Odia News Portal
Yearly Archives

2019

କଟକରେ ହେବ ନୂଆ ସିଡିଏ

ଭୁବନେଶ୍ୱର()  କଟକରେ ହେବ ନୂଆ ସିଡିଏ । ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପ୍ରତାପ ଜେନା । ବାଲିଯାତ୍ରା ଯୋବ୍ରା ମହାନଦୀ ପଠାରେ ବାହାରିବ ଜାଗା । ପ୍ରାୟ ୪୦୦ ଏକର ନୂଆ ଜାଗା ବାହାରିବ ବୋଲି କହିଛନ୍ତି ମନ୍ତ୍ରୀ । ନୂଆ ଜାଗାରେ ଏସସିବିର ଦ୍ୱିତୀୟ କ୍ୟାମ୍ପସ ହେବ । ଏହା ସହିତ…

ଓଡ଼ିଶାରେ ଲାଗୁ ହେବନି ଏନଆରସି

ଭୁବନେଶ୍ୱର()  ଓଡ଼ିଶାରେ ଲାଗୁ ହେବନି ଏନଆରସି । ନାଗରିକତା ସଂଶୋଧନ ବିଲକୁ ନେଇ ସାରା ଦେଶରେ ପ୍ରତିବାଦର ନିଆଁ ଜଳୁଥିବା ବେଳେ ରାଜ୍ୟରେ ମୁସଲମାନଙ୍କୁ ଏନଆରସି ଭୟରୁ ରକ୍ଷାକରିଛନ୍ତି ମୁଖ୍ୟମନ୍ତ୍ରୀ । ନାଗରିକତା ସଂଶୋଧନ ବିଲ(ସିଏବି)କୁ ସମର୍ଥନ କରିବା ପରେ ମୁସଲିମ୍ ସଂପ୍ରଦାୟଙ୍କ ପାଇଁ…

ସାଇକେଲରେ ଅଫିସ ଆସିଲେ ବିଏମସି କମିଶନର

ଭୁବନେଶ୍ୱର : ସାଇକେଲରେ ଅଫିସ ଆସିଲେ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ । ଭୁବନେଶ୍ଵରକୁ ପ୍ରଦୂଷଣମୁକ୍ତ କରିବା ନେଇ ଅଣ୍ଟା ଭିଡ଼ିଛନ୍ତି ଭୁବନେଶ୍ଵରର ତିନୋଟି ସରକାରୀ ଅନୁଷ୍ଠାନ। ପ୍ରଦୂଷଣ ରୋକିବାକୁ ସପ୍ତାହର ଗୋଟିଏ ତଥା ଶୁକ୍ରବାର ଦିନ ସାଇକେଲରେ ଆସିବାକୁ ଗତକାଲି ଅପିଲ କରିଥିଲେ…

୧୪ରୁ ଉତ୍ତର ଓଡ଼ିଶାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର : ଆସନ୍ତା ୧୪ ତାରିଖରୁ ଉତ୍ତର ଓଡ଼ିଶାରେ ସ୍ୱଳ୍ପ ବର୍ଷା ହେବାର ସମ୍ଭାବନା ରହିଛି । ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହେବ ବୋଲି ପାଣିପାଗବିତ୍‌ ପୂର୍ବାନୁମାନ କରିଛନ୍ତି । ଅପରପକ୍ଷେ ଆଜି (ଶୁକ୍ରବାର) ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ସ୍ୱଳ୍ପରୁ…

ପରଦାକୁ ଆସିଲା ମର୍ଦ୍ଦାନୀ-୨

ଫିଲ୍ମି ଫ୍ରାଇଡେରେ ହଲ୍‌କୁ ଆସିଲା ରାନୀ ମୁଖାର୍ଜିଙ୍କ ଫିଲ୍ମ ମର୍ଦ୍ଦାନୀ-୨। ନାରୀ ନିର୍ଯାତନା ଓ ଦୁଷ୍କର୍ମ ଭଳି ଘଟଣାକୁ ନେଇ ଏବେ ସାରା ଦେଶରେ ଆନ୍ଦୋଳନ । ଏହି ସମୟରେ ରିଲିଜ ହୋଇଛି ରାନୀ ମୁଖାର୍ଜୀଙ୍କ ମର୍ଦ୍ଦାନୀ-୨। ସେନସର ବୋର୍ଡ ଫିଲ୍ମକୁ ୟୁ ସାର୍ଟିଫିକେଟ୍‌ ଦେଇଛି । ଫିଲ୍ମକୁ…

ମହାରାଷ୍ଟ୍ର ରାଜନୀତି : ଛିଡିଲା ମନ୍ତ୍ରିମଣ୍ଡଳ ଭାଗବଣ୍ଟା

ମୁମ୍ବାଇ : ମହାରାଷ୍ଟ୍ରରେ ଶିବସେନା, ଏନସିପି, କଂଗ୍ରେସକୁ ନେଇ ଗଠିତ ସରକାରରେ ଆଜି ମନ୍ତ୍ରିମଣ୍ଡଳ ବିଭାଗ ଭଣ୍ଟନ ହୋଇଛି ।ଶିବସେନାର ଏକନାଥ ସିନ୍ଦେ ମହାରାଷ୍ଟ୍ରର ନୂଆ ଗୃହମନ୍ତ୍ରୀ ହୋଇଛନ୍ତି ।ଏନ୍ସିପିର ଜୟନ୍ତ ପାଟିଲଙ୍କୁ ଅର୍ଥ ବିଭାଗ ମିଳିଛି । ଏକନାଥ ସିନ୍ଦେଙ୍କୁ ମଧ୍ୟ ନଗର ଉନ୍ନୟନ,…

ଜାଣନ୍ତୁ ପୋଟଳ ଖାଇବାର ୫ଟି ଲାଭ, ତୃତୀୟ ଲାଭଟି ସବୁଠୁ ଚମତ୍କାର

ଆମ ଦେଶର ବଜାରରେ ମିଳୁଥିବାସବୁଜ ପନି ପରିବା ମଧ୍ୟରେ ପୋଟଳ ଅନ୍ୟତମ ଓ ସବୁଠୁ ଅଧିକ ଲୋକ ପ୍ରୀୟ। ବିଭିନ୍ନ ପ୍ରକାରର ସ୍ୱାଦିଷ୍ଟ ତରକାରୀ ସାଙ୍ଗକୁ ଏହା ଭଜା ମଧ୍ୟ ଅନେକଙ୍କୁ ଭଲ ଲାଗିଥାଏ। ପୋଟଳ ରସା କଥା କହିଲେ ଲୋକଙ୍କ ପାଟିରୁ ଲାଳ ବୋହି ପଡେ। ତେବେ ଆପଣ ଜାଣିଲେ ଆଶ୍ଚର‌୍ୟ୍ୟ ହେବେ ପୋଟଳ…

କିଛି ଦିନ ପରେ ଖସିଲା ପିଆଜ ଦର

ଭୁବନେଶ୍ୱର : ଖସିଲା ପିଆଜ ଦର । କିଛି ଦିନ ହେଲା ବେଲଗାମ୍ ହୋଇପଡ଼ିଥିବା ପିଆଜ ଦର ଏବେ ୧୦୦ ତଳକୁ  ଖସିଛି । ମାର୍କେଟରେ ଛୋଟ ପିଆଜ କିଲୋ ପ୍ରତି ୮୦ଟଙ୍କାରେ ବିକ୍ରି ହେଉଥିବା ବେଳେ ଟିକେ ବଡ଼ ପିଆଜର ଦର ୮୫ରୁ ୯୦ଟଙ୍କା ପର୍ଯ୍ୟନ୍ତ ରହିଛି । ତଥାପି  ଆବଶ୍ୟକତା ଅନୁସାରେ ପିଆଜ କିଣି…

ପୁଅ ଆକ୍ରମଣରେ ବାପା ଗୁରୁତର

ନୟାଗଡ : ପୁଅ ଆକ୍ରମଣରେ ବାପା ଗୁରୁତର । ଗୁରୁତର ଅବସ୍ଥାରେ ବୃଦ୍ଧ ବାପା ଉଦୟନାଥ ପଟନାୟକଙ୍କୁ ପ୍ରଥମେ ନୟାଗଡ ଜିଲ୍ଲା ମୂଖ୍ଯଚିକିତ୍ସାଳୟ ପରେ ଭୂବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି । ଘଟଣା ଘଟିଛି ନୟାଗଡ ଜିଲ୍ଲା ଓଡଗାଁ ଥାନା ଗର୍ଜିନୀ ଗାଁ ରେ । ଉଦୟନାଥଙ୍କ ସାନ ପୁଅ ପ୍ରତାପ ଏକ ଜମିକୁ…

ବିବାହରେ ହଳଦୀ ଉତ୍ସବ କାହିଁକି ହୋଇଥାଏ ଜାଣିଛନ୍ତି କି ?

ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ଆପଣ, ଆପଣ କେବେ ବି ଚିନ୍ତା କରିଛନ୍ତି ଯେ ବିବାହରେ ହଳଦୀ ଉତ୍ସବ କାହିଁକି ହୋଇଥାଏ? କେବଳ ବିବାହରେ ନୁହେଁ ବରଂ ଦୈନନ୍ଦିନ ଜୀବନରେ ମଧ୍ୟ ହଳଦୀ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ହୋଇଥାଏ କାରଣ ଏହା ସ୍ବାସ୍ଥ୍ୟ ସହ ଜଡ଼ିତ ହୋଇଥାଏ। କିନ୍ତୁ ବିବାହ ଉତ୍ସବରେ ହଳଦୀର…