Odia News Portal
Yearly Archives

2019

ଆଜି ଆପଣଙ୍କ ରାଶି କଣ କହୁଛି, ଆସନ୍ତୁ ଜାଣିବା

ମେଷ ଆଜି ରାହୁ ଯୁକ୍ତ ଚନ୍ଦ୍ର ଯୋଗୁ ମାନସିକ ସ୍ଥିତି ଭଲ ରହି ନ ପାରେ। ଅବଶ୍ୟ ଆନୁଷ୍ଠାନିକ କାମରେ ସଫଳତା ପାଇବାରେ କୌଣସି ଅସୁବିଧା ହେବ ନାହିଁ। ପାରିବାରିକ କାମ ହାସଲ କ୍ଷେତ୍ରରେ ଜଣେ ପୁରୁଣା ବନ୍ଧୁ ସାହାଯ୍ୟ କରିବେ। ବାଣିଜ୍ୟ, ବ୍ୟବସାୟ, ଚୁକ୍ତିପତ୍ର, ଲୋକସମ୍ପର୍କ,…

ବିଏମ୍ସିର ପ୍ଲାଷ୍ଟିକ ବ୍ୟବହାର ଧରପଗଡ

ଭୁବନେଶ୍ୱର() ପରିବେଶ ସୁରକ୍ଷା ଏବଂ ସ୍ୱଚ୍ଛତାର ପରିପନ୍ଥି ହେବାକୁ ବିବିଧ ରଣନୀତି ଆଦରି ଥିବାବେଳେ ଆଜି, ଭୁବନେଶ୍ୱର ମହାନଗର ନିଗମର ପ୍ରୟାସ ପ୍ରଶଂସନୀୟ ବୋଲି ନାଗରିକମାନଙ୍କ ଠାରୁ ଶୁଣିବାକୁ ମିଳିଛି । ସ୍ୱଚ୍ଛତା ରକ୍ଷା ଏବଂ ସ୍ୱଚ୍ଛ ଅଭ୍ୟାସ ଆପଣେଇବାକୁ ଭୁବନେଶ୍ୱର ମହାନଗର ନିଗମ…

ଲିଙ୍ଗରାଜ ମନ୍ଦିର ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା

ଭୁବନେଶ୍ୱର() ଲିଙ୍ଗରାଜ ମନ୍ଦିର ପାଇଁ ବଡ ଘୋଷଣା କଲେ ରାଜ୍ୟ ସରକାର । ମନ୍ଦିରର ଉନ୍ନତି ଓ ସୌନ୍ଦର୍ୟ୍ୟକରଣ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏକାମ୍ରକ୍ଷେତ୍ର  ଭୁବନେଶ୍ୱର ସାରା ଦେଶରେ ଏକ ପ୍ରମୁଖ ଶୈବ ପୀଠ । ବିଭିନ୍ନ ପୁରାଣରେ ଭୁବନେଶ୍ୱର…

ରାଜ୍ୟରେ ଖୋଲିବ ଆଉ ୪ଟି ଫ୍ୟାମିଲି କୋର୍ଟ

ଭୁବନେଶ୍ୱର() ରାଜ୍ୟରେ ଖୋଲିବ ଆଉ ୪ଟି ଫ୍ୟାମିଲି କୋର୍ଟ । ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପ୍ରତାପ ଜେନା । ରାଜ୍ୟରେ ବୃଦ୍ଧି ପାଉଥିବା ହିଂସା ଓ ପତି ପତ୍ନୀଙ୍କ ମଧ୍ୟରେ ମତାନ୍ତରକୁ ନଜରରେ ରଖି ରାଜ୍ୟ ସରକାର ଆଉ ୪ଟି ଫ୍ୟାମିଲି କୋର୍ଟ ଖୋଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି।…

ଏହି ଅଭିନେତ୍ରୀଙ୍କ ପ୍ରେମରେ କ୍ରିକେଟର ଋଷଭ ପନ୍ଥ

ମୁମ୍ବାଇ()  ଅଭିନେତ୍ରୀ ଉର୍ବଶୀ ରୌତେଲା ଟିମ୍ ଇଣ୍ଡିଆର ଓ୍ବିକେଟ୍ କିପର ଋଷଭ ପନ୍ଥଙ୍କ ସହ ଡେଟିଂ କରୁଛନ୍ତି। ନିକଟରେ ଉର୍ବଶୀ ଓ ଋଷଭଙ୍କୁ ଜୁହୁର ଏଷ୍ଟେଲାରେ ରାତି ୧୧ଟା ବେଳେ ଦେଖିବାକୁ ମିଳିଥିଲା। କୁହାଯାଉଛି ଯେ, ଦୁହେଁ ଡିନର ଡେଟରେ ଥିଲେ। ଲୋକମାନେ ଏହି କଥାକୁ ନେଇ ଅଧିକ…

ଆମେରିକାରେ ‘ମୋ ସ୍କୁଲ’ ଯୋଜନା

ଭୁବନେଶ୍ୱର() ମୋ ସ୍କୁଲ ଯୋଜନା ସଂକ୍ରାନ୍ତରେ ଆମେରିକାରେ ରହୁଥିବା ଓଡିଆଙ୍କୁ ଅବଗତ ସହିତ ସେମାନଙ୍କ ଠାରୁ ସାହାଯ୍ୟ ପାଇବାପାଇଁ ଆରମ୍ଭ ହୋଇଛି ପ୍ରୟାସ ।ମୋ ସ୍କୁଲ ଯୋଜନାର ଅଧ୍ୟକ୍ଷା ସୁସ୍ମିତା ବାଗ୍ଚୀ ଆସନ୍ତା ୧୫ ତାରିଖରେ କାଲିଫର୍ଣ୍ଣିଆର ମିଲିପିଟାସ ଠାରେ ଏକ କାର୍ୟ୍ୟକ୍ରମର ଆୟୋଜନ…

ଅଯୋଧ୍ୟା ରିଭ୍ୟୁ ପିଟିସନ ସୁପି୍ରମକୋର୍ଟରେ ଖାରଜ

ନୂଆଦିଲ୍ଲୀ() ଅଯୋଧ୍ୟା ରାୟ ସମ୍ପର୍କରେ ସୁପି୍ରମକୋର୍ଟରେ ଦାଖଲ ହୋଇଥିବା ସମସ୍ତ ରିଭ୍ୟୁ ପିଟିସନକୁ ସୁପି୍ରମକୋର୍ଟ ଆଜି ଖାରଜ କରିଦେଇଛନ୍ତି । ରିଭ୍ୟୁ ସମ୍ପର୍କରେ ମୋଟ ୧୮ଟି ପିଟିସନ ଦାଖଲ ହୋଇଥିଲା । ଅଯୋଧ୍ୟା ସମ୍ପର୍କରେ ଗତ ନଭେମ୍ବର ୯ ତାରିଖରେ ସୁପି୍ରମକୋର୍ଟ ଏକ ଐତିହାସିକ ରାୟ…

ହାଇଦ୍ରାବାଦ ଏନକାଉଣ୍ଟର ମାମଲାରେ ସୁପ୍ରିମକୋର୍ଟର ଶୁଣାଣୀ

ନୂଆଦିଲ୍ଲୀ() ହାଇଦ୍ରାବାଦରେ ମହିଳା ଡାକ୍ତରଙ୍କୁ ଗଣଦୁଷ୍କର୍ମ ଓ ପୋଡି ଦେବା ମାମଲାରେ ଅଭିଯୁକ୍ତଙ୍କୁ ପୁଲିସ ଏନକାଉଣ୍ଟର କରିବା ପରେ ବିଚାର ବିଭାଗୀୟ ତଦନ୍ତ କରିବାକୁ ପ୍ରଧାନ ବିଚାରପତି ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ତିନି ଜଣିଆ ତଦନ୍ତ କମିସନ ଗଠନ କରାଯାଇଛି ।ଏହାର ଅଧ୍ୟକ୍ଷ…

ଖୁବଶୀଘ୍ର ହାଇସ୍କୁଲରେ ନିଯୁକ୍ତି ହେବେ କମ୍ପ୍ୟୁଟର ଶିକ୍ଷକ : ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର() ହାଇସ୍କୁଲ୍ରେ ଖୁବଶୀଘ୍ର ନିଯୁକ୍ତି ପାଇବେ କମ୍ପ୍ୟୁଟର ଶିକ୍ଷକ । ରାଜ୍ୟରେ ୪ ହଜାର ସ୍କୁଲ୍ ସଉଞ-ଖବଭରେ ଖାଲି ପଡ଼ିଛି ପଦବୀ । ଗତ ଏପ୍ରିଲ ମାସରୁ ସ୍କୁଲଗୁଡିକରେ ଥିବା ସଉଞ-ଖବଭ ବନ୍ଦ ହୋଇଯାଇଛି । ଲ୍ୟାବରେ କାର୍ୟ୍ୟରତ କମ୍ପ୍ୟୁଟର ସଂଯୋଜକ ମାନଙ୍କର ୫ ବର୍ଷିଆ କାର୍ୟ୍ୟକାଳ…

୫ଟିରେ କୃଷି ବିଭାଗ

ଭୁବନେଶ୍ୱର() ଉଚ୍ଚ ଶିକ୍ଷା ବିଭାଗ ପରେ ୫ଟି ଅଧୀନକୁ ଆସିଲା କୃଷି ବିଭାଗ । ଆଜି ଠାରୁ ୫ଟି ଅଧୀନରେ କାର୍ଯ୍ୟ କରିବ ରାଜ୍ୟ କୃଷି ବିଭାଗ । କୃଷି ବିଭାଗ ସଚିବ ସୌରଭ ଗର୍ଗ ଏନେଇ ସୂଚନା ଦେଇଛନ୍ତି । ଚାଷୀଙ୍କ ସମସ୍ତ ସମସ୍ୟା ବୁଝାଯିବା ସହିତ ତାଙ୍କ ଠାରୁ ମତାମତ ନିଆଯିବ ।ଚାଷୀଙ୍କ ଆୟ…