Odia News Portal
Yearly Archives

2019

ଏସବୁ ଲକ୍ଷଣରୁ ଜାଣନ୍ତୁ ପୁଅଟିଏ ବିବାହିତ କି ଅବିବାହିତ

ଜଣେ ଝିଅ ବିବାହିତା କି ଅବିବାହିତା ସେ ସମ୍ପର୍କରେ ଜାଣିବା ଆଦୌ କଷ୍ଟକର ନୁହେଁ। କାରଣ ମଥାରେ ସିନ୍ଦୁର, ହାତରେ ଶଙ୍ଖା, ପାଦରେ ପାଉଁଜି, ବେକରେ ମଙ୍ଗଳସୂତ୍ର ଦେଖିଲେ ସହଜରେ ବୁଝିଯିବେ ଝିଅଟିଏ ବିବାହିତା କି ଅବିବାହିତା। କିନ୍ତୁ ଜଣେ ପୁଅ ବିବାହିତ କି ନୁହେଁ ସହଜରେ ଜାଣିହେବ ନାହିଁ। ଏଣୁ…

ରାଗିଣୀ ଏମ୍ଏମ୍ଏସ୍ ରିଟର୍ଣ୍ଣସ୍ର ଟ୍ରେଲର ରିଲିଜ, ଦେଖନ୍ତୁ ଭିଡିଓ

ମୁମ୍ବାଇ() ରିଲିଜ୍ ହୋଇଛି ଓ୍ବେବ୍ ସିରିଜ୍ ରାଗିଣୀ ଏମ୍ଏମ୍ଏସ୍ ରିଟର୍ଣ୍ଣସ୍-୨ର ଟ୍ରେଲର। ୨.୫୧ ମିନିଟ୍ର ଏହି ଟ୍ରେଲର୍ରେ ସସ୍ପେକ୍ସ, ଆକ୍ସନ, ଥ୍ରିଲ୍, ବୋଲ୍ଡନେସ୍ ଏବଂ ହରର୍ ଆଦି ଭରପୂର ରହିଥିବା ଦେଖିବାକୁ ମିଳୁଛି। ଏହାକୁ ସାତ ଲକ୍ଷରୁ ଅଧିକ ଲୋକେ ଦେଖିସାରିଲେଣି।…

ଜାତୀୟ ଉପକନିଷ୍ଠ ବ୍ୟାଡମିନରେ ସର୍ବପ୍ରଥମ ମେଡାଲ ଲକ୍ଷ୍ୟରେ ଓଡ଼ିଶା

ଭୁବନେଶ୍ୱର : ଚଳିତ ବର୍ଷ ଡିସେମ୍ବର ୧୭ରୁ ୨୨ ପର୍ଯ୍ୟନ୍ତ ଓଡ଼ିଶାର ଭୁବନେଶ୍ୱର ଠାରେ ୧୫ ବର୍ଷରୁ କମ୍ ଏବଂ ୧୭ ବର୍ଷରୁ କମ୍ ବାଳକ ଏବଂ ବାଳିକା ଉପକନିଷ୍ଠ ବ୍ୟାଡମିନ ପ୍ରତିଯୋଗୀତାର ୩୩ତମ ସଂସ୍କରଣର ଆୟୋଜନ ହେବାକୁ ଯାଉଛି । ଏହି ଆୟୋଜନ ସହ ପ୍ରଥମ ଉପକନିଷ୍ଠ ଜାତୀୟ ମେଡାଲ ପାଇଁ ଓଡ଼ିଶାର…

ମହଙ୍ଗା ହେବ ଟୋଲ ଟିକସ

ଭୁବନେଶ୍ୱର() ରାଜ୍ୟରେ ମହଙ୍ଗା ହେବ ଟୋଲ ଟିକସ । ରାଜ୍ୟ ରାଜପଥରେ ଥିବା ଟୋଲଗେଟ ଗୁଡିକରେ ବଢିପାରେ ଟୋଲ ଫି । ଏନେଇ ପୂର୍ତ ବିଭାଗକୁ ଚିଠି ଲେଖିଛି ଓଡିଶା ସେତୁ ଓ ନିର୍ମାଣ ନିଗମ ଲିମିଟେଡ୍ । ରାସ୍ତା ଓ ପୋଲ ନିର୍ମାଣ କରିବାକୁ ଅଧିକ ଟଙ୍କା ଦରକାର ପଡୁଥିବାରୁ ଟୋଲ ଫି’ରେ ସଂଶୋଧନ…

ନାଗରିକତା ସଂଶୋଧନ ଆଇନକୁ ନେଇ ଉତ୍ତେଜନା, ଟ୍ରେନ ବାତିଲା

ଭୁବନେଶ୍ୱର() ନାଗରିକତା ସଂଶୋଧନ ଆଇନକୁ ନେଇ ପଶ୍ଚିମବଙ୍ଗରେ ଦେଖାଦେଇଛି ଉତ୍ତେଜନା ପରିସ୍ଥିତି। ଯେଉଁଥିପାଇଁ ରେଳ ଚଳାଚଳରେ ବ୍ୟାଘାତ ହୋଇଛି। ଯାହାଫଳରେ ଯାତ୍ରୀମାନେ ନାହିଁନଥିବା ଅସୁବିଧାରେ ସମ୍ମୁଖୀନ ହୋଇଛି। ଓଡ଼ିଶା ଦେଇ ଯାଉଥିବା ଟ୍ରେନଗୁଡିକୁ ଆଜି ହାଓଡାରୁ ବାତିଲ ହୋଇଛି।…

ସଚିବାଳୟ ମାର୍ଗ ହେଲା ଲୋକ ସେବା ମାର୍ଗ

ଭୁବନେଶ୍ୱର () ଭୁବନେଶ୍ୱର ଏଜି ଛକ ଠାରୁ ଆଚାର୍ଯ୍ୟ ବିହାର ଛକ ପର୍ଯ୍ୟନ୍ତ ରାସ୍ତାର ନାମ ସଚିବାଳୟ ମାର୍ଗ ପରିବର୍ତ୍ତେ ଆଜି ଠାରୁ ଲୋକ ସେବା ମାର୍ଗ ନାମରେ ପରିବର୍ତ୍ତନ କରାଯାଇଛି । ସୂଚନାଅନୁସାରେ, କିଛି ଦିନ ପୂର୍ବରୁ ସଚିବାଳୟର ନାମ ପରିବର୍ତ୍ତନ କରାଯାଇ ଲୋକ ସେବା ଭବନ କରାଯାଇଥିଲା…

ଅବଢ଼ା ଯୋଜନା ପାଇଁ ଛଅଟି ଖଣ୍ଡୋଲାଇଟ ଖଣି ସଂରକ୍ଷିତ

ଭୁବନେଶ୍ୱର () ପୁରୀକୁ ବିଶ୍ବ ଐତିହ୍ୟ କ୍ଷେତ୍ର ଭାବେ ବିକଶିତ କରିବାକୁ ଆବଶ୍ୟକ ଖଣ୍ଡୋଲାଇଟ ପଥର ପାଇଁ ଛଅଟି ଲଘୁ ଖଣିକୁ ସଂରକ୍ଷିତ ରଖାଯାଇଛି । ଓଡିଶା ଖଣି ନିଗମକୁ ଏହିସବୁ ଖଣି ଲିଜ ଦିଆଯାଇଥିବା ବେଳେ ଏଥିରୁ ଉତ୍ତୋଳିତ ଖଣ୍ଡୋଲାଇଟ ପଥର କେବଳ ପୁର୍ତ୍ତ ବିଭାଗକୁ ଦିଆଯିବ ଏବଂ ଏହା କେବଳ…

ଶ୍ରୀମନ୍ଦିର ରୋଷଘରକୁ ଯିବ ଵାତ୍ୟା କାଠ

ଭୁବନେଶ୍ୱର : ବାଲୁଖଣ୍ଡ ଅଭୟାରଣ୍ୟରେ ପଡ଼ି ରହିଥିବା ଭଙ୍ଗା ଗଛଡାଳ ଏବଂ ଅନ୍ୟାନ୍ୟ ସାମଗ୍ରୀଗୁଡ଼ିକ ଅଭୟାରଣ୍ୟ ନିକଟସ୍ଥ ୨୮ଟି ସ୍ଥାନୀୟ ପରିବେଶ ବିକାଶ ସମିତିକୁ ସେମାନଙ୍କ ଦୈନନ୍ଦିନ ବ୍ୟବହାର ନିମନ୍ତେ ହସ୍ତାନ୍ତର କରାଯିବ । ବଳକା କାଠଗୁଡ଼ିକୁ ବିନାମୂଲ୍ୟରେ ଶ୍ରୀଜଗନ୍ନାଥ…

ମଦ ପିଇବା ବେଳେ ଗ୍ଲାସକୁ ଗ୍ଲାସ ଛୁଆଁଇ କାହିଁକି କୁହାଯାଏ ‘ଚିୟର୍ସ’, ଜାଣନ୍ତୁ କାରଣ

କୌଣସି  କାର୍ଯକ୍ରମ ହେଉ କି ଉତ୍ସବ ପାଳନ ବେଳେ ଏକତ୍ର ହୋଇ ଲୋକେ ପେୟ ଗ୍ରହଣ କରିବା ବେଳେ ପରସ୍ପରର ପାତ୍ରକୁ ଛୁଆଁଇ କହିଥାନ୍ତି ‘ଚିୟର୍ସ’। ତେବେ ଜାଣନ୍ତି କି ଏହି ଚିୟର୍ସର ଅର୍ଥ କ’ଣ ଓ କେବେଠୁ ଆସିଛି ଆମ ସଭ୍ୟତାରେ। ଯଦି ଜାଣି ନାହାନ୍ତି ତେବେ ଆସନ୍ତୁ ଜାଣିବା କେତେ ପୁରୁଣା ଚିୟର୍ସର…

ଆଜି ରାମଚଣ୍ଡୀ ମୁହାଣରେ ମେରାଇନ୍‌ ଡ୍ରାଇଭ୍‌ ଇକୋ ରିଟ୍ରିଟ୍‌

ପୁରୀ : ତମ୍ବୁରେ ମିଳିବ ତାରକା ହୋଟେଲ ପରି ସୁବିଧା । ଆଜିଠୁ ପୁରୀ-କୋଣାର୍କ ମେରାଇନ୍ ଡ୍ରାଇଭ ରୋଡ୍ ରାମଚଣ୍ଡୀ ମୁହାଣରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ହେବ ମେରାଇନ୍ ଡ୍ରାଇଭ୍ ଇକୋ ରିଟ୍ରିଟ୍ । ଆଜିଠୁ ଆରମ୍ଭ ହେଉଥିବା ଏହି କାର୍ଯ୍ୟକ୍ରମ ଜାନୁଆରୀ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ । ସଂଧ୍ୟାରେ…