Odia News Portal
Yearly Archives

2019

ଘରୋଇ ସଂସ୍ଥାର ପରୀକ୍ଷା ରିପୋର୍ଟ ଉପରେ କଟକଣା

ଭୁବନେଶ୍ବର () ଅବସର ଗ୍ରହଣ କରିଥିବା ଡାକ୍ତରମାନେ ଏଣିକି ୭୦ବର୍ଷ ବୟସ ପର୍ଯ୍ୟନ୍ତ ସରକାରୀ ଚିକିତ୍ସାଳୟରେ ଠିକା ଭିତ୍ତିରେ କାର୍ଯ୍ୟ କରିପାରିବେ । ପୂର୍ବରୁ ଏହି ବୟସସୀମାକୁ ସରକାର ୬୮ବର୍ଷ ଧାର୍ଯ୍ୟ କରିଥିଲେ । ଆଜି ସିଡିଏମ୍‍ଓ ସମ୍ମିଳନୀରେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ…

ଯୁକ୍ତ ୩ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ବର()   ୨୦୧୯-୨୦ ଶିକ୍ଷାବର୍ଷରେ +୩ ନାମଲେଖା ପାଇଁ ବିଜ୍ଞପ୍ତି ଜାରି । ଆସନ୍ତା ୨୪ତାରିଖରୁ ନାମଲେଖା ପାଇଁ ଛାତ୍ରଛାତ୍ରୀ ଅନଲାଇନରେ ଆବେଦନ କରିପାରିବେ ବୋଲି ଉଚ୍ଚ ଶିକ୍ଷା ବିଭାଗ ବିଜ୍ଞପ୍ତି । ଜୁନ ୨୪ ତାରିଖ ସକାଳ ୧୧ଟାରୁ ଅନଲାଇନ ରେଜିଷ୍ଟ୍ରେସନ ଆରମ୍ଭ ହେବ। ଆବେଦନର ଶେଷ…

ପୁଣି ବିଶ୍ୱକରୁ ବାଦ ପଡିପାରନ୍ତି ଏହି ଖେଳାଳି

ଟିମ ଇଣ୍ଡିଆକୁ ଆଉ ଏକ ଝଟକା ଲାଗିଛି । ଭାରତୀୟ ଟିମର ଖେଳାଳି ବିଜୟ ଶଙ୍କର ମଧ୍ୟ ଟିମରୁ ବାହାରି ପାରନ୍ତି । ବୁଧବାର ଦିନ ବର୍ଷା ହେଉଥିବାବେଳେ ଭାରତୀୟ ଖେଳାଳି ଅଭ୍ୟାସ ମ୍ୟାଚ ଖେଳୁଥିଲେ । ଅଭ୍ୟାସ ମ୍ୟାଚ ବେଳେ ବିଜୟ ଶଙ୍କରଙ୍କ ଗୋଡ ଆଙ୍ଗୁଠିରେ ଆଘାତ ହୋଇଥିଲା । ଆଘାତ ବେଶୀ ଗଭୀର…

ସଂସଦରେ ମହାନଦୀ ପ୍ରଦୂଷଣମୁକ୍ତ ପ୍ରସଙ୍ଗ ଉଠାଇଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ ()  ଆଜି ସଂସଦରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ନିଜର ଅଭିଭାଷଣ ରଖିବା ସମୟରେ ମହାନଦୀ ପ୍ରସଙ୍ଗ ଉଠାଇଛନ୍ତି । ସେ କହିଛନ୍ତି, ଦେଶ ବଦଳୁଛି । ଅଧିକ ସଂଖ୍ୟକ ମହିଳା ଲୋକସଭାକୁ ନିର୍ବାଚିତ ହେବା ଏହା ଦର୍ଶାଉଛି । ସମସ୍ତଙ୍କ ବିକାଶର ଲକ୍ଷ୍ୟ ନେଇ କାମ କରୁଛନ୍ତି ସରକାର ।…

୧୧ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ବର()   ୧୧ଟି ଜିଲ୍ଲା ପାଇଁ କାଳବୈଶାଖୀ ସତର୍କତା ଜାରି କରିଛି ଆଂଚଳିକ ପାଣିପାଗ ବିଭାଗ । ୧୧ଟି ଜିଲ୍ଲା ହେଲା କେନ୍ଦ୍ରାପଡା, ଜଗତସିଂହପୁର, ଭଦ୍ରକ, ଢେଙ୍କାନାଳ, କେନ୍ଦୁଝର, ଯାଜପୁର, ଅନୁଗୋଳ, କଟକ, ଖୋର୍ଦ୍ଧା, ନୟାଗଡ ଏବଂ ଯାଜପୁର । ଏହି ସବୁ ଜିଲ୍ଲାରେ ଘଡଘଡି ସହ ବର୍ଷା…

କାଲି ଖୋଲିବ ସମସ୍ତ ସ୍କୁଲ

ଭୁବନେଶ୍ବର()   ଆସନ୍ତାକାଲିଠୁ ଖୋଲିବ ରାଜ୍ୟର ସମସ୍ତ ସ୍କୁଲ । ଏନେଇ ସୂଚନା ଦେଇଛି ସ୍କୁଲ ଓ ଗଣଶିକ୍ଷା ବିଭାଗ । ଖରାକୁ ଦେଖି ଆସନ୍ତା ୨୫ ତାରିଖ ଯାଏଁ ସ୍କୁଲ ଛୁଟି ଘୋଷଣା କରିଥିଲେ ରାଜ୍ୟ ସରକାର । ଖରା କମିଯିବାରୁ କାଲିଠାରୁ ସ୍କୁଲ ଖୋଲିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ପ୍ରଥମେ…

୨୪ ଘଣ୍ଟାରେ ଓଡିଶା ଛୁଇଁବ ମୌସୁମୀ

ଭୁବନେଶ୍ବର()   ଆସନ୍ତାକାଲି ଓଡିଶା ଛୁଇଁବ ମୌସୁମୀ । ପ୍ରାଥମିକ ପର୍ୟ୍ୟାୟରେ ଏହା ଦକ୍ଷିଣ ଓଡ଼ିଶାରେ ସକ୍ରିୟ ହେବ। ପରବର୍ତ୍ତୀ ସମୟରେ ସାରା ଓଡ଼ିଶାକୁ ମୌସୁମୀ ବାୟୁ ଛୁଇଁବ। ତେବେ ମୌସୁମୀ ଲଘୁଚାପ ନେଇ ଆସିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ସେପଟେ ଉତ୍ତର-ପୂର୍ବ…

ରଥଯାତ୍ରା ସୁରକ୍ଷା ବୈଠକ, ଏହିସବୁ ଦିଗକୁ ଦିଆଯାଇଛି ଗୁରୁତ୍ବ

ପୁରୀ : ରଥଯାତ୍ରାର ସୁରକ୍ଷା ନେଇ ରଥଯାତ୍ରା ସୁରକ୍ଷା ବୈଠକ ଶେଷ ହୋଇଛି। ରଥଯାତ୍ରା ବେଳେ ମୁତୟନ ହେବେ ୧୫୦ ପ୍ଲାଟୁନ ପୋଲିସ। ସମସ୍ତ ବିଭାଗ ସମନ୍ଵୟ ରକ୍ଷା କରି ରଥାଯାତ୍ରା ସମୟରେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି ପୋଲିସ ଡିଜି ଆର.ପି.ଶର୍ମା । କେନ୍ଦ୍ରକୁ ମଗାଯାଇଛି NSG…

ବ୍ଲାକମେଲିଂ କରିବା ମହଙ୍ଗା ପଡିଲା, ୪ ନକଲି ସାମ୍ବାଦିକ ଗିରଫ

ବରଗଡ଼ :  ବରଗଡ ଜିଲ୍ଲା  ଶିଳ୍ପ କେନ୍ଦ୍ର ଅଧିକାରୀଙ୍କୁ ବ୍ଲାକମେଲିଂ କରିବା ମହଙ୍ଗା ପଡିଲା।ବରଗଡ ଟାଉନଥାନା ପୋଲିସ ୪ ଜଣ ନକଲି ସାମ୍ବାଦିକଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ନଗଦ ଟଙ୍କା, ମୋବାଇଲଫୋନ, ଆଇପଡ, ଲାପଟପ, ଆଇଡେଣ୍ଟିଟି କାର୍ଡ, ଗୋଟିଏ କ୍ୟାମେରା, ବୁମ ସମେତ ସେମାନେ…

ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଉର୍ବଶୀଙ୍କ ମେସେଜ ନେଇ ଚର୍ଚ୍ଚା

ଉର୍ବଶୀ ରୌଟେଲା ଓ ହାର୍ଦିକ ପାଣ୍ଡ୍ୟାଙ୍କ ରିଲେସନ ନେଇ ପୁଣି ଉଠିଛି ଚର୍ଚ୍ଚା । ଏଥର ଚର୍ଚ୍ଚାର ଆଧାର ହେଉଛି ଭାରତ-ପାକ ମ୍ୟାଚ ପୂର୍ବରୁ  ହାର୍ଦିକଙ୍କୁ ଉର୍ବଶୀ ମେସେଜ କରିଥିବା ନେଇ। ରିପୋର୍ଟ ଅନୁସାରେ ଉର୍ବଶୀ ହାର୍ଦିକଙ୍କୁ ୱାଲର୍ଡ କପ୍‌ର ଭାରତ-ପାକ୍‌ ମ୍ୟାଚ୍‌ର ୨ଟି ଟିକେଟ୍‌…