେ ୧୩ ବିଧାୟକ ।  କଂଗ୍ରେସ ଓ ଜେଡିଏସ୍ ର ମୋଟ୍ ୧୩ ଜଣ ବିଧାୟକ ଇସ୍ତଫା ଦେଇଛନ୍ତି । ବାଚସ୍ପତିଙ୍କ ଅନୁପସ୍ଥିତିରେ ସଚିବଙ୍କୁ ସେମାନେ ଇସ୍ତଫା ପତ୍ର ପଠାଇଛନ୍ତି । ଫଳରେ ମେଣ୍ଟ ସରକାର ଏକ…

ଦୁଇ ଦିନ ପରେ ପ୍ରବଳ ବର୍ଷା

ଭୁବନେଶ୍ବର()  ଦୁଇ ଦିନ ପରେ ରାଜ୍ୟରେ ପ୍ରବଳ ବର୍ଷା । ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ୯ତାରିଖରୁ ଲଘୁଚାପ ଏବଂ ଉତର ପଶ୍ଚିମ ବଙ୍ଗୋପସାଗର ଓ ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଯୋଗୁଁ ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା…

ବାହାରକୁ ଯିବେନି ସରକାରଙ୍କ ଅର୍ଥରେ ପଢୁଥିବା ଡାକ୍ତରୀ ଛାତ୍ରଛାତ୍ରୀ

ଭୁବନେଶ୍ବର()   ଖୁବ୍ ଶୀଘ୍ର ରାଜ୍ୟରେ ନୂଆ ସ୍ୱାସ୍ଥ୍ୟ ନୀତି ଲାଗୁ ହେବା ନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ମନ୍ତ୍ରୀ ନବ ଦାସ । ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, ଆସନ୍ତା ୨ ବର୍ଷ ମଧ୍ୟରେ ରାଜ୍ୟରେ ପୂରଣ ହେବ ଖାଲିଥିବା ଡାକ୍ତର ପଦବୀ । ରାଜ୍ୟରେ ସ୍ୱାସ୍ଥ୍ୟ…

ବିଜେପି-ବିଜେଡି ମଧ୍ୟରେ ଫିକ୍ସିଂ ହୋଇଛି: ତାରା

ଭୁବନେଶ୍ବର()  ପାଟକୁରା ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହେବା ପରେ ରାଜନୀତି ଜୋର ଧରିଛି । ପାଟକୁରା ନିର୍ବାଚନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ତାରା କହିଛନ୍ତି, ପାଟକୁରା ନିର୍ବାଚନ ପାଇଁ ବିଜେପି-ବିଜେଡି ମଧ୍ୟରେ ଫିକ୍ସିଂ ହୋଇଛି ।…

ଆଜି ମହାପ୍ରଭୁଙ୍କ ବନକ ଲାଗି ନୀତି

ପୁରୀ()   ଆଡପ ମଣ୍ଡପରେ ଶ୍ରୀଜିଉଙ୍କ ଦର୍ଶନକଲେ ମୋକ୍ଷ ପ୍ରାପ୍ତି ହୁଏ ବୋଲି ବିଶ୍ୱାସ ରହିଛି । ତେଣୁ ଜନ୍ମବେଦୀରୁ ଶ୍ରୀଜିଉଙ୍କ ଆଶୀର୍ବାଦ ଲାଭ କରିବା ପାଇଁ ହଜାର ହଜାର ଭକ୍ତଙ୍କ ସୁଅ ଛୁଟିଛି ଶ୍ରୀକ୍ଷେତ୍ରକୁ । ଏଣୁ ରାତି ୯ଟା ପରଠାରୁ ଆଜି ଭକ୍ତଙ୍କ ଦର୍ଶନ ବନ୍ଦ ରହିବ। ବନକ ଲାଗି ନୀତି…

ଭାରତୀୟ କ୍ରିକେଟ ଦଳକୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଭାରତୀୟ କ୍ରିକେଟ ଟିମକୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗତକାଲି ଶ୍ରୀଲଙ୍କା ସହ ମୁହାଁମୁହିଁ ହୋଇଥିଲା ଭାରତ ଟିମ । ସେଥିରେ ଭଲ ପ୍ରଦର୍ଶନ ଦେଖାଇ ଭାରତ ଟିମ ବିଜୟଲାଭ କରିଥିଲା । ତେଣୁ ପରବର୍ତ୍ତୀ ମ୍ୟାଚ ପାଇଁ ଶୁଭେଚ୍ଛା ଜଣାଇଛନ୍ତି…

ଏୟାରଟେଲର ଲଞ୍ଚ କଲା ୧୪୮ ଟଙ୍କାର ନୂଆ ପ୍ଲାନ

ନିଜର ପୋଷ୍ଟପେଡ୍ ପ୍ଲାନରେ ଅନେକ ପରିବର୍ତ୍ତନ କରିବା ପରେ ଏୟାରଟେଲ ପୁଣି ନିଜର ପ୍ରି-ପେଡ୍ ଗ୍ରାହକଙ୍କ ଉପରେ ଧ୍ୟାନ ଦେବା ଆରମ୍ଭ କରିଛନ୍ତି। ଏୟାରଟେଲ ନିଜର ୧୪୮ ଟଙ୍କାର ଏକ ନୂଆ ପ୍ଲାନ ଲଞ୍ଚ କରିଛି। ତେବେ ଆସନ୍ତୁ ଜାଣିବା ଏୟାରଟେଲର ଏହି ଶସ୍ତା ପ୍ଲାନରେ ମିଳୁଥିବା ଫାଇଦା ବିଷୟରେ।…

ଶ୍ରୀଲଙ୍କାକୁ ହରେଇ ୱାଲର୍ଡ କପ୍ ପଏଣ୍ଟ ଟେବୁଲର ଶୀର୍ଷରେ ଭାରତ

ଲଣ୍ଡନ : ୱାଲର୍ଡ କପ୍  ପଏଣ୍ଟ ଟେବୁଲର ଶୀର୍ଷରେ ଭାରତ । ଗତକାଲି ଶ୍ରୀଲଙ୍କାକୁ ହରାଇବା ସହିତ ପଏଣ୍ଟ ତାଲିକାରେ ଭାରତ ଅଷ୍ଟ୍ରେଲିଆକୁ ପଛରେ ପକାଇଛି । ସେହିପରି ସେମିଫାଇନାଲରେ ଭାରତ-ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ-ଇଂଲଣ୍ଡ ପ୍ରବେଶ କରିଛନ୍ତି । ଗତକାଲି ଖେଳା ଯାଇଥିବା ମ୍ୟାଚରେ ଭାରତ…

ସହରାଞ୍ଚଳ ପରିବହନର ଅତିରିକ୍ତ ଦାୟିତ୍ୱ ତୁଲାଇବେ ଅରୁଣ ବୋଥ୍ରା

ଭୁବନେଶ୍ୱର ()   ଓଡ଼ିଶା ପୁଲିସ ଆଇଜି ତଥା ଅରୁଣ ବ୍ରୋଥା ଆଇପିଏଏସଙ୍କୁ କ୍ୟାପିଟାଲ୍ ରିଜିଅନ୍ ଅର୍ବାନ୍ ଟ୍ରାନସ୍ପୋର୍ଟ (କ୍ରୁଟ)ର ପରିଚାଳନା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଉପାଧ୍ୟକ୍ଷ ପ୍ରେମଚନ୍ଦ୍ର ଚୌଧୁରୀ ‘କ୍ରଟ୍’ର ଜଣେ…