ବଦଳୁଛି ଓସା ରାଜନୀତିର ରଙ୍ଗ
ଭୁବନେଶ୍ୱର : ଓଡିଶା ସଚିବାଳୟ ସେବା ସଂଘ (ଓସା) ରେ ରାଜନୀତିର ରଙ୍ଗ ବଦଳୁଛି । ତଫସିଲଭୁକ୍ତ ଜାତି ଓ ଜନଜାତିର
କର୍ମଚାରୀ ଅନ୍ୟମାନଙ୍କ ଠାରୁ ସମ୍ପର୍କ ଛିନ୍ନ କରି ଏକ ସ୍ୱତବ ଗୋଷ୍ଠି ଗଠନ କରିଥିବାବେଳେ ଅତୀତରେ ଜାତି ରାଜନୀତିରେ
ସଂଘର ନେତୃତ୍ୱ ସାଙ୍ଗକୁ ସଂଘ କାର୍ଯ୍ୟାଳୟକୁ ଦଖଲକୁ…
