ଭାରତୀୟ ମହିଳା ରଗ୍ବୀ ଦଳର ଐତିହାସିକ ବିଜୟ
ନୂଆଦିଲ୍ଲୀ : ଭାରତୀୟ ମହିଳା ରଗ୍ବୀ ଦଳ ଇତିହାସ ସୃଷ୍ଟି କରିଛି। ଦଳ ଶନିବାର ତା’ର ପ୍ରଥମ ଅନ୍ତର୍ଜାତୀୟ ୧୫ଏସ୍ ବିଜୟ ହାସଲ କରିଛି। ଭାରତୀୟ ଦଳ ଏସିଆ ରଗ୍ବୀ ମହିଳା ଚାମ୍ପିୟନଶିପ୍ ଡିଭିଜନ ଓ୍ବାନରେ ସିଙ୍ଗାପୋରକୁ ହରାଇଛି। ଅନ୍ତିମ ମିନିଟ୍ରେ ସୁମିତ୍ରା ନାୟକ ଚମତ୍କାର ପ୍ରଦର୍ଶନ…
