Odia News Portal
Yearly Archives

2019

ପାଣିରେ ଭିଜା କିସ୍‌ମିସ୍‌ ଖାଆନ୍ତୁ, ମିଳିବ ଏହିସବୁ ଫାଇଦା 

କିସ୍‌ମିସ୍‌ ପାଟିକୁ ଯେତିକି ସ୍ବାଦିଷ୍ଟ ଲାଗିଥାଏ, ଶରୀର ପାଇଁ ମଧ୍ୟ ମଧ୍ୟ ବେଶ୍‌ ଉପକାରୀ ସାବ୍ୟସ୍ତ ହୋଇଥାଏ। କିସ୍‌ମିସରେ ଆଇରନ, ପୋଟାସିୟମ, ମ୍ୟାଗ୍ନେସିଅମ ଏବଂ ଫାଇବର ଇତ୍ୟାଦି ଭରପୂର ମାତ୍ରାରେ ରହିଥାଏ। କିସ୍‌ମିସ୍‌କୁ ଖାଲି ଖାଇବା ଅପେକ୍ଷା ଏହାକୁ ପାଣିରେ ଭିଜାଇ ଖାଇଲେ ଅଧିକ ଲାଭ…

ବବିଙ୍କ ମାଷ୍ଟର ଷ୍ଟ୍ରୋକ

ଭୁବନେଶ୍ୱର : ୨୦୧୭ ପଂଚାୟତ ନିର୍ବାଚନ ଓ ୨୦୧୯ ସାଧାରଣ ନିର୍ବାଚନରେ ମୟୁରଭଂଜ ଜିଲ୍ଲାରେ ଦଳର ପ୍ରଦର୍ଶନ ଖରାପ ହେବା ପରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଷ୍ଟର ଗେମ ପ୍ଲାନର ପ୍ରଣବ ପ୍ରକାଶ ଦାସଙ୍କୁ ଏହି ଜିଲ୍ଲା ଦାୟିତ୍ୱ ଦେଇଛନ୍ତି । ଦାୟିତ୍ୱ ନେବା ପରେ…

ଆଜି ଆପଣଙ୍କ ରାଶି କଣ କହୁଛି, ଆସନ୍ତୁ ଜାଣିବା

ମେଷ ପ୍ରିୟ କଥା କହିବା କାରଣରୁ ପାରିବାରିକ ଜୀବନରେ ଶାନ୍ତି ଓ ସ୍ଥିରତା ଅବ୍ୟାହତ ରହିବ । ନିଜ ପରିବେଶରେ ସହମତି ଭିତ୍ତିରେ କାର୍ଯ୍ୟକଲେ ସଫଳତା ପାଇବେ । ଏକ ନିର୍ଦ୍ଦିିଷ୍ଟ ଦିଗରେ ଖର୍ଚ୍ଚ କରିବାକୁ ରଖିଥିବା ଟଙ୍କା ଭିନ୍ନ ବାଟରେ ଖର୍ଚ୍ଚ ହୋଇଯିବ । କର୍ମକ୍ଷେତ୍ରରେ ସାଧାରଣ…

ନାନା ବାୟା ଗୀତ ଶୁଣି କାହିଁକି ଶୋଇପଡନ୍ତି ଶିଶୁ?, ଜାଣନ୍ତୁ କାରଣ

ପିଲାଙ୍କୁ ଶୁଆଇବା ପାଇଁ ମା’ମାନେ ନାନା ବାୟା ଗୀତର ସାହାରା ନେଇଥାନ୍ତି। ପୃଥିବୀର ସମସ୍ତ ସଂସ୍କୃତି ତଥା ପରମ୍ପରାରେ ଏଭଳି ନାନା ବାୟା ଗୀତକୁ ଲୋକଗୀତ ବୋଲି କୁହାଯାଇଥାଏ। ତେବେ ଏହା ଛୋଟ ପିଲାଙ୍କ ଉପରେ ସକାରାତ୍ମକ ପ୍ରଭାବ ପକାଇଥାଏ ବୋଲି ଲଣ୍ଡନର ଗ୍ରେଟ୍ ଔରମଣ୍ଡ ଷ୍ଟ୍ରିଟ୍…

ଯୁବ ବିଜ୍ଞାନୀଙ୍କୁ ସମ୍ମାନିତ କଲେ ନବୀନ

ଭୁବନେଶ୍ୱର : ଆଜି ଯୁବ ଜ୍ୟୋତିର୍ବିଜ୍ଞାନୀ ଅନ୍ୱେଷଣ କାର୍ଯ୍ୟକ୍ରମର ଆଜି ଗ୍ରାଣ୍ଡ ଫିନାଲେ କରାଯାଇଛି । ପଠାଣୀ ସାମନ୍ତ ପ୍ଲାନେଟୋରିୟମ ଓ ଟାଟା ଷ୍ଟିଲ୍ ପକ୍ଷରୁ ଏହି କାର୍ଯ୍ୟକ୍ରମ କରାଯାଇଛି । ସେଠାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସାରା…

ସାଇବାବା ଦଶହରା ଦିନ ହିଁ ସମାଧି କଣ ପାଇଁ ନେଲେ, ଆଶ୍ଚର୍ୟ୍ୟଜନକ କାରଣ

ସ୍ୱାଧିକାର ନ୍ୟୁଜ()  ସାଇବାବା ଦଶହରା ଦିନ ସମାଧି କଣ ପାଇଁ ନେଲେ ? ରାବଣ ମାରି ଯିବାରୁ ଦଶମୀ ଦିନ ଦଶହରା ପାଳନ କରା ଯାଏ । ଆସନ୍ତୁ ଜାଣିବା ସାଇବାବା ଏହି ଦିନ କଣ ପାଇଁ ସମାଧି ନେଇ ଥିଲେ ... ସାଇବାବା ମହାରାଷ୍ଟ୍ର ର ଅହମଦନଗର ଜିଲ୍ଲା ର ରାହାଟ ତହସିଲ ର ସିରଡ଼ି କାଖବା ଠାରେ ୧୫…

ନିଜ ପତ୍ନୀଙ୍କୁ ‘ପିଆଜ କାନଫୁଲ’ ଉପହାର ଦେଲେ ଏହି ଅଭିନେତ୍ରୀ

ମୁମ୍ବାଇ() ଆକାଶ ଛୁଆଁ ପିଆଜ ଦରକୁ ନେଇ ଚର୍ଚ୍ଚାରେ ରହିଥିବା ବେଳେ ଧୀରେ ଧୀରେ ଏହାର ଦର ଖସୁଛି। ପିଆଜ ଦର କିଲୋପ୍ରତି ଦେଢ଼ ଶହ ଟପି ଯାଇଥିବା ବେଳେ କିଛି କିଛି ସ୍ଥାନରେ ଏହା ୧୮୦ ଟଙ୍କା ରହିଥିବା ନେଇ ଖବର ଆସିଥିଲା। ସୋଶାଲ୍ ମିଡିଆରେ ପିଆଜକୁ ନେଇ ବିଭିନ୍ନ ପ୍ରକାର ମଜା କଥା ପଢ଼ିବାକୁ…

ନଗଡ଼ାରେ ହେବ ଇକୋଲଜିଷ୍ଟିକ ପାର୍କ: ମନ୍ତ୍ରୀ

ଯାଜପୁର() ଯାଜପୁର ନଗଡ଼ାରେ ହେବ ଇକୋଲଜିଷ୍ଟିକ ପାର୍କ । ଏନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ନଦୀରୁ ପାଇପ ଯୋଗେ ୩ ନଗଡ଼ାକୁ ପାନୀୟ ଜଳ ଯୋଗାଇ ଦିଆଯିବ । ସୂଚନାଅନୁସାରେ, ଆଜି ତଳନଗଡ଼ା ଯାଇ ବିଭିନ୍ନ ଉନ୍ନୟନମୂଳକ କାର୍ୟ୍ୟର ସ୍ଥିତି ସମୀକ୍ଷା କରିଛନ୍ତି ଶକ୍ତିମନ୍ତ୍ରୀ…

ଆକାଶ ମାର୍ଗରୁ ଆସିଲା ଶଦ୍ଧ,ଦୋହଲିଲା ଘର

ଜଳେଶ୍ୱର () ଆକାଶ ମାର୍ଗରୁ ଶୁଭିଲା ଭୟଙ୍କର ଶଦ୍ଧ । ଆଉ ଏହି ଶଦ୍ଧରେ ଦୋହଲିଗଲା ଘରଦ୍ୱାର, ଝରକା ଓ କବାଟ । କେହି କିଛି ଜାଣିପାରିଲେ ନାହିଁ । ଚାରିଆଡକୁ ଚାହିଁଲେ । କିନ୍ତୁ କଣ ପାଇଁ ଏହା ହେଲା ତାର କୌଣସି ଚିହ୍ନବର୍ଣ୍ଣ ବି ମିଳିଲା ନାହିଁ । ଏହି ଘଟଣା ଘଟିଛି ଜଳେଶ୍ୱର ବସ୍ତା ଅଂଚଳରେ…

ଜାଲରେ ପଡ଼ିଲା ବିରଳ ଶାଙ୍କୁଚ, ଦେଖନ୍ତୁ

କଟକ() କଟକ ଜିଲ୍ଲା ନିଆଳି ବିଳାଶୁଣୀ କନ୍ଦଳ ନଦୀରୁ ଏକ ସାମୁଦ୍ରିକ ଶାଙ୍କୁଚ ଉଦ୍ଧାର ହୋଇଛି। ପ୍ରଥମ ଥର ପାଇଁ ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଛି ୨ରୁ ୩ କ୍ବିଣ୍ଟାଲ ଓଜନର ଶାଙ୍କୁଚ । ସୂଚନାଅନୁସାରେ, ଆଜି ସକାଳେ ବାଲିକୁଦା ପୋଲ ନିକଟରେ ମତ୍ସ୍ୟଜୀବୀମାନେ ମାଛ ମାରୁଥିବା ସମୟରେ ଜାଲରେ ଏହି…